ରାସ୍ତାରେ ସ୍ବାମୀ, ଝିଅଙ୍କୁ ଛାଡ଼ି ମହିଳା ଫେରାର

ଅନୁଗୋଳ ଅଫିସ,୧୧।୧- ସ୍ବାମୀ, ଝିଅଙ୍କ ସହ ବାପଘରକୁ ଯାଉଥିବା ଜଣେ ମହିଳା କୌଶଳକ୍ରମେ ସେମାନଙ୍କୁ ଛାଡ଼ି ସମ୍ପର୍କୀୟ ଭିଣୋଇଙ୍କ ସହ ଫେରାର ହୋଇଯିବା ଅନୁଗୋଳ ଜିଲାରେ ସୋମବାର ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ସମ୍ପୃକ୍ତା ମହିଳା ୬ ମାସ ପୂର୍ବରୁ ଭିଣୋଇଙ୍କ ସହ ପଳାଇ ଯାଇଥିଲେ। ସ୍ବାମୀଙ୍କ ବହୁ ଉଦ୍ୟମ ପରେ ସେ ପୁଣି ଶାଶୁଘରକୁ ଫେରିଥିଲେ। ହେଲେ ସୋମବାର ବାପଘରକୁ ଯାଉଥିବା ବେଳେ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ସ୍ବାମୀ ଓ ଝିଅଙ୍କୁ ପାଣି ଆଣିବାକୁ ପଠାଇ ଭିଣୋଇଙ୍କ ସହ ପୁଣି ପଳାଇ ଯାଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାତରେ ବିଞ୍ଝାରପୁରର ଏଏସ୍‌ଆଇ

ବିଞ୍ଝାରପୁର,୧୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଜାରପୁର ଥାନାର ଏଏସ୍‌ଆଇ ଯୁଧିଷ୍ଟର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଥାନା କେଶ ନଂ ୩୭/୧୯ରେ ଚାର୍ଜସିଟ୍‌ କୋହଳ କରିବାକୁ ବାଇଧର...

‘ସିଏଏ ସହ ଏନ୍‌ଆର୍‌ସିକୁ ଯୋଡ଼ା ନ ଯାଉ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି) ଗୃହୀତ ହୋଇ ସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଏକ ଆଇନରେ ମଧ୍ୟ ପରିଣତ ହୋଇଛି। ହେଲେ ଏହି...

ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି।...

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ...

ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ...

ରାଜ୍ୟ ବାହାରୁ ଆସିବେ ୧୭ ହଜାର ଶ୍ରମିକ

ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ଜିଲାକୁ ରାଜ୍ୟ ବାହାରୁ ଆସିବାକୁ ଥିବା ୧୭ ହଜାର ଲୋକଙ୍କୁ କିପରି ସଙ୍ଗରୋଧରେ ରଖାଯିବ ସେ ନେଇ ଜିଲା ପ୍ରଶାସନ...

ରେଭେନ୍‌ଶାରେ ଅନ୍‌ଲାଇନରେ ପାଠପଢ଼ା

କଟକ ଅଫିସ,୩।୪: ଅନ୍‌ଲାଇନରେ ଚାଲିଛି ପାଠପଢା। ଅଧ୍ୟାପକମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଛାତ୍ରୀଛାତ୍ରଙ୍କର କ୍ଲାସ ନେଉଛନ୍ତି। ସାରା ଦେଶରେ ଲକ୍‌ଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ଏପ୍ରିଲ...

ପୋଖରୀରେ ବୁଡି ଜଣେ ମୃତ

ପବିତ୍ରନଗର, ୧୨।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସମଲ ଥାନା ବିରୁ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

Advertisement
Archives

Model This Week