ସମୁଦ୍ର କୂଳରେ ପଡ଼ିଛି ସି ଅର୍ଚ୍ଚିନ ନାମକ ମୃତ ଶୈବାଳ
ପାରାଦୀପ,୨୨।୩(ସ୍ବ.ପ୍ର.): ପାରାଦୀପ ବତିଘର ସୀମା ସମୁଦ୍ର କୂଳରେ ୨ ଦିନ ହେବ ଏକ ଭିନ୍ନ ପ୍ରକାରର ସାମୁଦ୍ରିକ ଶୈବାଳ ମରି ପଡ଼ିଛି। ପୋଷାକରେ ଲାଗୁଥିବା ବୋତାମ ପରି ଏହା ଦେଖାଯାଉଛି। ମଙ୍ଗଳବାର ଏହା ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି। ଏହାକୁ ଉଠାଇ…
ମଣ୍ଡି ଖୋଲୁନି : ଟୋକନ ଥାଇ ବି ଚାଷୀ ନିରାଶ
କୁଜଙ୍ଗ, ୨୧ା୩ (ଡି.ଏନ୍.ଏ.):ଖରିଫ୍ ଧାନ ପାଇଁ ଚାଷୀମାନେ ସରକାରି ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜୀକରଣ କରି ଟୋକନ ପାଇଥିଲେ। କିନ୍ତୁ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ହୋଇଛି। କୁଜଙ୍ଗ ବ୍ଲକ…
ହରିଣ,ବାର୍ହା ଉପଦ୍ରବ: ଡାଳୁଅ ଧାନ ଫସଲ ନଷ୍ଟ
କୁଜଙ୍ଗ, ୨୧ା୩ (ଡି.ଏନ୍.ଏ.):ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ହରିଣ ଓ ବାର୍ହା ଯୋଗୁ ଡାଳୁଅ ଧାନ ଫସଲ ନଷ୍ଟ ହେଉଛି। ପରିବାର ପ୍ରତିପୋଷଣ ପାଇଁ ଢିଙ୍କିଆ ଚାରିଦେଶର ଅଧିକାଂଶ ଚାଷୀ ଡାଳୁଅ ଧାନ ଉପରେ ନିର୍ଭର…
ଶାରୀରିକ ଗଠନ ଦେଇଛି ପରିଚୟ, ରୋଜଗାର
ପାରାଦୀପ,୨୧।୩(ସ୍ବ.ପ୍ର.):ସମାଜରେ ସବୁ ମଣିଷଙ୍କ ଚେହେରା ଓ ଭାବନା ଭିନ୍ନ। କେତେଜଣଙ୍କ ଶାରୀରିକ ଗଠନ ଶୈଳୀ ଟିକିଏ ନିଆରା ଥିବା ଦେଖିବାକୁ ମିଳିଥାଏ। ସେମିତି ଜଣେ ଭିନ୍ନ ବ୍ୟକ୍ତି ହେଲେ ବୁଲୁ ଦାଶ (୪୦)। ଉଚ୍ଚତା ମାତ୍ର ୩ ଫୁଟରୁ କମ। ଚାଲିଚଳନ…
ମାନସିକ ରୋଷଭୋଗ ବନ୍ଦକୁ ବିରୋଧ
ରଘୁନାଥପୁର,୧୯। ୩ (ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ୨୦୨୨ ଜୁଲାଇ ୧୯ରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ମାନସିକ ରୋଷଭୋଗ ତଥା ପ୍ରସାଦ ବ୍ୟବସ୍ଥା ପୀଠ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ୧୦୦ ବର୍ଷର…
ପୁଣି ଅଜଣା ଜନ୍ତୁ ଆକ୍ରମଣ: ୪ ମେଣ୍ଢା ମୃତ
ଜଗତ୍ସିଂହପୁର ଅଫିସ, ୧୮ା୩: କଟକ ଜିଲା ନିଆଳି ଓ କଣ୍ଟାପଡ଼ା ପରେ ଏବେ ଜଗତ୍ସିଂହପୁର ଜିଲା ବିରିଡ଼ି ବ୍ଲକ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବ୍ଲକର ମଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାରିସାହିର ପ୍ରଫୁଲ ବାରିକଙ୍କ ଗୁହାଳରେ ଗୁରୁବାର…
ଧାନ ବିହନ ଉଦ୍ଭାବନ କରି ପ୍ରେରଣା ପାଲଟିଛନ୍ତି କ୍ଷେତ୍ରମୋହନ
