ଖେଳ

ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ନାହିଁ ରିଜର୍ଭ ଡେ’: ବର୍ଷା ହେଲେ କିଏ ହେବ ବିଜେତା ଜାଣନ୍ତୁ

କଲମ୍ବୋ,୭।୯: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ଖେଳ ଅପେକ୍ଷା ଅଧିକ ବର୍ଷା ହେତୁ ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରତ୍ୟେକ ମ୍ୟାଚ୍‌ରେ ବର୍ଷା ବାଧା ଦେଇଛି। ଏସିଆ କପ ଫାଇନାଲ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଆସିଛି। ଏସିଆନ କ୍ରିକେଟ…

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡମ,୭।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଅନେକ ଦେଶ ଏଥିପାଇଁ ଦଳ ଘୋଷଣା କରିସାରିଥିବା ବେଳେ ବର୍ତ୍ତମାନ ନେଦରଲ୍ୟାଣ୍ଡ୍ସ ଦଳ ଘୋଷଣା କରିଛି। ନେଦରଲ୍ୟାଣ୍ଡ୍ସ ଏଥର ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ଦେଇଛି। ଏହି ଦଳରେ ଋଲୋଫ ବେନ୍‌ ଡେର୍‌…

ବିଶ୍ୱକପ୍‌ ପରେ ବଡ ନିଷ୍ପତ୍ତି ନେଇପାରନ୍ତି ଦ୍ରାବିଡ

ନୂଆଦିଲ୍ଲୀ,୭।୯: ଦିନିକିଆ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥର ଟିମ ଇଣ୍ଡିଆ କପ ଜିତିବାର ଅନେକ ସମ୍ଭାବନା ଅଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ଟିମ ଇଣ୍ଡିଆ ନିଜ ଘରୋଇ ପଡିଆରେ ଖେଳିବାର ସୁବିଧା । ଏଥି ସହିତ,…

ଖୁବ୍‌ଶୀଘ୍ର ବାପା ହେବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ଦଳର ଖେଳାଳି ଇଶାନ୍ତ ଶର୍ମା ବାପା ହେବାକୁ ଯାଉଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଇଶାନ୍ତଙ୍କ ସହ ତାଙ୍କ ପତ୍ନୀ ପ୍ରତୀମା ସିଂ ମଧ୍ୟ…

ପାକିସ୍ତାନକୁ ଲାଗିପାରେ ବଡ଼ ଝଟ୍‌କା, ଏହି ଯୁବ ବୋଲର୍‌ ଖେଳିବା ନେଇ ଆଶଙ୍କା

ଇସଲାମାବାଦ,୭।୯: ପାକିସ୍ତାନର ଦ୍ରୁତ ବୋଲର୍‌ ନସିମ ଶାହାଙ୍କ ବାମ ହାତରେ ଆଘାତ ଲାଗିଥିବା ଆଶଙ୍କା କରାଯାଉଛି। ବୁଧବାର ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଏସିଆ କପ୍‌ର ସୁପର ୪ ମୁକାବିଲାରେ ନସିମଙ୍କୁ ଆଘାତ ଲାଗିଛି। ରବିବାର କଲମ୍ବୋରେ ଭାରତ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ଗମ୍ଭୀରଙ୍କୁ କଡ଼ା ଜବାବ ଦେଲେ ଆଫ୍ରିଦି

ନୂଆଦିଲ୍ଲୀ,୭।୯: ଏସିଆ କପ ୨୦୨୩ ପାଲେକେଲ୍‌ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଥିଲା। ଏହି ମ୍ୟାଚରେ ଖେଳାଳିଙ୍କ…

ମୋତେ ଜଣେ କ୍ରିକେଟର ହେବାର ନ ଥିଲା:ଗମ୍ଭୀର

ନୂଆଦିଲ୍ଲୀ,୭।୮: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି। ସେ ଅନେକ ଥର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ…

କେରଳ, ବେଙ୍ଗଲ, ପଞ୍ଜାବ ବିଜୟୀ

ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ କେରଳ,…

ଭାରତୀୟ ପୁରୁଷ ଦଳକୁ ବ୍ରୋଞ୍ଜ

ପ୍ୟୋଙ୍ଗଚାଙ୍ଗ,୭ା୯(ପି.ଟି.): ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍‌ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ଦଳ। ବୁଧବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ଦଳ ୦-୩ରେ ଚାଇନିଜ ତାଇପେ ନିକଟରୁ ପରାଜିତ ହୋଇଥିଲା। ଭାରତୀୟ ଭେଟେରାନ୍‌…

ଯୌନ ଶୋଷଣ ଅଭିଯୋଗ ଆଣିଲେ ଜେନ୍ନି

ମାଡ୍ରିଡ୍‌, ୭ା୯(ପି.ଟି.): ଫିଫା ମହିଳା ବିଶ୍ୱକପ ଚାମ୍ପିୟନ ସ୍ପେନ୍‌ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଫୁଟବଲ ସଂଘ ମୁଖ୍ୟ ଲୁଇସ୍‌ ରୁବେଲ୍ସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ…

ସେମିରେ ବୋପାନ୍ନା-ଇବ୍‌ଡେନ

ନ୍ୟୁୟର୍କ, ୭।୯ (ପି.ଟି.): ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଇବ୍‌ଡେନ ୭ ସେଟ୍‌ ପଏଣ୍ଟ ସେଭ୍‌ କରି ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଭାରତ-ଅଷ୍ଟ୍ରେଲିଆ ଯୋଡ଼ି କ୍ୱାର୍ଟରଫାଇନାଲରେ ଆମେରିକା…

ରାଜେନ୍ଦ୍ର ଚୟନକର୍ତ୍ତା

ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂ ଚଳିତ ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ଚୟନକର୍ତ୍ତା ଦାୟିତ୍ୱ ତୁଲାଇବେ। ୨୦୨୩-୨୪ ଜାତୀୟ ବାଳକ ଦଳପାଇଁ ସେ ଖେଳାଳି ଚୟନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?