ରାଜ୍ୟ

ଯବାନଙ୍କୁ ଦଳି ଦେଲା ଟ୍ରେଲର

ବାରିପଦା ଅଫିସ/କୁଳିଅଣା, ୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ୧୮ନମ୍ବର ଜାତୀୟ ରାଜପଥର କୁଳିଅଣା ଛକଠାରେ ଏକ ଟ୍ରେଲର ଧକ୍କାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ବାଲେଶ୍ୱର ଥାନା ଅଧୀନ ମହାଗବ ଗ୍ରାମର ମଧୁସୂଦନ ଦେ। ବାରିପଦାସ୍ଥିତ ପଞ୍ଚମ ବାଟାଲିୟନରେ ମଧୁସୂଦନ…

‘ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ୍‌ ନିଅ’

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ତଳ ହେଉଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସତର୍କତା ବଲମ୍ବନ କରୁଛନ୍ତି। ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଲୋକେ ସଚେତନ ନ ହୋଇ ଦ୍ୱିତୀୟ ଡୋଜ୍‌ ଟିକା ନେବା…

୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ

ବାଲେଶ୍ବର ଅଫିସ,୭।୧୦: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷା କରାଯାଇଛି। ନିର୍ଭୟ ମିସାଇଲକୁ ୭୫୦ରୁ ୧ହଜାର କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା…

ନବଜାତ ଶିଶୁର ମୃତଦେହକୁ ଝୁଣି ଖାଉଛି କୁକୁର, ବିଚଳିତ କରୁଛି ଦୃଶ୍ୟ

ବଲାଙ୍ଗୀର ଅଫିସ, ୭।୧୦- ବଲାଙ୍ଗୀର ସହରରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ନବଜାତ ଶିଶୁର ମୃତଦେହକୁ ବୁଲା କୁକୁର ପାଟିରେ ଧରି ସହର ଭିତରେ ବୁଲୁଥିବା ଓ ଝୁଣି ଖାଉଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି।…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟ ସରକାର ଓ ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୯ ଜଣ (ଓଏଏସ୍‌) ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ…

ମୁଣ୍ଡଳି ଟ୍ରାଜେଡି: ଆସିଲା ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଏହି କାରଣରୁ ହୋଇଥିଲା ମୃତ୍ୟୁ

କଟକ ଅଫିସ,୭ା୧୦: ମୁଣ୍ଡଳି ଦନ୍ତାହାତୀ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାନସିକ ଆଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏନେଇ…

ମୃତ ବ୍ୟକ୍ତିଙ୍କ ନାଁରେ ୧.୧୮ କୋଟି ଟଙ୍କା ଚଳୁ କରିଦେଲେ ଏଲ୍‌ଆଇସି ଏଜେଣ୍ଟ୍‌

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଫସିଛନ୍ତି ଜଣେ ଏଲ୍‌ଆଇସି ଏଜେଣ୍ଟ। ୪ ମୃତ ବ୍ୟକ୍ତିଙ୍କ ନାଁରେ ଏଜେଣ୍ଟ ଜଣକ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଏହି…

ଆଜିଠୁ ବିଇଡି ,ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର, ୭।୧୦(ବ୍ୟୁରୋ) : ବିଇଡି ଓ ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ଗୁରୁବାର ଠାରୁ ଆରମ୍ଭ ହୋଇଛି ପ୍ରବେଶିକା ପରୀକ୍ଷା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଗୁରୁବାର ଏବଂ ଶୁକ୍ରବାର ପ୍ରବେଶିକା ପରୀକ୍ଷା…

ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୭ା୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟଣା ଜଣାପଡ଼ିବା ପରେ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଥିଲା। ଲେଡିଜ୍‌ ହଷ୍ଟେଲ ଝରକା…

ଆଜି କରୋନା ନେଲା ୭ ଜୀବନ

ଭୁବନେଶ୍ୱର,୭।୧୦(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୨୩୪ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଆଜି ରାଜ୍ୟରେ ୫୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୮୩ ଜଣ ଅଛନ୍ତି। ଏହି ୫୮୨ ଜଣଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୫ଟି…

ବେଆଇନ ଗଞ୍ଜେଇ ଚାଷ ବନ୍ଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏକ ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri