୩ ମାସ ଯାଏ ପଥିକଙ୍କୁ ମିଳିବ ପାନୀୟ ଜଳ
ତାଳଚେର,୨୭।୪ (ନି.ପ୍ର.) – ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ବଢ଼ୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ସୋମବାର ଏକ ଜଳଛତ୍ର ଉଦ୍ଘାଟିତ ହୋଇଯାଇଛି। ଏମ୍ସିଏଲ୍ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କ…
ପାରଦ ସହ ପାଣି ସମସ୍ୟା
ବଇଣ୍ଡା,୨୬।୪ (ପରିକ୍ଷିତ ସାହୁ) କିଛି ଦିନ ହେବ ଅନୁଗୋଳ ଜିଲାରେ ଜାରି ରହିଛି ଅଗ୍ନିବର୍ଷା। ୪୦ ଡିଗ୍ରୀ ତଳକୁ ଖସୁନି ପାରଦ। ଦେହ ଜଳାଇଦେବା ଭଳି ଖରା ସାଙ୍ଗକୁ ମଧ୍ୟାହ୍ନର ତତଲା ପବନରେ ସନ୍ତୁଳି ହେଉଛି ଜନଜୀବନ। ବଢ଼ୁଥିବା ତାତିକୁ ନେଇ…
ବିପଦ ମୁଣ୍ଡାଇ ବିଦ୍ୟୁତ୍ କାମ
କଣିହାଁ, ୨୫।୪(ଡି.ଏନ.ଏ.): କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଲିସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ପିସି) ପ୍ରକଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକମାନେ ବିନା ସୁରକ୍ଷା ଉପକରଣରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଉଲ୍ଲଂଘନ କରି ବିଭାଗୀୟ କର୍ତ୍ତୃପକ୍ଷ…
ଚିନ୍ତା ବଢ଼ାଇଲାଣି ଚୋରା ମଦ
ଖମାର,୨୪।୪(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ ସେଠାରେ ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ପାଲଲହଡ଼ା…
ଶାଳ, ଶାଗୁଆନ କାଠ ଜବତ
ଛେଣ୍ଡିପଦା,୨୪।୪ (ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ବନାଞ୍ଚଳ ପୁଟଗାଡିଆ ଗ୍ରାମ ନିକଟସ୍ଥ ଏକ ଆମ୍ବତୋଟାରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଶାଳ ଗଣ୍ତି ଓ ଶାଗୁଆନ କାଠ ଜବତ କରାଯାଇଥିବା ବେଳେ ବନବିଭାଗକୁ ଦେଖି ଘଟଣାସ୍ଥଳରୁ କାଠ ମାଫିଆମାନେ…
ଶୀତୁଳା ପର୍ବ ସହ ହିଙ୍ଗୁଳା ଯାତ୍ରା ସମ୍ପନ୍ନ
ତାଳଚେର,୨୪।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଶନିବାର ଶୀତୁଳା ପର୍ବ ସହ ସମ୍ପନ୍ନ ହୋଇଛି। ଏଥିସହ ୧୮ତମ ଲୋକ ମହୋତ୍ସବ ମଧ୍ୟ ଉଦ୍ଯାପିତ ହୋଇଛି। ଯାତ୍ରାର ଶେଷ ଦିନ ହୋଇଥିବାରୁ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିର ପରିସର…
୬୦ଟି ଟେଣ୍ଡରକୁ ନେଇ କାଉନସିଲରଙ୍କ ଅସନ୍ତୋଷ
ଅନୁଗୋଳ ଅଫିସ,୨୪।୪: ନିର୍ବାଚନ ପରେ ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ପାଇଁ…
ବିଧାୟକଙ୍କୁ ଦାବିପତ୍ର ଦେଲେ ବଇଣ୍ଡାବାସୀ
ବଇଣ୍ଡା,୨୪।୪(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଗୁଡିକ ସମାଧାନ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ଶନିବାର ଏକ ଦାବିପତ୍ର ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ…
ବାନ୍ଧିପାରୁନି ବନ ବିଭାଗ
ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ୪ ମାସ ବିତିଗଲାଣି। ହେଲେ ତଦନ୍ତ ଓ ଚଢ଼ାଉରେ ସୀମିତ ରହିଛି ବନ ବିଭାଗର…
ମହୁଲଗଛରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଛେଣ୍ଡିପଦା,୨୨।୪(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସାପୋଇସାହିସ୍ଥିତ କଢିବୁରୀ ନିକଟ ଏକ ମହୁଲ ଗଛରୁ ଗୁରୁବାର ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ଛାତ୍ର ବିବେକାନନ୍ଦ…
ଚୋରା ଚାଲାଣ ବେଳେ ଚଢ଼ାଉ
ବଇଣ୍ଡା,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକସ୍ଥିତ ମହାନଦୀରୁ ଚୋରାରେ ବାଲି ଚାଲାଣ ହେଉଥିବାବେଳେ ବୁଧବାର ଠାକୁରଗଡ଼ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇ ୫ଟି ଟିପ୍ପର ଜବତ କରାଯାଇଛି। ଏଥିସହ ଉକ୍ତ ଗାଡ଼ିଗୁଡ଼ିକରୁ ୧ଲକ୍ଷ୧୦ ହଜାର ଟଙ୍କା ଜରିମାନା ଆଦାୟ…
ପୂର୍ଣ୍ଣ କ୍ଷମତାରେ ଚାଲିବ ନାଲ୍କୋ
ବଅଁରପାଳ,୨୧।୪(ଡି.ଏନ.ଏ.): ଚୁକ୍ତି ମୁତାବକ କୋଇଲା ଏମ୍ସିଏଲ୍ ଯୋଗାଣ କରୁ ନ ଥିବାରୁ ଅନୁଗୋଳ ଜିଲା ନାଲ୍କୋରେ କୋଇଲା ସଙ୍କଟ ଗୁରୁତର ହୋଇପଡ଼ିଛି। ଏପରି କି ସିପିପିରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ନାଲ୍କୋ କର୍ତ୍ତୃପକ୍ଷ ଓ ଶ୍ରମିକ ସଙ୍ଗଠନଗୁଡ଼ିକ…

