ଅନୁଗୋଳ

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି। ଜୁବିଲି କମିଟି ସଭାପତି ତଥା ପୁରାତନ ଛାତ୍ର ପ୍ରାଧ୍ୟାପକ ପ୍ରଦୀପ କୁମାର କରଙ୍କ ତତ୍ତ୍ୱାବଧାନରେ…

ପାଇପ୍‌ ଲାଇନ୍‌ ବିଛାଯିବାକୁ ଖୋଳାଯାଇଥିଲା ଗାତ: ବାଇକ୍‌ ସହ ପଡ଼ି ଆଖି ବୁଜିଲେ ବ୍ୟକ୍ତି

ଖମାର,୨୨।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା କଡରେ ଖୋଳାଯାଇଥିବା ଗାତରେ ପଡି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରାବିଲ ଗ୍ରାମର ଦୁଷ୍ମନ୍ତ…

ଯାଯାବର, ମନ ମୋର..

ଅନୁଗୋଳ ଅଫିସ, ୨୧ା୧: ଯାଯାବର, ମନ ମୋର.., ଏକ୍‌ ହୋ ଗୟେ ହମ୍‌ ଔର ତୁମ୍‌.., ଟିକ୍‌ ଟିକ୍‌ ହୁଏ ମୋ ଛାତି.., କମଲି କମଲି..। ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଝରିପଡ଼ିଥିବା ଏହିସବୁ ଚିର ସବୁଜ ଗୀତ ଶୁକ୍ରବାର ଅନୁଗୋଳ ଷ୍ଟାଡିୟମରେ…

୨୩ରୁ ତାଳଚେର ପୁସ୍ତକମେଳା

ତାଳଚେର, ୧୯ା୧ (ନି.ପ୍ର.): ବିଂଶତମ ତାଳଚେର ପୁସ୍ତକ ମେଳା ଆସନ୍ତା ୨୩ ତାରିଖରୁ ହାଟତୋଟାସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ଆରମ୍ଭ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା ପୁସ୍ତକ…

ଉତ୍ତେଜନା ବଢ଼ାଇଲା ପିଏମ୍‌-ଆବାସ

ଛେଣ୍ଡିପଦା, ୧୮।୧(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶିତ ତାଲିକାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ କୋଡ଼ାସାହି ବାସୀ ତେଣ୍ଟୁଲୋଇ ପଞ୍ଚାୟତ…

ଆଜିଠାରୁ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୮।୧: ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର। ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚତ୍ତ କରିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଲୁକିବ ମଞ୍ଚ। ବୁଧବାର ଉଦ୍‌ଘାଟନୀ ସନ୍ଧ୍ୟାରୁ ୨୨ ତାରିଖ ଉଦ୍‌ଯାପନୀ ଦିବସ ଯାଏ ଦର୍ଶକଙ୍କ ଅସମ୍ଭାଳ ଭିଡ଼ର ସାକ୍ଷୀ ରହିବ ଅନୁଗୋଳ ଷ୍ଟାଡିୟମ୍‌।…

ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର

ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲାବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ଓ ଓଲିଉଡ୍‌ର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାର। ଏନେଇ…

ରେଞ୍ଜରଙ୍କ ମାଡ଼ରେ କର୍ମଚାରୀ ଆହତ: ଥାନାରେ ଏତଲା

ଖମାର,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କ ମାଡ଼ରେ ପାରା ଫରେଷ୍ଟ ଷ୍ଟାପ୍‌ ତଥା ରେଞ୍ଜରଙ୍କ ରୋଷେୟା ଭାବେ କାମ କରୁଥିବା ସୁଶାନ୍ତ କୁମାର ବେହେରା(୪୦) ଆହତ ହୋଇ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି। ସୋମବାର ସାରେ ବନାଞ୍ଚଳ ଅଧିକାରୀଙ୍କ…

୫୩ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ ପାଇଁ ୧୭୪ କୋଟି

ଅନୁଗୋଳ ଅଫିସ, ୧୬।୧:ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌) ୫୩ର ସମ୍ପ୍ରସାରଣ ଏବଂ ଏହାକୁ ଦୁଇ ଲେନ୍‌ ବିଶିଷ୍ଟ କରିବା ଲାଗି ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ…

ପ୍ରତିଷ୍ଠା ଦିବସରେ ପତିଆରା ରାଜନୀତି

ଅନୁଗୋଳ ଅଫିସ, ୧୪ା୧: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସଭାଘରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ବହୁ ବରିଷ୍ଠ କର୍ମୀଙ୍କୁ ଆମନ୍ତ୍ରଣ…

ଅଗ୍ନିକାଣ୍ଡରେ ଜଳିଗଲା ଔଷଧ

ବଇଣ୍ଡା,୧୪।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରଗ୍‌ ହାଉସରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ସମେତ ବହୁ ଜରୁରୀ କାଗଜପତ୍ର ଜଳିଯାଇଛି। ନିଆଁ କେମିତି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ଶର୍ଟସର୍କିଟରୁ ଏହି…

ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ

ଅନୁଗୋଳ ଅଫିସ/ ଆଠମଲ୍ଲିକ/ ବଇଣ୍ଡା/ ଛେଣ୍ଡିପଦା/ କଣିହଁା, ୧୧।୧: ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଅନୁଗୋଳ ଜିଲା ମହୋତ୍ସବ। ଜିଲାର ୩୦ବର୍ଷ ପୂର୍ତ୍ତି ଅବସରରେ ଏହି ମହୋତ୍ସବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?