କୋଇଲା ସଙ୍କଟ: ବିଦ୍ୟୁତ୍ ଦର ବୃଦ୍ଧି ନ କରିବାକୁ ରାଜ୍ୟକୁ ଚେତାବନୀ
ବାଙ୍ଗାଲୋର, ୧୩।୧୦: ଏସିଆର ତୃତୀୟ ବୃହତ୍ ଅର୍ଥନୀତି କ୍ଷେତ୍ର କୁହାଯାଉଥିବା ଭାରତରେ ଏବେ ବିଦ୍ୟୁତ୍ କ୍ଷେତ୍ର ସଙ୍କଟ ଦେଇ ଗତି କରୁଛି। କୋଇଲା ଅଭାବ ଯୋଗୁ ଅନେକ ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଲାଗି ରହିଛି। ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବାରୁ ଏହାର…
ପାଇଖାନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଆରମ୍ଭ
ଗୋପ,୧୩।୧୦(ଡି.ଏନ୍.ଏ.):ପୁରୀ ଜିଲା ଗୋପ ବ୍ଲକର ଅଣ୍ତରା-ଇଚ୍ଛାପୁର ପଞ୍ଚାୟତରେ ପାଇଖାନା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଏକ ୩ଜଣିଆ ଟିମ୍ ଉକ୍ତ ପଞ୍ଚାୟତରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରଥମ…
ଖୁବ୍ଶୀଘ୍ର ପେଟ୍-ସିଟିସ୍କାନ୍ ସେବା
କଟକ ଅଫିସ,୧୩।୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଲିନାକ୍ ବିଲ୍ଡିଂର ପ୍ରଥମ ମହଲାରେ ଖୁବ୍ଶୀଘ୍ର ସ୍ଥାପନ ହେବ ପେଟ୍ ସିଟିସ୍କାନ ମେଶିନ। ପବ୍ଲିକ-ପ୍ରାଇଭେଟ୍ ପାର୍ଟନରଶିପ୍ ପିପିପି ମୋଡ୍ରେ ଉକ୍ତ ମେଶିନ ଲଗାଯିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା…
ଯୁବକଙ୍କ ମୃତ୍ୟୁକୁ ନେଇ ରେଳ ଷ୍ଟେଶନରେ ତୁମୁଳକାଣ୍ଡ
ଯୋଡ଼ା,୧୨।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ବାଂଶପାଣି ରେଳ ଷ୍ଟେଶନରେ ଜଣେ ରେଳବାଇ ପୋଲିସ କର୍ମୀ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଷ୍ଟେଶନରେ ଭଙ୍ଗାରୁଜା କରିଛନ୍ତି।…
ରାତି ୩.୨୯ରେ ଏକୁଟିଆ ଚାଲିଚାଲି ଯାଉଥିଲେ
ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳବା ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଏହି ଘଟଣାକୁ ୩ଦିନ ବିତିଯାଇଥିଲେ ବି ମନୀଷଙ୍କ କିପରି…
ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ମନା କରୁଛନ୍ତି ଗ୍ରାମବାସୀ
ପଟ୍ଟାଙ୍ଗୀ,୧୨ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମବାସୀ ଆନ୍ଧ୍ର ସହ ଅଛୁ ଓ ରହିବୁ ବୋଲି ମତ ଦେଇଛନ୍ତି। ଏପରିକି ଆଗାମୀ ଦିନରେ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ…
ଦେବଗଡ଼ ଝିଅଙ୍କୁ ମିଳିଲା ସ୍ବର୍ଣ୍ଣ
ଦେବଗଡ଼,୧୨ା୧୦(ଡି.ଏନ.ଏ):ରାଜସ୍ଥାନର ଜୟପୁର ସ୍ଥିତ ମାଲବ୍ୟ ନ୍ୟାଶ୍ନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ର ଏମ୍. ଟେକ୍ ଛାତ୍ରୀ ଶାଶ୍ୱତୀ ନନ୍ଦ ମେଟ୍ରୋଲୋଜି ଓ ମାଟେରିଆଲ ଇଞ୍ଜିନିୟରିଂ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏନ୍ଆଇଟିର ୧୫ତମ ସମାବର୍ତ୍ତନ ଉତ୍ସବରେ କର୍ତ୍ତୃପକ୍ଷ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ରାସ୍ତା ଉପରେ ପଡିଛି କୁଢ଼କୁଢ଼ ଔଷଧ
ଝାରସୁଗୁଡ଼ା ଅଫିସ,୧୨ା୧୦: ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଓଡ଼ିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେଶନ ଲିମିଟେଡ୍ (ଓଏସ୍ଏମ୍ସିଏଲ୍) ଗଠନ କରିଛନ୍ତି। ଏହା ଦ୍ୱାରା ନିରାମୟ ଯୋଜନାରେ ଲୋକଙ୍କୁ ଚିକିତ୍ସା ସହିତ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି। ଅନେକ ସମୟରେ ବିଭାଗୀୟ…
ଦୋଳାରେ ବୁହା ହୋଇ ଗର୍ଭବତୀ ଗଲେ ହସ୍ପିଟାଲ୍
ପାତ୍ରପୁର,୧୨ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ସାନଗାଁର ଜଣେ ଗର୍ଭବତୀଙ୍କୁ ମଙ୍ଗଳବାର ଦୋଳାରେ ଡାକ୍ତରଖାନା ନିଆଯାଇଛି। ସାନଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇଙ୍କ ସ୍ତ୍ରୀ ହୀରା ଦଳେଇଙ୍କୁ ଅପରାହ୍ନରେ ଗର୍ଭ ବେଦନା ହୋଇଥିଲା। କିନ୍ତୁ ଯାତାୟାତ ସମସ୍ୟା ଥିବାରୁ ଗ୍ରାମଠାରୁ…
ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା କରି ପୋତିଦେଲେ
ଜଗନ୍ନାଥପ୍ରସାଦ,୧୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମୁ ଗ୍ରାମର ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଘରୁ ଡାକି ନେଇ ହତ୍ୟା କରାଯାଇଛି। ମୃତକ ହେଲେ ମାଧବ ନାଇକ (୧୯)। ୬ ଦିନ ପରେ ମଙ୍ଗଳବାର ପୋଲିସ ସ୍ଥାନୀୟ ମଳିଙ୍ଗି…
ମୋବାଇଲ ଛଡେଇ ନେବାରୁ ଜୀବନ ହାରିଲା ପୁଅ
କୋରାପୁଟ, ୧୨ା୧୦(ସ୍ବ.ପ୍ର.): କୋରାପୁଟ ସହରର ଗୌତମନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଖେଳ ପାଇଁ ଜଣେ ନାବାଳକଙ୍କ ଜୀବନ ଯାଇଛି। ପରିବାର ଲୋକେ ମୋବାଇଲ ନ ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଗୌତମନଗର ନିବାସୀ ଶ୍ରୀନିବାସ…
କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ, ଗାଇଡ୍ଲାଇନ୍ ମାନନ୍ତୁ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପାର୍ବଣରେ ଭିଡଠାରୁ ଦୂରେଇ ରହିବା ଜରୁରୀ। ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଗତ କିଛି ଦିନ ଧରି ବଜାରରେ ହେଉଥିବା ଜନଗହଳିର ଦୃଶ୍ୟ…
Archives


