ବାଲେଶ୍ୱର

ନିଃଶୁଳ୍କ ସ୍ଵାସ୍ଥ୍ୟସେବା ଯୋଜନା ବାଟବଣା

ବାଲେଶ୍ୱର ଅଫିସ, ୪।୬ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ୍‌ କଲେଜ ହସପିଟାଲରେ ନିଯୁକ୍ତି ପାଇଥିବା କେତେକ ବିଶେଷଜ୍ଞ ଡାକ୍ତର ନିଜର କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏନେଇ ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ…

ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ

ବାଲେଶ୍ୱର ଅଫିସ ୪।୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ…

୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ

ବାହାନଗା, ୩।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ଟି ଅଧୀନରେ ଯେଉଁ ବିଦ୍ୟାଳୟଗୁଡିକ ସାମିଲ ହେଉଛି ସେହି ବିଦ୍ୟାଳୟଗୁଡିକର ରୂପରେଖ ବଦଳିଯାଉଛି। ସମସ୍ତ କାର୍ଯ୍ୟକ୍ରମ ବିଡିଓ,…

ପାଇଲଟ୍‌ ପ୍ରକଳ୍ପ ବାଟବଣା

ଜଳେଶ୍ୱର, ୩।୬(ଡି.ଏନ.ଏ.) ଦୁଇବର୍ଷ ତଳେ ବାଲେଶ୍ୱର ଜିଲାର କ୍ଲଷ୍ଟର ରୁରାଲ ହାଉସିଂ କଲୋନୀ ଜଳେଶ୍ୱର ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ା ଅଦ୍ୟାବଧି କାର୍ଯ୍ୟ ଶେଷ ହେବାର ନାମ ଧରୁନାହିଁ। ସେଠାରେ ୬୦ପରିବାର ରହିବାକୁ ଥିବା ବେଳେ…

ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ

ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍‌ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ ନଳିତା ଚାଷ ହେଉଥିଲା ଯେ ତାହା କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା।…

୭ ପରିବାରକୁ ହାଇକୋର୍ଟଙ୍କ ଉଚ୍ଛେଦ ନୋଟିସ

ରୂପସା,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତର ଚକଅର୍ଜୁନି ଗ୍ରାମର ଗୋଚର ଜମିରେ ୨୧ବର୍ଷ ହେଲା ବସବାସ କରି ଆସୁଥିବା ୭ ପରିବାରଙ୍କୁ ଉଚ୍ଛେଦ ଲାଗି ହାଇକୋର୍ଟ ନୋଟିସ୍‌ ଦେଇଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ଏହି ନୋଟିସ ମିଳିବା ପରେ…

ଖରିଫ ଧାନ ବିହନ ବିକ୍ରି ମନ୍ଥର

ଭୋଗରାଇ, ୨।୬(ଡ଼ି. ଏନ. ଏ.): ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନର କୁଇଣ୍ଟାଲ ପିଛା ୧ଶହ ଟଙ୍କା ମୂଲ୍ୟ ବୃଦ୍ଧି କରିଥିବା ବେଳେ କୃଷିନୀତିରେ ବ୍ୟାପକ ପରିବର୍ତ୍ତନ କରିଥିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷିବିଭାଗ ଚାଷୀଙ୍କୁ ପୁରା…

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୩୦।୫: ବାଲେଶ୍ୱର ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏହାର ବିଚାର କରି ଦୋଷୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୧ ହଜାର…

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧି ପିଟିଲେ

ନୀଳଗିରି ,୩୦ା୫(ସ୍ବ.ପ୍ର) : ପରକିୟା ପ୍ରୀତି ଧରାପଡ଼ିବାରୁ ବିବାହିତ ପ୍ରେମୀ ଯୁଗଳଙ୍କୁ ଲୋକେ ଗଛରେ ବାନ୍ଧି ମାଡ଼ ମାରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସାବିତ୍ରୀ ବ୍ରତ ଦିନ ବାଲେଶ୍ୱର ଜିଲା ନୀଳଗିରି…

ମାରଣାସ୍ତ୍ର ଦେଖାଇ ୬୦ ହଜାର ଲୁଟ

ବାଲେଶ୍ୱର ଅଫିସ,୩୦।୫- ବାଲେଶ୍ୱର ସଦର ବ୍ଲକ ଅଧୀନ ସଲଟରୋଡ୍‌ ରାସ୍ତାର ଇସାଣି ନିକଟରେ ସୋମବାର ପୂର୍ବାହ୍ନରେ ଜଣେ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କେରଳ ରାଜ୍ୟର ସିମିତି ଦେବଶୀ ନାମକ ଜଣେ…

ଅଙ୍ଗନୱାଡି କେନ୍ଦ୍ର, ଛତୁଆ ୟୁନିଟ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୩୦ା୫: ବାଲେଶ୍ୱର ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଶନିବାର ସଦର ବ୍ଲକ ଅଧୀନ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ପରିଖି ପଞ୍ଚାୟତରେ ଥିବା ମା’ ବନବିବି ଛତୁଆ ୟୁନିଟ୍‌ ଉପରେ ଅଚାନକ ଚଢ଼ାଉ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ…

୬ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ

ସିମୁଳିଆ, ୩୦ା୫(ଡି.ଏନ.ଏ.): ନିର୍ବାଚନ ବେଳେ ନେତା ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଆନ୍ତି। ହେଲେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ। ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ୨ନଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?