କୁରୁଣ୍ଟା ସେବା ସମବାୟ ସମିତି: ୧୫ ସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଖଇରା, ୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା ସେବା ସମବାୟ ସମିତିରେ ସମସ୍ତ ୧୫ଟି ଜୋନର ସଭ୍ୟାସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଶରତ ପଣ୍ଡା ହସ୍ତକ୍ଷେପ ପରେ ବିଭିନ୍ନ ପଞ୍ଚାୟତର ଲେକପ୍ରତିନିଧି, ଦଳୀୟ କର୍ମକର୍ତ୍ତାଙ୍କ ଆଲୋଚନା ପରେ ପ୍ରତିଦ୍ୱନ୍ଦ୍ୱିତାକୁ ଏଡାଇ ଦିଆଯାଇଛି। ନିର୍ବାଚିତ ସଭ୍ୟମାନେ ହେଲେ ମୁକୁନ୍ଦ ନାୟକ, ତପୋଧନ ବାରିକ, ଅକ୍ଷୟ ମହାପାତ୍ର, ବିଦ୍ୟାଧର ଗିରି, ରମାକାନ୍ତ ବେହେରା, ଗଣେଶ ବେହେରା, ସାବିତ୍ରୀ ନାୟକ, ବିମଳିନୀ ନାୟକ, ରଜନୀ ସାହୁ, ଦୀନବନ୍ଧୁ ମଲ୍ଲିକ, ଯଦୁନାଥ ଧଡା, ଆନନ୍ଦ ଚନ୍ଦ୍ର ନାୟକ, ଶାନ୍ତିଲତା ସେଠୀ, ବିଶ୍ୱଭୂଷଣ ପ୍ରଧାନ ଓ ମାଧବାନନ୍ଦ ମହାପାତ୍ର ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri