ଅନୁଗୋଳ

ଆଶଙ୍କାରେ ପକାଉଛି ଶିକ୍ଷକ ଅଭାବ

ବଇଣ୍ଡା,୫ା୧(ଡି.ଏନ.ଏ.): ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ହାଇସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ୧୦୦ ଦିନର ପାଠପଢ଼ା ଯେମିତି ସମ୍ଭବ…

ସଂଖ୍ୟା ବଢ଼ିଲେ ସମ୍ଭବ

ଅନୁଗୋଳ ଅଫିସ, ୪।୧: ୯ ମାସ ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିଛି ଅନୁମତି। ମାତ୍ର ୨ଶହ ଲୋକଙ୍କ ଉପସ୍ଥିତିରେ ମଞ୍ଚରେ କଳା ପ୍ରଦର୍ଶନ କରାଯାଇପାରିବ ବୋଲି ଜାନୁୟାରୀ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପ୍ରେକ୍ଷାଳୟ ହେଲେ ସିଟ୍‌ର ୫୦ ପ୍ରତିଶତ ଓ ଯାତ୍ରା ପାଇଁ…

ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି। କିଏ ପ୍ରଥମେ କେଉଁ ମନ୍ଦିରକୁ…

ପ୍ରେମ ବ୍ୟାପାର: ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ ଯୁବକ

ପାଲଲହଡ଼ା, ୨।୧(ଡି.ଏନ୍‌.ଏ.): ପ୍ରେମ ବ୍ୟାପାରକୁ ନେଇ ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ପଲଲହଡ଼ା ଥାନା ଅଞ୍ଚଳରେ। ଏମିତି କାଣ୍ଡ ଘଟାଇଥିବା ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର…

ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ

ଅନୁଗୋଳ ଅଫିସ, ୨।୧: ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ମଲିହାବାଦ ପ୍ରଥମ ସ୍ଥାନରେ ରହିଛି। ଏ ନେଇ…

ବିଦ୍ୟାଳୟ ଅବସ୍ଥା ବେହାଲ

ଅନୁଗୋଳ ଅଫିସ, ୧।୧: ଦୋହଲିଯାଇଛି ଭିତ୍ତିଭୂମି। କେଉଁଠି ଲଟାବୁଦା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ତ ଆଉ କେଉଁଠି ଅତ୍ୟାବଶ୍ୟକ ସରଞ୍ଜାମ ଉଇ ଚରିଲେଣି। କେଉଁଠି ବିଦ୍ୟୁତ୍‌ ତାର ଛିଣ୍ଡି ଝୁଲିଛି ତ ଅନ୍ୟ କେଉଁଠି ପାନୀୟ ଜଳ ପାଇଁ…

ଜମିକୁ ନିଅଣ୍ଟ ଜଳ

ଅନୁଗୋଳ ଅଫିସ, ୨୯।୧୨: ‘ଚାଷ ଅଛି ଯାହାର କେତେ ସୁଖ ତାହାର’। ଏହି ପ୍ରଚଳିତ ଆପ୍ତବାକ୍ୟ ଚାଷୀ-ଚାଷ ଭିତରେ ଥିବା ସମ୍ପର୍କ ସହିତ ଫସଲ ଉତ୍ପାଦନର ମହତ୍ତ୍ୱ ବଖାଣେ। ହେଲେ ଖଣିଖାଦାନ ଭରା ଅନୁଗୋଳ ଜିଲାରେ ଶିଳ୍ପ ପାଣି ଶୋଷୁଥିବାବେଳେ ଜମିକୁ…

ଘର ଭାଙ୍ଗି ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ଛେଣ୍ଡିପଦା,୨୭।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କମ୍ପସଲା ଗ୍ରାମ ପଞ୍ଚାୟତର ଗୋଳାଗାଡିଆ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଗୋଳାଗାଡିଆ ଗ୍ରାମର ବୀର ସାହୁଙ୍କ ପୁଅ ଅଜିତ। ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ…

ବିଦ୍ୟୁତ୍‌ ଖୁଣ୍ଟରେ ବିପଦସଙ୍କୁଳ ଯାତ୍ରା

ବଇଣ୍ଡା, ୨୬।୧୨(ଡି.ଏନ୍‌.ଏ.) ପୋଲଟିଏ ପାଇଁ ଅନେକ ଦାବି, ଆନ୍ଦୋଳନ, ପ୍ରତିବାଦ। ଏହାପରେ ସରକାର ଶୁଣିଲେ ଗୁହାରି। ମଞ୍ଜୁର ହେଲା ଅନୁଦାନ। ଆରମ୍ଭ ହେଲା କାମ। ଇତିମଧ୍ୟରେ ୪ବର୍ଷ ବିତିଗଲାଣି। ହେଲେ ସପୋର୍ଟିଂ ପିଲାରରେ ସୀମିତ ରହିଯାଇଛି କାର୍ଯ୍ୟ। ପ୍ରଶାସନିକ ଅବହେଳା ପାଇଁ…

ହାତୀ ଆକ୍ରମଣରେ ନାବାଳକ ମୃତ: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କମ୍ପସଲା ଗ୍ରାମପଞ୍ଚାୟତର ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଏହାର ପ୍ରତିବାଦରେ ଶନିବାର ସକାଳେ ମଣ୍ଡୁଆ ଗ୍ରାମର ଶତାଧିକ ଲୋକ ବନାଞ୍ଚଳ ଅଧିକାରୀଙ୍କ…

ପ୍ରାଣୀ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୪।୧୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜଭୁତ କରେ ପ୍ରାଣୀ ସମ୍ପଦ। ଗୋପାଳନ ସହ ଛେଳି, ମେଣ୍ଢା, କୁକୁଡ଼ା ଆଦିରୁ ଅତିରିକ୍ତ ଆୟ କରନ୍ତି ଲୋକେ। ସେଥିପାଇଁ ସରକାର ଏସବୁ ପାଳନକୁ ଅଗ୍ରାଧିକାର ଦେଉଛନ୍ତି। ଲୋକଙ୍କୁ ବ୍ୟାଙ୍କଗୁଡ଼ିକରୁ ଋଣ ଯୋଗାଇ ଦେଉଛନ୍ତି। ପ୍ରାଣୀ ସମ୍ପଦଙ୍କ…

କିନ୍ନରଙ୍କୁ କଲେ ଜୀବନସାଥୀ

ଅନୁଗୋଳ ଅଫିସ,୨୩ା୧୨: ୫ ବର୍ଷ ତଳୁ ଭଲ ପାଉଥିବା କିନ୍ନରଙ୍କୁ ମଙ୍ଗଳବାର ଜୀବନସାଥୀ କରିଛନ୍ତି ଜଣେ ଯୁବକ। ଏହି ଚର୍ଚ୍ଚିତ ବିବାହ ହୋଇଛି ଅନୁଗୋଳ ସହରସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ। ଉଭୟଙ୍କ ପରିବାରରୁ କେହି ଉପସ୍ଥିତ ନ ଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?