ଖେଳ

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ,୬।୯: ବର୍ତ୍ତମାନ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌କୁ ଏକ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ ପାଇଁ ଏହାର ୧୫ ଖେଳାଳିଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆ ପାଖରେ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ…

ହିମା ଦାସ ସାମୟିକ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୬ା୯(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଭାରତର ଷ୍ଟାର ସ୍ପ୍ରିଣ୍ଟର ହିମା ଦାସଙ୍କୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରିଛି। ୧୨ ମାସରେ ୩ ଥର ତାଙ୍କ ଠିକଣା ଜଣାଇବା (ହୋୟାର ଏବାଉଟ)ରେ ସେ ବିଫଳ ହୋଇଛନ୍ତି। ବର୍ତ୍ତମାନ ଆଘାତଜନିତ…

ଚାନୁଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ଜିଆଙ୍ଗ୍‌

ରିୟାଦ, ୬ା୯ (ପି.ଟି.): ଚାଇନା ଲିଫ୍ଟର ଜିଆଙ୍ଗ ହୁଇହୁଆ ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ କ୍ଲିନ ଆଣ୍ଡ ଜର୍କରେ ୧୨୦ କେଜି ଉତ୍ତୋଳନ କରି ଟୋକିଓ ଅଲିମ୍ପିକ ରୌପ୍ୟ ବିଜେତା ମୀରାବାଇ ଚାନୁଙ୍କ ନାମରେ ରହିଥିବା ବିଶ୍ୱରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଚାନୁ…

ଏସିଆ କପ୍‌: ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ

ପାଲେକେଲ୍‌, ୬ା୯ (ପି.ଟି.): ଏସିଆ କପ୍‌ କ୍ରିକେଟ୍‌ ୨୦୨୩ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ୩ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ମଙ୍ଗଳବାର ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ ସହିତ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। କୁଶାଲ ମେଣ୍ଡିସ୍‌ଙ୍କ ୯୨ ରନ୍‌ ବଳରେ ପ୍ରଥମେ…

କଟକ, ଖୋର୍ଦ୍ଧା, ଓଡ଼ିଶା ସେକ୍ରେଟାରିଏଟ ବିଜୟୀ

ଭୁବନେଶ୍ୱର, ୬।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ସିନିୟର ହକି ଚାମ୍ପିୟନଶିପ୍‌ରେ ମଙ୍ଗଳବାର ୭ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ୭-୦ ଗୋଲରେ କେନ୍ଦ୍ରାପଡ଼ାକୁ ହରାଇଥିବାବେଳେ…

ଲୁକାସ ହକି କୋଚ୍‌ ଓ ଭିଡିଓ ଆନାଲିଷ୍ଟ

ନୂଆଦିଲ୍ଲୀ, ୬ା୯ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ବେଲଜିୟମର ଆର୍ଟର ଲୁକାସଙ୍କୁ କୋଚ୍‌ ଓ ଭିଡିଓ ଆନାଲିଷ୍ଟ ଭାବେ ନିଯୁକ୍ତି ଦେଇଛି। ଲୁକାସଙ୍କ ସହିତ ହୋଇଥିବା ଚୁକ୍ତି ଅନୁସାରେ ସେ ବେଙ୍ଗାଲୁରୁସ୍ଥିତ ସିନିୟର ପୁରୁଷ ଓ ମହିଳା ଏବଂ ଜୁନିୟର ପୁରୁଷ…

ସୁପର ଫୋର୍‌ ଓ ଫାଇନାଲ କଲମ୍ବୋରେ ହିଁ ଖେଳଯିବ

କଲମ୍ବୋ, ୬ା୯ (ପି.ଟି.): କଲମ୍ବୋ ପାଣିପାଗରେ ଉନ୍ନତି ପରିଲକ୍ଷିତ ହୋଇଛି। ତେଣୁ ଚଳିତ ଏସିଆ କପ୍‌ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର ପର୍ଯ୍ୟାୟ ଏବଂ ଫାଇନାଲ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସେଠାରେ ଖେଳାଯିବ ବୋଲି ଏସିଆ କ୍ରିକେଟ…

କ୍ୱାର୍ଟରରେ ଝେଙ୍ଗ, ଅଲକାରାଜ

ନ୍ୟୁୟର୍କ, ୬ା୯ (ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଅନ୍ୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ଆଣ୍ଡି ରୁବଲେଭ୍‌, ଆଲେକ୍‌ଜାଣ୍ଡର ଜେରେଭ୍‌ ଓ ଡାନିଲ୍‌ ମେଡ୍‌ଭେଡେଭ୍‌ ମଧ୍ୟ ଟପ୍‌୮ରେ ସ୍ଥାନ…

ଦେଶର ନାମ ‘ଭାରତ’ ସପକ୍ଷରେ ବାହାରିଲେ ଅମିତାଭ-ସେହ୍ବାଗ, କହିଲେ ଏଭଳି କିଛି

ନୂଆଦିଲ୍ଲୀ,୫।୯: ଦେଶର ନାମକୁ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରିବାକୁ ହେଉଥିବା ଚର୍ଚ୍ଚାକୁ ନେଇ ଗୋଟିଏପଟେ ରାଜନୀତି ସରଗରମ ରହିଥିବା ବେଳେ ବଲିଉଡ୍‌ ଏବଂ କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହାର ସମର୍ଥନରେ ବାହାରୁଥିବା ଦେଖାଯାଇଛି। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ…

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ…

ଲାହୋର,୫।୯ : କରିଥିଲା। ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ…

ଏସିଆ କପର ଷଷ୍ଠତମ ମ୍ୟାଚ: ଟସ ଜିତିବା ପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ, ଆଫଗାନିସ୍ତାନର ବୋଲିଂ…

ଲାହୋର,୫।୯ : ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ମାଧ୍ୟମରେ ହିଁ ଉଭୟ ଦଳ ଗ୍ରୁପ ବିରୁ ସୁପର…

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୫।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅଧିନାୟିତ୍ୱରେ ଦଳରେ ଅଭିଜ୍ଞ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଛି। ବିରାଟ କୋହଲି, ଇଶାନ କିଶନ ଏବଂ ଶ୍ରେୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?