ଖେଳ

ଫିଫା ମହିଳା ବିଶ୍ୱକପ୍‌: ରାଇଜିଂ ଷ୍ଟାର୍‌

ଚଳିତ ମହିଳା ଫିଫା ବିଶ୍ୱକପରେ ଅନେକ ଯୁବ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଏପରି କେତେଜଣ ଖେଳାଳିଙ୍କୁ ନେଇ ଏହି ଉପସ୍ଥାପନା… ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଜାରି ରହିଛି ମହିଳା ଫୁଟବଲ ବିଶ୍ୱକପ…

ଆଜି ଖେଳାଯିବ ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି୨୦: ଜାଣନ୍ତୁ କେବେ, କେଉଁଠି ଦେଖିବେ ସିଧା ପ୍ରସାରଣ

ନୂଆଦିଲ୍ଲୀ,୧୮।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଆୟର୍ଲାଣ୍ଡ ଗସ୍ତ କରିଛି। ଉଭୟ ଦଳ ମଧ୍ୟରେ ୩ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବ। ଆଜି ଅର୍ଥାତ ଶୁକ୍ରବାର ସିରିଜର ପ୍ରଥମ ମୁକାବିଲା ଖେଲାଯିବ।…

ଦୂତି ଚାନ୍ଦଙ୍କୁ ଝଟକା, ଡୋପିଂ କାରଣରୁ ୪ ବର୍ଷ ପାଇଁ ହେଲେ ବାସନ୍ଦ

ନୂଆଦିଲ୍ଲୀ,୧୮।୮: ଭାରତୀୟ ଆଥଲେଟ ଦୂତି ଚାନ୍ଦଙ୍କ ଉପରେ ୪ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପିଂ କାରଣରୁ ତାଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି। ଦୂତିିଙ୍କ ଟେଷ୍ଟ କରାଯାଇଥିଲା। ଏଥିରେ ସିଲେକ୍ଟିଭ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର (ଏସ୍‌ଏଆରଏମ୍‌) ମିଳିଥିଲା। ଦୂତିଙ୍କ ଉପରେ ଲଗାଯାଇଥିବା ୪ବର୍ଷର…

ଆହତ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଘରୋଇ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର

ନୂଆଦିଲ୍ଲୀ,୧୮।୮: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଆଗାମୀ ଘରୋଇ ସିଜନରେ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର ହୋଇପଡିଛି। ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟରେ ନର୍ଥହେମ୍ପଟନଶାୟର୍‌ ଦଳ ପାଇଁ ଖେଳୁଥିବା ପୃଥ୍ବୀ ଶ’ ୧୩ ଅଗଷ୍ଟରେ ମ୍ୟାଚ…

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ କୋହଲି

ନୂଆଦିଲ୍ଲୀ,୧୮।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ କୋହଲି ଏହି ଦିନିକିଆରେ ଡେବ୍ୟୁ କରିଥିଲେ। ପ୍ରଥମ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିବା ବିରାଟ ଧୀରେ ଧୀରେ…

ନୀରଜଙ୍କ ଟୁଇଟ୍‌ ପରେ ଆଶା ବଢ଼ିଲା

ନୂଆଦିଲ୍ଲୀ,୧୮ା୮(ପି.ଟି.):ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ ଭିଜା ବାତିଲ ପ୍ରସଙ୍ଗରେ ଟୁଇଟ୍‌ କରିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ନୀରଜଙ୍କ ଟୁଇଟ ପରେ କିଶୋରଙ୍କୁ ଶୁକ୍ରବାର ସକାଳ ୯.୦୦ ସମୟରେ ଭିଜା ଆପଏଣ୍ଟମେଣ୍ଟ ପାଇଁ ସମୟ ପ୍ରଦାନ କରିଛି…

ଧୀନିଧି, ଇଶାନଙ୍କ ଜାତୀୟ ରେକର୍ଡ

ଭୁବନେଶ୍ୱର,୧୮ା୮(ସରୋଜ ଜେନା):କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କର୍ନାଟକର ଧୀନିଧି ଦେଶିଙ୍ଘୁ ଓ ଇଶାନ ମେହେରା ୧୦୦ ମିଟର ଫ୍ରିଷ୍ଟାଇଲରେ ଜାତୀୟ ରେକର୍ଡ ନିଜ…

ଅନ୍ତର୍ଜାତୀୟ ଟି-୨୦ ଇତିହାସରେ ପ୍ରଥମଥର ଘଟିଲା ଏମିତି

ୟୁଏଇ,୧୮।୮: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୧୭ ଅଗଷ୍ଟରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। କିୱି ଦଳ ଶେଷରେ ୧୯ ରନ୍‌ରେ ମ୍ୟାଚ ଜିତି ସିରିଜରେ…

ଡି ଭିଲିୟର୍ସଙ୍କ ଭବିଷ୍ୟବାଣୀ: ଏହି ୪ ଟିମ୍‌ ଖେଳିବେ ବିଶ୍ୱକପ୍‌ ସେମିଫାଇନାଲ

ନୂଆଦିଲ୍ଲୀ,୧୮।୮: ବିଶ୍ୱକପ ୨୦୨୩ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେବ। ଏଥର ଭାରତ,…

ଦୁଇ ମ୍ୟାଚ୍‌ର ଟିକେଟ ଶେଷ

ଡବ୍‌ଲିନ୍‌,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ର ଟିକେଟ ବିକ୍ରି ଶେଷ ହୋଇଯାଇଛି। ଡବଲିନ୍‌ର ଦ ଭିଲେଜ୍‌ସ୍ଥିତ ମାଲହିଡେ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଆୟର୍ଲାଣ୍ଡ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚର ଟିକେଟ ବିକ୍ରି ଶେଷ…

ଭାରତ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ମାଲାମାଲ ହେଲା ହେଲା କ୍ରିକେଟ ଆୟର୍ଲାଣ୍ଡ

ଡବଲିନ,୧୭।୮: ୱେଷ୍ଟଇଣ୍ଡିଜ ଗସ୍ତ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡରେ ପହଞ୍ଚିଛି। ଏଠାରେ ଦଳକୁ ୧୮ ଅଗଷ୍ଟରୁ ଆୟୋଜକ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବ। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ କ୍ରିକେଟ ଆୟର୍ଲାଣ୍ଡ ମାଲାମାଲ…

ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆରେ ନୂଆ କୀର୍ତ୍ତିମାନ ରଚିଲା ସିଏସକେ

ନୂଆଦିଲ୍ଲୀ, ୧୭। ୮: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ କାହିଁରେ କେତେ। ୨୦୨୩ରେ ପଞ୍ଚମ ଥର ଲାଗି ଟାଇଟଲ ହାସଲ କରିଥିଲା ଦଳ। ଏବେ ଏହା ଆଉ ଏକ କୀର୍ତ୍ତିମାନ ରଚିଛି। ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?