ଜଗତ୍‌ସିଂହପୁର

ନିଖୋଜ ୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ,୮ା୭(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଦୀର୍ଘ ୧୧ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ମତ୍ସ୍ୟଜୀବୀଙ୍କ ସହ ଏକ ମାଛଧରା ବୋଟକୁ ଉଦ୍ଧାର କରିଛି। ୟୋହନ ଡେଭୁଡୁ ନାମକ ଏହି ମାଛଧରା ବୋଟ୍‌ (ରେଜିଷ୍ଟ୍ରେଶନ ନଂ.ଆଇଏନ୍‌ଡି-ଏପି-ଇ୨-ଏମଏମ-୭୩୫)ରେ ୮ଜଣ ମତ୍ସ୍ୟଜୀବୀ…

ଶାରଳା ପୀଠରେ ଅବ୍ୟବସ୍ଥା: ଖୋଲାଖୋଲି ଚାଲିଛି ଶୋଷଣ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ଜଗତ୍‌ସିଂହପୁର ଅଫିସ,୭।୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା। ମା’ଙ୍କ ମନ୍ଦିର କେବଳ ଜିଲାରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତ୍ୟହ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସନ୍ତି। କିନ୍ତୁ ଏଠାରେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯେଭଳି ଖେଳାଯାଉଛି…

ଯୁକକଙ୍କ ସନ୍ଦେହଜନକ ମୃତ୍ୟୁ: ଥାନାରେ ମାଡ଼ ମରାଯାଇଥିବା ଚର୍ଚ୍ଚା, ଦୋଷ ଝାଡ଼ୁଛି ପୋଲିସ

ନାଉଗାଁ, ୩।୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକଙ୍କ ବୁଧବାର ସକାଳେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ନୂଆଗାଁ ଗ୍ରାମର ବନ୍ଦନ ମହାନ୍ତି (୨୭)। ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ପୀତାମ୍ବର…

ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ ଭଙ୍ଗାରୁଜା

ଜଗତ୍‌ସିଂହପୁର ଅଫିସ, ୩ା୭- ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା (ବିଓବି) ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ ହୋଇଥିବା ମଙ୍ଗଳବାର ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ବିଓବି ଜଗତ୍‌ସିଂହପୁର ଶାଖା ବରିଷ୍ଠ ପରିଚାଳକ ରୁଦ୍ରପ୍ରତାପ ସାହୁଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୨୨୯/୧୯…

ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ: ୫ ବ୍ଲକରେ ୬୧ ଲକ୍ଷ ଟଙ୍କାର ଚାଉଳ ଗାଏବ

ଜଗତ୍‌ସିଂହପୁର ଅଫିସ, ୩ା୭-ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ମୋଟ ୮ ବ୍ଲକ ମଧ୍ୟରୁ ୫ଟିରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଏମ୍‌ଡିଏମ୍‌ ଚାଉଳ ଅନିୟମିତତା ହୋଇଥିବା ଜଣାପଡିଛି। ଏହି ବ୍ଲକଗୁଡିକ…

ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଏବଂ ଜିଲାସ୍ତରୀୟ ସମୀକ୍ଷା ବୈଠକ: ଶିକ୍ଷା, କୃଷି, ଗୃହ ଋଣ ହାର କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩ା୭: ବ୍ୟାଙ୍କଗୁଡିକ କେବଳ ଟଙ୍କା ଜମା ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଋଣ ଦେବା ନଁା ଧରୁନାହାନ୍ତି। ଯେଉଁଥିପାଇଁ ଜଗତ୍‌ସିଂହପୁର ଜିଲାରେ କ୍ରେଡିଟ୍‌ ଡେବିଟ୍‌ ଅନୁପାତ ୪୦%ରୁ କମ ରହୁଛି। ଏହା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ ବ୍ୟାଙ୍କଗୁଡିକ ଋଣ…

ଢିଙ୍କିଆରେ ପଞ୍ଚାୟତ ନିର୍ବାଚନୀ ହିଂସା, ଜଣେ ଗୁରୁତର

କୁଜଙ୍ଗ,୨ା୭(ସ୍ବ.ପ୍ର.): ତ୍ରିଲୋଚନପୁର ଥାନା ଅଧୀନ ଢିଙ୍କିଆ ପଞ୍ଚାୟତରେ ସୋମବାର ସନ୍ଧ୍ୟାରେ ନିର୍ବାଚନୀ ହିଂସା ଘଟିଛି। ଗଣ୍ଡଗୋଳ ଘଟି ଜଣେ ଗୁରୁତର ହୋଇ ପ୍ରଥମେ ଅଠରବାଙ୍କୀ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ପୋଲିସ…

ଲଗାଣ ବର୍ଷା ପରେ ଏବେ ଜଳ ନିଷ୍କାସନ ଚିନ୍ତା

ଜଗତ୍‌ସିଂହପୁର ଅଫିସ, ୨ା୭: ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଜଳ ନିଷ୍କାସନ ହୋଇପାରେନି। ଓଲଟି ଡ୍ରେନ୍‌ର ଅପରିଷ୍କାର ପାଣି ରାସ୍ତାରେ ମାଡେ। ଏଥିଯୋଗୁ ସଂକ୍ରମଣ ବୃଦ୍ଧି…

ଆଲୋଚନା ବିଫଳ, ଜମିହରାଙ୍କ ଧାରଣା ଜାରି

ପାରାଦୀପ,୨ା୭(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ଆଗରେ ଗତମାସ ୨୪ ତାରିଖରୁ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ନିଯୁକ୍ତି ଦାବିରେ ଧାରଣା ଜାରି ରହିଛି। ଏ ସମ୍ପର୍କରେ ସୋମବାର ସନ୍ଧ୍ୟାରେ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ ପ୍ରକୋଷ୍ଠରେ ଏକ ବୈଠକ ହୋଇଥିଲା। ତେବେ…

ନିର୍ମାଣର ବର୍ଷକରେ ରାସ୍ତା ମରଣଯନ୍ତା

ବାଲିକୁଦା,୨ା୭(ସ୍ବ.ପ୍ର.): ବାଲିକୁଦା ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତ କୁଶୁପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। କିଛିଦିନ ତଳେ ନିର୍ମାଣ ହୋଇଥିବା ଏକ ଢଳେଇ ରାସ୍ତା କାମରେ କିଭଳି ଭାବେ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଛି, ତାହାର ଉଦାହରଣ…

ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ

ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ, ଗାଡ଼ି ଚଳାଚଳ ତ ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟକର। ରାସ୍ତା ମରାମତି…

ବର୍ଷା ହେଲେ ସମବାୟ ସମିତି ଗୃହରୁ ପାଣି ଗଳୁଛି

ନାଉଗଁା,୨୭ା୬(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଆଦି ଯୋଗାଇ ଦିଆଯିବା ସହ ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?