ନେପାଳୀ ଗୀତରେ ନାଚିଲେ ବିରାଟ କୋହଲି
ନୂଆଦିଲ୍ଲୀ,୫।୯: ଭାରତୀୟ ଦଳ ଏସିଆ କପ ୨୦୨୩ରେ ନେପାଳ ବିପକ୍ଷରେ ବିଜୟ ହାସଲ କରି ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛ। ନେପାଳ ବିପକ୍ଷ ବ୍ୟାଟିଂ ବିଭାଗରେ ଟିମ ଇଣ୍ଡିଆ ବହୁତ ଭଲ ଟ୍ରାକ୍ରେ ନଜର ଆସିଥିଲା। କିନ୍ତୁ ସେହି ସମୟରେ…
କଲମ୍ବୋ ନୁହେଁ, ଏହି ସ୍ଥାନରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୫।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୦ ସେପ୍ଟେମ୍ବରରେ ଖେଳାଯିବ। ଏହି ମ୍ୟାଚ ରବିବାର କଲମ୍ବୋରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହାର ସ୍ଥାନ ପରିବର୍ତ୍ତନ କରାଯାଇପାରେ। ବର୍ଷା ହେତୁ ମ୍ୟାଚ ହେମ୍ବନଟୋଟାକୁ ସ୍ଥାନାନ୍ତର ହୋଇପାରେ…
କୋହଲିଙ୍କ ପ୍ରଶଂସା କରି ଭାରତୀୟଙ୍କ ହୃଦୟ ଜିତିଲେ ପାକିସ୍ତାନର ଏହି ଯୁବତୀ, ଭାଇରାଲ ହେଉଛି…
ପାଲେକେଲ,୫।୯: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ରହିଛନ୍ତି। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଭିନ୍ନ କ୍ରେଜ୍ ରହିଛି। ଏହାର ସଦ୍ୟତମ ଉଦାହରଣ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଭାରତ…
ପିସିବିର କାର୍ଯ୍ୟକ୍ରମରେ ସାମିଲ ହେଲେ ବିସିସିଆଇ ଅଧ୍ୟକ୍ଷ, ବାବର ଆଜମଙ୍କ ସମେତ ଏହି ଖେଳାଳିଙ୍କୁ ଭେଟିଲେ
ଇସଲାମାବାଦ,୫।୯: ଲାହୋରରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସାମିଲ ହୋଇଛନ୍ତି। ଏହି ସମୟରେ ଉଭୟ ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶର ଖେଳାଳିଙ୍କୁ ଭେଟିଛନ୍ତି। ବିସିସିଆଇର…
ବଡ଼ ଉପଲବ୍ଧି ହାସଲ କଲେ ହିଟ୍ମ୍ୟାନ୍
ପାଲେକେଲ୍,୫।୯:ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏକ ଆକର୍ଷଣୀୟ ରେକର୍ଡ ତାଙ୍କ ନାମରେ ଯୋଡା ଯାଇଥିଲା। ଏସିଆ…
ପୁଣି ଭାରତ-ପାକିସ୍ତାନ ମୁକାବିଲା
ନୂଆଦିଲ୍ଲୀ,୫।୯: ଏସିଆ କପ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟ୍ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ ଶ୍ରୀଲଙ୍କାର ପାଲେକେଲ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…
ମଦର୍ସ ପବ୍ଲିକ ସ୍କୁଲର ଦ୍ୱିତୀୟ ବିଜୟ
ଭୁବନେଶ୍ୱର, ୫ା୯ (ବିଜୟ ରଣା): ଭୁବନେଶ୍ୱର ଆଥ୍ଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଫୁଟ୍ବଲ ଏକାଡେମୀ ପଡ଼ିଆରେ ଚାଲିଥିବା ‘ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟ୍ବଲ ଲିଗ୍’ରେ ସୋମବାର ମଦର୍ସ ଫୁଟ୍ବଲ କ୍ଲବ ୬-୦ ଗୋଲ୍ରେ ନୂଆପଲ୍ଲୀର କଳିଙ୍ଗ ସ୍ପୋର୍ଟିଂକୁ ହରାଇ…
ସାଇ ଇଣ୍ଟରନ୍ୟାଶନାଲ ବିଜୟୀ
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ସାଇ ଇଣ୍ଟରନ୍ୟାଶନାଲ ଓ ସାଇ ରେସିଡେନ୍ସିଆଲ ସ୍କୁଲ ବିଜୟ ହାସଲ କରିଛି।…
ରାଜ୍ୟ ହକି ଚାମ୍ପିୟନଶିପ୍ ଆରମ୍ଭ
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିୟର ହକି ଚାମ୍ପିୟନଶିପ୍ ସୋମବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର…
ସ୍ବିଟେକ୍ ବିଦା, କ୍ୱାର୍ଟରରେ ଜୋକୋଭିଚ୍
ନ୍ୟୁୟର୍କ,୫ା୯: ଟେନିସ୍ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍ ଜୋକୋଭିଚ୍। କ୍ୱାଲିଫାୟର ଖେଳି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ବୋର୍ନା ଗୋଜୋଙ୍କୁ ୬-୨, ୭-୫ ଓ ୬-୪ର ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି…
ଭୁବନେଶ୍ୱରରେ ପ୍ରଥମଥର ବି.ସି. ରୟ ଟ୍ରଫି
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ (ଏଆଇଏଫ୍ଏଫ୍), ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର…
କେରଳକୁ ହରାଇଲା ଓଡ଼ିଶା
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ପଶ୍ଚିମବଙ୍ଗର ମାଲଦାଠାରେ ଚାଲିଥିବା ଜାତୀୟ ସବ୍ଜୁନିୟର ବାଳକ ଫୁଟବଲ ଚାମ୍ପିୟନଶିପ୍ର ମଙ୍ଗଳବାର ଅନୁଷ୍ଠିତ ଏକ ଗ୍ରୁପ୍ ମ୍ୟାଚରେ ଓଡ଼ିଶା ୨-୦ ଗୋଲରେ କେରଳକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ପକ୍ଷରୁ ଅଧିନାୟକ ଅମନ…

