ଅଚଳ ଷ୍ଟ୍ରିଟ୍ ଲାଇଟ ମରାମତି ହେଉନି
ବଇଣ୍ଡା,୧୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ବଇଣ୍ଡା ଛକ ଓ ଆଠମଲ୍ଲିକ ରୋଡ୍ ଓଭରବ୍ରିଜ୍ ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ଦୀର୍ଘ ୧ ବର୍ଷ ହେବ ଅଚଳ ହୋଇପଡିଛି। ପଞ୍ଚାୟତ ଅଧୀନରେ ଏହି ଷ୍ଟ୍ରିଟ ଲାଇଟ ଥିଲେ…
ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ
ବଅଁରପାଳ,୧୭।୧(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ବଅଁରପାଳଠାରୁ ଅନୁଗୋଳ ସହର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବଡ଼ବଡ଼ ଖାଲଖମା ସହ ଅନେକ ସ୍ଥାନରେ ଗର୍ତ୍ତମାନ ସୃଷ୍ଟି ହୋଇଛି। ଫଳରେ ଦୈନିକ ଦୁର୍ଘଟଣାମାନ ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବାଇକ୍…
ଜନତାମୁହାଁ ନେତା
ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା ମୁହାଁ। ଅନୁଗୋଳ ଜିଲା ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ମୋଟ୍ ୫୨ଟି ପଞ୍ଚାୟତ…
ନିମ୍ନମାନର ରାସ୍ତା ନେଇ ଜିଲାପାଳଙ୍କୁ ଅଭିଯୋଗ
ବଇଣ୍ଡା,୧୪।୧(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ କନ୍ତପଡା ପଞ୍ଚାୟତ ପିତାବଳିବାହାଳ ଛକଠାରୁ ବିପ୍ରଡିହ ପର୍ଯ୍ୟନ୍ତ ୧୨.୫୦ କି.ମି. ପିଚୁ ରାସ୍ତା ନିମ୍ନମାନର ହୋଇଥିବା ଗୁରୁବାର ତରଣ୍ଡା ଓ ବିପ୍ରଡିହ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ…
ବଢ଼ୁଛି ବିଜୟ ବିଶ୍ୱାସ
ବଇଣ୍ଡା,୧୩।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମ ହେଲାଣି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଆସନ ସଂରକ୍ଷଣ ସରିଥିବା ବେଳେ ଇତିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ ଓ ଭୋଟଗ୍ରହଣ ତାରିଖ ମଧ୍ୟ ଘୋଷଣା ସରିଛି। ତେଣୁ ଏହି ନିର୍ବାଚନମଣ୍ଡଳୀ ଅଧୀନ ୨ ବ୍ଲକ…
ଆଠମଲ୍ଲିକରେ ଝଡ଼ତୋଫାନ
ଆଠମଲ୍ଲିକ,୧୨।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଙ୍ଗଳବାର ଅଦିନିଆ ବର୍ଷା ସହ ପ୍ରବଳ ପବନ ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ତୋଫାନ ଯୋଗୁ ବଇଣ୍ଡା-ଆଠମଲ୍ଲିକ-କିଆକଟା ୬୨ ନମ୍ବର ରାଜ୍ୟ ରାଜପଥର ଯଦୁପୁରଠାରେ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ…
ବିଦ୍ୟାଳୟ ଗୃହ ନିର୍ମାଣ ବନ୍ଦ ନିର୍ଦ୍ଦେଶ
ବଇଣ୍ଡା,୧୨।୧(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମାଣାଧୀନ ୯ଟି ନୂତନ ଶ୍ରେଣୀଗୃହ କାର୍ଯ୍ୟ ନିମ୍ନମାନର ହେଉଥିବା ସୋମବାର ଅନୁଗୋଳ ଜିଲାପାଳଙ୍କ ଠାରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ମଙ୍ଗଳବାର ଉକ୍ତ କାର୍ଯ୍ୟ ଯାଞ୍ଚ ପାଇଁ ବିଭାଗୀୟ ବରିଷ୍ଠ…
ଡକାୟତ ଗ୍ୟାଙ୍ଗ୍ର ୭ ଗିରଫ
ଅନୁଗୋଳ ଅଫିସ/ ଛେଣ୍ଡିପଦା,୧୨।୧ – ଅନୁଗୋଳ ଜିଲାକୁ ଡକାୟତି ପାଇଁ ଆସୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ଅନୁଗୋଳ ସ୍ପେଶାଲ୍ ସ୍କ୍ବାଡ୍ ସୋମବାର ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ବନ୍ଧୁକ, ଗୁଳି ଓ ୩୧ ହଜାରରୁ ଅଧିକ ଟଙ୍କା…
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ
ଅନୁଗୋଳ ଅଫିସ,୧୧।୧ ଅନୁଗୋଳ ଜିଲାରେ କୋଭିଡ୍ ସଂକ୍ରମଣ ବଢ଼ୁଛି। ତେଣୁ ଜିଲାରେ ଥିବା କୋଭିଡ୍ ହସ୍ପିଟାଲଗୁଡ଼ିକ ସୁରୁଖୁରୁରେ ଚାଲିବା ନିମନ୍ତେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଚେର କୋଭିଡ୍ ହସ୍ପିଟାଲରେ ସମସ୍ତ…
ରାସ୍ତାରେ ସ୍ବାମୀ, ଝିଅଙ୍କୁ ଛାଡ଼ି ମହିଳା ଫେରାର
ଅନୁଗୋଳ ଅଫିସ,୧୧।୧- ସ୍ବାମୀ, ଝିଅଙ୍କ ସହ ବାପଘରକୁ ଯାଉଥିବା ଜଣେ ମହିଳା କୌଶଳକ୍ରମେ ସେମାନଙ୍କୁ ଛାଡ଼ି ସମ୍ପର୍କୀୟ ଭିଣୋଇଙ୍କ ସହ ଫେରାର ହୋଇଯିବା ଅନୁଗୋଳ ଜିଲାରେ ସୋମବାର ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ସମ୍ପୃକ୍ତା ମହିଳା ୬ ମାସ ପୂର୍ବରୁ…
ବୁଷ୍ଟର ଡୋଜ୍ ପ୍ରଦାନରେ ଅବ୍ୟବସ୍ଥା
ଅନୁଗୋଳ ଅଫିସ,୧୧।୧ କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି। ଅନୁଗୋଳ ଜିଲାରେ ଏଥିପାଇଁ ମୋଟ୍ ୪୪ଟି କେନ୍ଦ୍ର କରାଯାଇଥିବା…
୧୪ ଦିନରେ ୧୨ ସ୍ଥାନରୁ ଚୋରି
ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଆଦିକୁ ଟାର୍ଗେଟ୍ କରୁଥିବା ଅଭିଯୋଗ ହେଉଛି। ଗତ ୧୪ ଦିନ ମଧ୍ୟରେ ୧୨ଟି…

