ଭାରତଠାରୁ ହାରି ପାକିସ୍ତାନ ବିଦା
ଚେନ୍ନାଇ, ୧୦।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଲିଗ୍ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଅନ୍ତିମ ଲିଗ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଭାରତ ପରାସ୍ତ କରିଛି। ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଅଧିପତ୍ୟ ବିସ୍ତାର କରି ଖେଳିଥିଲା। ଅଧିନାୟକ…
ବିଶ୍ୱକପ୍ ୨୦୨୩: ଅଗଷ୍ଟ ୨୫ରୁ ଅନ୍ଲାଇନ୍ରେ ମିଳିବ ଟିକେଟ, ଜାଣନ୍ତୁ…
ନୂଆଦିଲ୍ଲୀ,୯।୮: କ୍ରିକେଟ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଅନଲାଇନ ଟିକେଟ ବିକ୍ରି ଅଗଷ୍ଟ ୨୫ରୁ ଆରମ୍ଭ ହେବ ବୋଲି…
ବିଶ୍ୱକପ୍ର ୮ ମ୍ୟାଚ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ
ନୂଆଦିଲ୍ଲୀ,୯।୮: ୨୦୨୩ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୪ ଅକ୍ଟୋବରରେ ଖେଳାଯିବ। ଯଦିଓ ପୂର୍ବରୁ ଏହି ମ୍ୟାଚର ତାରିଖ ଅକ୍ଟୋବର ୧୫ରେ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହାକୁ ପୁନର୍ବାର ପରିବର୍ତ୍ତନ କରାଯାଇଥିଲା। ଭାରତ-ପାକିସ୍ତାନ ମ୍ୟାଚ ବ୍ୟତୀତ ୮ଟି…
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ବାବରଙ୍କ ପାଇଁ ଗିଲ୍ ବିପଦ, ପାଣ୍ଡ୍ୟା-ଈଶାନ ଚମକିଲେ
ନୂଆଦିଲ୍ଲୀ, ୯। ୮: ଆଇସିସି ପକ୍ଷରୁ ବୁଧବାର ଦିନିକିଆ କ୍ରିକେଟରଙ୍କ ତାଜା ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି। ବିଶ୍ବକପ୍ ପୂର୍ବରୁ ଦଳ ପାଇଁ ଏହା ଭଲ ଖବର ବୋଲି…
ମୋ ଦିନିକିଆ ଫର୍ମ ଖରାପ, ସ୍ବୀକାର କରିବାରେ ସଙ୍କୋଚ ନାହିଁ: ସୂର୍ଯ୍ୟ କୁମାର
ଗୁଏନା, ୯। ୮: ଟି ୨୦ରେ ଚମକୁ ଥିଲେ ହେଁ ଦିନିକିଆରେ ରନ୍ କରି ପାରୁନାହାନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ। ଏହାକୁ ନେଇ ତାଙ୍କର ସମାଲୋଚ଼ନା କରାଯାଉଥିବା ବେଳେ ସେ ମଧ୍ୟ ତାକୁ ସ୍ବୀକାର କରିଛନ୍ତି। ପ୍ରଥମ…
‘ଧୋନୀଙ୍କଠାରୁ କିଛି ଶିଖ’
ନୂଆଦିଲ୍ଲୀ,୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବାଜିମାତ କରିଛି। ଗୁଏନାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ୧୬୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ସ୍ମରଣୀୟ ଇନିଂସ…
ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…
କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ, ବିସିସିଆଇ…
ଚହଲଙ୍କ ରେକର୍ଡ ଭାଙ୍ଗିଲେ କୂଲଦୀପ
ନୂଆଦିଲ୍ଲୀ,୯।୮: ଭାରତୀୟ ଦଳର ବାମହାତୀ ସ୍ପିନ ବୋଲର କୂଲଦୀପ ଯାଦବଙ୍କ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିବା ପରେ କୂଲଦୀପ ଟି-୨୦ ସିରିଜରେ ଚମତ୍କାର ବୋଲିଂ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦…
ବଡ଼ ଉପଲବ୍ଧି ହାସଲ କଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୯।୮: ତୃତୀୟ ଟି-୨୦ରେ ଭାରତ ୱେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଫେରିଛି, କିନ୍ତୁ ୱେଷ୍ଟଇଣ୍ଡିଜ ଦଳ ଏପର୍ଯ୍ୟନ୍ତ ୨-୧ରେ ଆଗରେ ରହିଛି। ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇଟି…
ଭବିଷ୍ୟବାଣୀ କଲେ ଯୁବରାଜ
ନୂଆଦିଲ୍ଲୀ,୯।୮: ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ସ୍ବପ୍ନ ଏଥର ଟୁର୍ନାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ ସମସ୍ୟା ହେଉଛି ଖେଳାଳିଙ୍କ ଫିଟନେସ। ଅନେକ ଅଭିଜ୍ଞ ଖେଳାଳି ଆହତ ହୋଇଛନ୍ତି। ପ୍ରଶଂସକମାନେ…
ପାକିସ୍ତାନ ଅଧିନାୟକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ରମିଜ ରାଜା
ଇସଲାମାବାଦ୍,୯।୮:ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ରମିଜ ରାଜା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏକଥା ଅନ୍ୟ କେହି ନୁହେଁ ବରଂ ସେ ନିଜେ କହିଚନ୍ତି। ଏହା ପରେ ସୋସିଆଲ ମିଡିଆରେ…
ସୂର୍ଯ୍ୟକୁମାରଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଆଓ୍ବାର୍ଡ
ଗୁଏନା,୯।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବ ବିଶେଷ କିଛି କରିପାରି ନଥିଲେ। ସେ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ଫ୍ଲପ ହୋଇଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ପ୍ରଦର୍ଶନ…

