ଅନୁଗୋଳ

କେ.ଏସ. ସୁନ୍ଦରାମ ଏନ୍‌ଟିପିସି ପ୍ରକଳ୍ପର ନୂତନ ମୁଖ୍ୟ

କଣିହାଁ,୫।୮(ଡି.ଏନ.ଏ.): କଣିହାଁ ଏନ୍‌ଟିପିସି ପ୍ରକଳ୍ପର ନୂତନ ମୁଖ୍ୟ ଭାବେ କେ.ଏସ. ସୁନ୍ଦରାମ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନ୍ଦରାମ ୧୯୮୮ରେ ଏନ୍‌ଟିପିସିରେ ଯୋଗଦେଇ ବଦରପୁରରୁ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ଭାବେ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଦୀର୍ଘ ୩୩ ବର୍ଷ ଧରି ସେ...

ଟ୍ରକ୍‌ ଟର୍ମିନାଲକୁ ଜୋର୍‌ଦାର ବିରୋଧ

ଅନୁଗୋଳ ଅଫିସ,୩।୮: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗାରେ ହେବ ଟ୍ରକ୍‌ ଟର୍ମିନାଲ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାକୁ ଶାବଳଭଙ୍ଗା ଗ୍ରାମର ମହିଳା ଓ ପୁରୁଷମାନେ ଜୋର୍‌ଦାର ବିରୋଧ କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ପୂର୍ବାହ୍ନରେ...

ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

ଅନୁଗୋଳ ଅଫିସ, ୩।୮: ଅନୁଗୋଳ ଜିଲାରେ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଏପରି ଅଭିଯୋଗ ନେଇ ଏକାଧିକ ଲୋକ ଥାନାକୁ ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସୋମବାର ଆଉ ୨ଟି ସାଇବର ଠକେଇ...

ହତାଶ କରୁଛନ୍ତି ହାତୀପଲ: ୧୫ ବର୍ଷରେ ବନ ବିଭାଗ ଦେଇଛି ମାତ୍ର ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ

ଛେଣ୍ଡିପଦା,୩।୮(ସ୍ବ.ପ୍ର.)- ଆଖି ଆଗରେ ଉଜୁଡ଼ିଯାଉଛି ନଡ଼ିଆ, ଆମ୍ବ ଓ କଦଳୀ ବଗିଚା। ଦଳା ଚକଟାରେ ନଷ୍ଟ ହୋଇଯାଉଛି ଧାନ, ମୁଗ, ପୋଟଳ, ବାଇଗଣ ଫସଲ। ବୋର୍‌ଓ୍ବେଲଠାରୁ ଘର, ଆସବାବପତ୍ର କିଛି ବି ବର୍ତ୍ତୁନି ହାତୀ ଉପଦ୍ରବରୁ। ବର୍ଷକୁ ଲକ୍ଷ ଲକ୍ଷ...

ଗାନ୍ଧୀ ଗାଥାର ହେବ ଗନ୍ତାଘର

ଅନୁଗୋଳ ଅଫିସ, ୩୦।୭ ‘ବ୍ଲାକ ଡାଇମଣ୍ଡ’ରେ ଗୁଞ୍ଜରିତ ହେବ ବାପୁଙ୍କ ବାର୍ତ୍ତା। ଜାତିର ପିତାଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଏଠାରୁ ଅଧିକ ଜାଣିବେ ଜଗତବାସୀ। ସ୍ବାଧୀନତା ସଂଗ୍ରାମରେ ଏହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନର ତଥ୍ୟ ରହିବ ଅନୁଗୋଳର ଗାନ୍ଧୀ...

ଚିଠିର ଉତ୍ତର, ଡ୍ରେନ୍‌ ବ୍ଲୁ ପ୍ରିଣ୍ଟ ଦେଉନି ଏନ୍‌ଏଚ୍‌ଏଆଇ

ଅନୁଗୋଳ ଅଫିସ, ୨୯।୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସହଯୋଗ କରୁନାହିଁ। ବାରମ୍ବାର କାର୍ଯ୍ୟ ସମୀକ୍ଷା ସହ ଡ୍ରେନ୍‌ ନିର୍ମାଣ ପାଇଁ...

ବିଲରେ କଚାଡ଼ି ମାରିଦେଲା ହାତୀ

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ସକାଳେ ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି ନେଇ ବିଲରେ କଚାଡ଼ି ମାରିଦେଇଛି ହାତୀ। ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ପଞ୍ଚାୟତ ମାରୁଢିପ ଗ୍ରାମରେ ସୋମବାର ଘଟିଥିବା ଏହି ଘଟଣାକୁ ନେଇ...

ଉଚ୍ଛେଦ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୬।୭ ଅନୁଗୋଳ ସହର ରାଜା ଛକରୁ ଥାନା ଛକ ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ପଶିଛି ଛନକା। ଏହି ଜବରଦଖଲ କାରଣରୁ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏପରି କି...

ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ ଓହଳିଥିବା ତାର। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରରେ ଲାଗି ମରୁଛନ୍ତି ଗୋରୁ। ମିଟର ପାଖରେ...

ବିଶ୍ୱାସରେ ବିଷ ଦେଇ ନେଇଗଲେ ୧୫ ଶହ

ଅନୁଗୋଳ ଅଫିସ, ୨୬।୭ ଅନୁଗୋଳ ମେଡିକାଲରେ ଦଲାଲମାନେ ଏବେ ମଧ୍ୟ ସକ୍ରିୟ ଅଛନ୍ତି। ରୋଗୀ ଓ ସମ୍ପର୍କୀୟଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ସୋମବାର ସକାଳେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ବିଶ୍ୱାସରେ ଏପରି...

ଆଦର୍ଶ, ଡେରା ଡିଏଭିରେ ଶତପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୩।୭ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲାର କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦଶମ ପରୀକ୍ଷାରେ ଶତପ୍ରତିଶତ ପିଲା...

ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ ହୋଇଛି। ଏକ ୧୨୮ ଚକିଆ ବିରାଟ ଟ୍ରେଲରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri