ଚାପ କମିଲା, ଅପରାଧ କମୁନି
ଅନୁଗୋଳ ଅଫିସ, ୧।୨: ସଦର ଥାନା ଖୋଲାଯିବା ପରେ ଅନୁଗୋଳ ଥାନା ଉପରୁ ଚାପ ହ୍ରାସ ପାଇଛି। କିନ୍ତୁ ସେହି ଅନୁସାରେ ଆପରାଧିକ କାର୍ଯ୍ୟକଳାପ କମୁନାହିଁ। ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଅସାମାଜିକମାନେ ଆଡ୍ଡା ଜମାଇବା…
କିନ୍ନରଙ୍କ ହାତକୁ କାମ
ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍ର ରକ୍ଷଣାବେକ୍ଷଣ…
ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ
ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଶିକ୍ଷାନୁଷ୍ଠାନ ସ୍ଥାପନ ଦିନଠାରୁ ବନ୍ତଳା-ବଡ଼କେରା ପୂର୍ତ୍ତ…
ଅଠର ବର୍ଷର ଅପେକ୍ଷା
ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡାଠାରେ ଏକ ମିନି…
ଦୁର୍ଘଟଣାର ଦ୍ରୁତଗତି
ଅମିତ କୁମାର ସାମଲ ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍ଡାଉନ୍, ଶଟ୍ଡାଉନ୍କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ ଦୁର୍ଘଟଣା ପୂର୍ବାପେକ୍ଷା ହ୍ରାସ ପାଇଛି। କିନ୍ତୁ ଅନୁଗୋଳ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…
ନୂତନ ଅଦାଲତରୁ ତ୍ୱରିତ ନ୍ୟାୟ ଆଶା
ବଅଁରପାଳ,୨୪ା୧(ଡି.ଏନ.ଏ.) ସିଭିଲ କେସ୍ ହେଉ କି ଚୋରି, ଡକାୟତି, ମାରପିଟ୍ ମକଦ୍ଦମା, ତାରିଖ ପଡ଼ିବା ମାତ୍ରେ ଅଦାଲତରେ ହାଜିରା ଦେବା ନିଶ୍ଚିତ। ହେଲେ ବଅଁରପାଳ ବ୍ଲକରେ କୋର୍ଟ ନ ଥିବାରୁ ଏପରି ମକଦ୍ଦମା ଲଢ଼ିବାକୁ ମହକିଲ କିମ୍ବା ତାଙ୍କ ଓକିଲଙ୍କୁ ଅନୁଗୋଳ…
ଛାତ୍ରୀଛାତ୍ରଙ୍କ ଉପରୁ କମିବ ଚାପ
ଅନୁଗୋଳ ଅଫିସ, ୨୩।୧: ମହାମାରୀ କୋଭିଡ୍-୧୯ ବଦଳାଇ ଦେଇଛି ପଢ଼ା ସହ ପରୀକ୍ଷା ବ୍ୟବସ୍ଥା। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ନିଆଯାଇଛି ବହୁ ନୂଆ ପଦକ୍ଷେପ। ଦୀର୍ଘ ୯ ମାସର ଅନ୍ଲାଇନ୍ କ୍ଲାସ ପରେ ଏବେ ୧୦୦ ଦିନିଆ ଅଫ୍ଲାଇନ୍…
ଟଙ୍କା ଭାଗବଣ୍ଟାକୁ ନେଇ ଭାଇକୁ ହତ୍ୟା କଲା ଭାଇ
ବଇଣ୍ଡା,୨୨।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ନିକଟସ୍ଥ ଦଳିତ ସାହିରେ ବୁଧବାର ମଝିଆଁ ଭାଇ ଗୁଣନିଧି ବେହେରା (୨୬)ଙ୍କୁ ତାଙ୍କ ସାନ ଭାଇ ଜେନାମଣି ବେହେରା ଶାବଳରେ ପିଟି ହତ୍ୟା କରିଛନ୍ତି। ଏ ନେଇ ଗୁଣନିଧିଙ୍କ ସ୍ତ୍ରୀ ମମତା ବେହେରା…
ପଢ଼ାରେ ବାଧକ ୨ ଗୁଣ ବସ୍ ଭଡ଼ା
ବଇଣ୍ଡା,୨୨।୧(ଡି.ଏନ.ଏ.) କେବେଠୁ ଉଠିଗଲାଣି ଲକ୍ଡାଉନ୍। କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁଠି କୋହଳ ହୋଇସାରିଛି କୋଭିଡ୍ କଟକଣା। ସହର, ବଜାର ସ୍ଥିତି ସ୍ବାଭାବିକ ହୋଇସାରିଥିବା ବେଳେ ସରକାରୀ, ବେସରକାରୀ ଅଫିସ ସହ କୋର୍ଟ କାର୍ଯ୍ୟ ମଧ୍ୟ ପୂର୍ବପରି ଚାଲିଛି। ଧର୍ମାନୁଷ୍ଠାନ ପରେ ଶିକ୍ଷାନୁଷ୍ଠାନକୁ…
ପାର୍କିଂ ବ୍ୟବସ୍ଥା ଭୁଲିଛି ପୌରପାଳିକା
ଅନୁଗୋଳ ଅଫିସ, ୨୧।୧: ବଢ଼ୁଛି ଅନୁଗୋଳ ସହର, ବଜାର। ଲୋକ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ତଦନୁଯାୟୀ ସହରରେ ବାଇକ୍ ଓ ଚାରି ଚକିଆ ଗାଡ଼ି ବୃଦ୍ଧି ପାଉଥିଲେ ମଧ୍ୟ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନାହିଁ। ବିଶେଷକରି…
ନୋଟ୍ ଦେଲେ ନେଗେଟିଭ୍
ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। କେତେଜଣ ଦଲାଲ କରୋନା ଟେଷ୍ଟ ପାଇଁ ଆସୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରି…
ଯୋଜନାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା
ଅନୁଗୋଳ ଅଫିସ, ୧୯।୧ – ରାଜ୍ୟରେ ବଢ଼ୁଛି ଶିଶୁ ନିର୍ଯାତନା ଓ ନିଖୋଜ ଘଟଣା। ପ୍ରତିବର୍ଷ ପାଖାପାଖି ୪ ହଜାର ଶିଶୁଙ୍କ ପତ୍ତା ମିଳୁନାହିଁ। ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। କିନ୍ତୁ ଏପରି…