ରଘୁନାଥପୁର,୧୭।୩(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୁଆଗଡ଼ ଗ୍ରାମର କ୍ଷେତ୍ରମୋହନ ବେହେରା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କୃଷିଭିତ୍ତିକ ସଂସ୍ଥା ଲାଲ (ଲିଭ ଆଣ୍ଡ ଲେଟ ଲିଭ) ପ୍ରତିଷ୍ଠା କରିବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ…
ଏମ୍ଏସ୍ଏମ୍ଇ କ୍ଷେତ୍ରରେ ତଳ ଆଡୁ ଜିଲା ପ୍ରଥମ
ପାରାଦୀପ,୧୬ା୩ (ସ୍ବ.ପ୍ର.):ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଏବେ କ୍ଷୁଦ୍ର, ମଧ୍ୟମ, ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ପାରିପାଶର୍ବିକ ଅବସ୍ଥାରୁ ଜଣାପଡିଛି। କାରଣ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବେ ସ୍ଥାଣୁ ପାଲଟିଥିବା ଅଭିଯୋଗ ହେଉଛି। ଏପରି…
୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି
ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ ଶୈଳୀରେ ଶ୍ରେଣୀ ଗୃହ ଓ ପାଠ ପଢା ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାରଙ୍କର ୫-ଟି…
ମା’ଙ୍କ ସହ ସ୍କୁଲ ଗଲା ଝିଅ
ରଘୁନାଥପୁର,୧୪।୩ (ଡି.ଏନ୍.ଏ.):ଜଗତ୍ସିଂହପୁର ଜିଲା ରଘୁନାଥପୁର ଥାନା ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତ ନୂଆଗାଁରେ ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ପରାମର୍ଶ ତଥା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
ମହାନଦୀ ସଂଲଗ୍ନ ଜମିରୁ ଚାଲିଛି ମାଟି ଖନନ
ପାରାଦୀପ,୧୪।୩(ସ୍ବ.ପ୍ର.):ପାରାଦୀପ ବାହାକୁଦ ଘାଟରୁ ନୂଆଗଡ ପଞ୍ଚାୟତ ଚଉମୁହାଣି ପର୍ଯ୍ୟନ୍ତ ମହାନଦୀ ସଲଗ୍ନ ଜମିରୁ କିଛି ଦିନ ହେବ ବିପୁଳ ପରିମାଣର ମାଟି ଖନନ କରାଯାଇ ବିକ୍ରି ହେଉଛି। ଉକ୍ତ ଜମିକୁ ଅଧିଗ୍ରହଣ କରିବା ପାଇଁ ଏଏମ୍ଏନ୍ଏସ୍ (ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ)କମ୍ପାନୀ ବିଜ୍ଞପ୍ତି…
ବିନା ଅନୁମତିରେ ଇଟା ପୋଡ଼ା ଚାଲିଛି
ନାଉଗାଁ,୧୪ା୩(ସ୍ବ.ପ୍ର.):ନାଉଗାଁ ତହସିଲ ଅଧୀନରେ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରାଯାଇ ଇଟା ପୋଡ଼ା ଚାଲିଛି। ମାତ୍ର ଏନେଇ ପ୍ରଶାସନ ନୀରବଦ୍ରଷ୍ଟ୍ରା ସାଜିଛି। ସରକାରୀ ନିୟମାନୁସାରେ ଇଟା ଭାଟିରେ ପୋଡିବା ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ଏନେଇ ଆବେଦନ କରାଯିବ। ଉକ୍ତ ଆବେଦନକୁ ବିଚାରକୁ ନେଇ…
Archives


