ଖେଳ

‘ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ ଏବେ ସମ୍ଭବ ନୁହେଁ’

ନୂଆଦିଲ୍ଲୀ,୬।୯: ନିକଟରେ ବିସିସିଆଇ ସଭାପତି ରୋଜର ବିନି ପାକିସ୍ତାନ ଗସ୍ତରେ ଯାଇଥିଲେ। ରୋଜର ବିନି ଏବଂ ରାଜୀବ ଶୁକ୍ଲା ଲାହୋରରେ ମ୍ୟାଚ ଦେଖିଥିଲେ। ଏଥି ସହ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀମାନେ ରୋଜର ବିନି ଏବଂ ରାଜୀବ ଶୁକ୍ଲାଙ୍କୁ ସ୍ବାଗତ କରିଥିଲେ।…

ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ଟସ ଜିତି ବାଂଲାଦେଶର ବ୍ୟାଟିଂ, ବିପର୍ଯ୍ୟୟର ସମ୍ମୁଖୀନ…

ଲାହୋର,୬।୯ : ଏସିଆ କପର ସୁପର ୪ର ପ୍ରଥମ ମ୍ୟାଚ ପାକିସ୍ତାନ ଦଳ ଏବଂ ବାଂଲାଦେଶ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

‘ମୋ ବଲ୍‌ ପଢିପାରୁ ନ ଥିଲେ ଦ୍ରାବିଡ’

ନୂଆଦିଲ୍ଲୀ,୬।୯: କିମ୍ବଦନ୍ତୀ ଶ୍ରୀଲଙ୍କାର ସ୍ପିନର ମୁଥିୟା ମୁରଲୀଧରନ ଏକ ବଡ଼ ଖୁଲାସା କରିଛନ୍ତି। ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡଙ୍କୁ ନେଇ ଏକ ଇଭେଣ୍ଟରେ ମୁରଲୀଧରନ କହିଛନ୍ତି ଯେ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ ଏବଂ…

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟର୍‌ ଗିରଫ

କଲମ୍ବୋ,୬।୯: ମ୍ୟାଚ ଫିକ୍ସିଂ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ସଚ୍ଚିଥ୍ରା ସେନାୟାକେଙ୍କୁ ବୁଧବାର ଗିରଫ କରାଯାଇଛି। ଶ୍ରୀଲଙ୍କା ପାଇଁ ସମସ୍ତ ତିନୋଟି ଫର୍ମାଟରେ ଖେଳିଥିବା ସେନାୟାକେଙ୍କୁ ୨୦୨୦ରେ ଲଙ୍କା ପ୍ରିମିୟର ଲିଗ (ଏଲ୍‌ପିଏଲ୍‌) ସମୟରେ ଏକ ମ୍ୟାଚ ଫିକ୍ସିଂ କରିବାକୁ…

ଅମ୍ବାନୀଙ୍କଠାରୁ ବି ମହଙ୍ଗା ସେହ୍ବାଗଙ୍କ ସ୍କୁଲ; ଜାଣନ୍ତୁ ଏହାର ଫିସ୍‌, କ୍ରିକେଟରଙ୍କ ରୋଜଗାର…

ନୂଆଦିଲ୍ଲୀ,୬।୯: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ‘ସେହ୍ବାଗ ଇଣ୍ଟରନ୍ୟାଶନାଲ ସ୍କୁଲ’ ବେଶ ଲୋକପ୍ରିୟ। ୨୩ ଏକର ଜମିରେ ପରିବ୍ୟାପ୍ତ ଏହି ସ୍କୁଲ ୩୦୦ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା। ୨୦୧୪ରେ ସେହ୍ବାଗ ସ୍କୁଲ ଖୋଲିବାକୁ ୨୦-୩୦ କୋଟି…

ବିଗ୍‌ ବି’ଙ୍କୁ ମିଳିଲା ବିଶ୍ୱକପ୍‌ର ଗୋଲଡେନ୍‌ ଟିକେଟ୍‌

ଆଜିକାଲି ଅମିତାଭ ବଚ୍ଚନ କୁଇଜ୍‌ ଶୋ’ ‘କୌନ ବନେଗା କରୋଡପତି’ର ୧୫ତମ ସିଜନ ହୋଷ୍ଟ କରୁଛନ୍ତି। ପ୍ରତ୍ୟେକ ଥର ପରି ଲୋକମାନେ ଅମିତାଭ ବଚ୍ଚନଙ୍କ ମଜାଳିଆ ଶୈଳୀକୁ ପସନ୍ଦ କରୁଛନ୍ତି। ଏହି ଶୋ’ ମାଧ୍ୟମରେ ଅମିତାଭ ବଚ୍ଚନ କ୍ରିକେଟ୍‌କୁ କେତେ ପସନ୍ଦ…

ଦର୍ଶକଙ୍କୁ କ୍ଷମା ମାଗିଲେ ଅଧିନାୟକ

କଲମ୍ବୋ,୬।୯: ୨୦୨୩ ଏସିଆ କପର ସୁପର-୪ରେ ସ୍ଥାନ ପାଇବାକୁ ଆଫଗାନିସ୍ତାନ ଦଳ ବଞ୍ଚିତ ହୋଇଛି। ଦଳକୁ ଶ୍ରୀଲଙ୍କା ବିପକ୍ଷ ଡୁ କିମ୍ବା ଡାଏ ମ୍ୟାଚ୍‌ରେ ୨ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ…

ସୁପର-୪ରେ ଶ୍ରୀଲଙ୍କାର ଦମ୍‌ଦାର ଏଣ୍ଟ୍ରି

ପାଲେକେଲ,୬।୯: ଏସିଆ କପ୍‌ର ସୁପର-୪ ଲାଗି ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା। ମଙ୍ଗଳବାର ଖେଳାଯାଇଥିବା ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନକୁ ପରାଜିତ କରିଥିଲା। ଫଳରେ ଦଳ ୪ ପଏଣ୍ଟ ସହ ସୁପର-୪ରେ ଦମ୍‌ଦାର ଏଣ୍ଟ୍ରି କରିଛି। ସୂଚନାଯୋଗ୍ୟ, କୁଶାଲ ମେଣ୍ଡିସଙ୍କ…

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୯: ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା ହୋଇଛି। ଏହାପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ସାମ୍ବାଦିକ ଡକାଇଥିଲେ। ଦୁହେଁ ଏକାଠି ଗଣମାଧ୍ୟମର ପ୍ରଶ୍ନର…

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶକୁ ବଡ ଝଟକା

ଢାକା,୬।୯: ସୁପର ଫୋର୍‌ ପର୍ଯ୍ୟାୟ ମ୍ୟାଚରେ ବୁଧବାର ପ୍ରଥମେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶକୁ ଏକ ବଡ ଝଟକା ଲାଗିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆହତ କାରଣରୁ ୨୦୨୩ ଏସିଆ…

“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ…

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ ନାଁ…

ସୁପର ଫୋର୍‌ ପାଇଁ ପ୍ଲେ-୧୧ ଘୋଷଣା କଲା ପାକିସ୍ତାନ

ଇସଲାମାବଦ,୬।୯: ଆଜିଠାରୁ ଏସିଆ କପରେ ସୁପର ଫୋର୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ଫୋର୍‌ରେ ସ୍ଥାନ ପାଇଛନ୍ତି। ଆଜି ଲାହୋରରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସୁପର -୪ ର ପ୍ରଥମ ମ୍ୟାଚ ଖେଳାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?