ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି କରୁଥିଲେ। ପରେ ଭାରତ ବିକାଶ ଗ୍ରୁପ୍ (ବିଭିଜି) ପ୍ରତିଷ୍ଠା କରି ୭୦,୦୦୦ ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ୮୫୦ କମ୍ପାନୀ ସହ ଏୟାରପୋର୍ଟ, କର୍ପୋରେଟ, ଆମ୍ବୁଲାନ୍ସ ସର୍ଭିସ ଆଦିରେ ଏହାକୁ ଯୋଡ଼ି ପାରିଛନ୍ତି। କେବଳ ଏତିକି ନୁହେଁ ବିଭିଜି ହାଉସକିପିଂ, ଫ୍ୟାସିଲିଟି ମ୍ୟାନେଜମେଣ୍ଟ, ଗାର୍ଡେନିଂ, ମେଡିକାଲ ଓ ଏଗ୍ରିକଲ୍ଚର କ୍ଷେତ୍ରରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଦେଇପାରୁଛି। ହନ୍ମନ୍ତରାଓ ୧୯୯୪ରେ ଟାଟା ମୋଟର୍ସରେ ଜଣେ ଇଞ୍ଜିନିୟର ଭାବେ ଯୋଗ ଦେଇଥିତ୍ଲେ। ପରେ ଭାରତ ବିକାଶ ପ୍ରତିଷ୍ଠାନ ଗଠନ କରି ସେ ପ୍ରଥମେ ୮ ଜଣ ଯୁବକଙ୍କୁ ନିଯୁକ୍ତ କରିଥିଲେ। ଏମାନେ ଥିଲେ ତାଙ୍କ ଗାଁ ସତରାର ଯୁବକ। ହନ୍ମନ୍ତରାଓ ଅତ୍ୟନ୍ତ ସଂଘର୍ଷମୟ ଜୀବନକୁ ଅତିକ୍ରମ କରି ଇଚ୍ଛାଶକ୍ତି ବଳରେ ଆଜି ୨ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।
ଏଇ ଭାରତରେ
ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...
ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ
ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...
ନୀରବ ପ୍ରତିକ୍ରିୟା
ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...
ଭବିଷ୍ୟତର ଭୟ
ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍ ହାଉସ୍ ଏକ ୩୩ ପୃଷ୍ଠା ବିଶିଷ୍ଟ...
ଏଇ ଭାରତରେ
ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍ଓ୍ୱେଲ କାମ କରୁ ନ...
ଖଜୁରି ଗଛର କି ଗୁଣ ଗାଇବି
ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍ ତା’ର...
ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା
ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...
ସମୟ ଧାରାରେ ଚକ୍ରବୃଦ୍ଧି ସୁଧ
ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...
Archives


