ଖେଳ

ରାହୁଲ ଦ୍ରାବିଡଙ୍କୁ ହିଁ ରହିପାରନ୍ତି ଭାରତୀୟ ଦଳର କୋଚ୍‌, ଚୁକ୍ତିନାମା ବଢାଇବାକୁ ପ୍ରସ୍ତାବ ଦେଇଛି ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କୁ ହିଁ ସିନିୟର ପୁରୁଷ ଦଳର କୋଚ୍‌ ଭାବରେ ରଖିବାକୁ ଚାହୁଁଛି। ବିଶ୍ୱକପ୍‌ ଶେଷ ହେବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ସେ ପର୍ଯ୍ୟନ୍ତ ବୋର୍ଡ ତାଙ୍କୁ କୌଣସିି ନୂତନ…

ଯୁବବର୍ଗ ପାଇଁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୨୯ା୧୧(ବିଜୟ ରଣା): ଓଡ଼ିଶାର ଯୁବକମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ସରକାର ଆଉ ଏକ ନୂଆ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ନିକଟରେ ‘ନୂଆ ଓ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏଥିରେ କ୍ରୀଡ଼ା ପ୍ରତିଯୋଗିତା…

ରାଜ୍ୟ ସିନିୟର ବ୍ୟାଡମିଣ୍ଟନ: ଫାଇନାଲ ଆଜି

ବଲାଙ୍ଗୀର, ୨୯ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜ୍ୟର ପ୍ରାୟତଃ ସମସ୍ତ ମାନ୍ୟତାପ୍ରାପ୍ତ ଖେଳାଳି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହୋଇ ପରବର୍ତ୍ତୀ…

ଆଜି ଘୋଷଣା ହେବ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ଦୀର୍ଘଦିନ ଧରି ଜାରି ରହିଥିବା ଭାରତୀୟ ରେସ୍‌ଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ବୁଧବାର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ଆଇଓସି-ଆଡ୍‌ହକ ପ୍ୟାନେଲ ମୁଖ୍ୟ ଭୂପେନ୍ଦ୍ର ସିଂ ବାଜଓ୍ବା। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ…

ଋତୁରାଜଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ଗୁଆହାଟୀ,୨୯ା୧୧: ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର କରିଛି। ଗାଏକ୍ୱାଡ ଅପରାଜିତ ୧୨୩ ରନ୍‌ କରିଥିବା ବେଳେ ଭାରତ ୩ ଉଇକେଟରେ ୨୨୨…

ଜାତୀୟ ପିକଲବଲ୍‌ରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧(ତପନ ସ୍ବାଇଁ): ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥରପାଇଁ ଓଡ଼ିଶା ଅଂଶଗ୍ରହଣ କରିବ। ହାଇଓ୍ବେ ହୋଣ୍ଡା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନବନିର୍ମିତ ପିକଲବଲ୍‌…

ବିବାହ ବନ୍ଧନରେ ମୁକେଶ

ଗୁଆହାଟୀ,୨୯ା୧୧: ଭାରତୀୟ ଦଳର ଷ୍ଟ୍ରାଇକ୍‌ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ମୁକେଶ ବିବାହ ପାଇଁ ଦଳରୁ ଛୁଟି ନେଇଥିଲେ। ବିହାରର ଛପ୍ରା ଅଞ୍ଚଳର ଦିବ୍ୟା ସିଂଙ୍କ ସହିତ…

ଅଷ୍ଟ୍ରେଲିଆ ବିଜୟୀ

ଗୁଆହାଟୀ,୨୮ା୧୧: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୩ ଉଇକେଟରେ ୨୨୨ ରନ୍‌ କରିଥିଲା। ଜବାବରେ…

ବିରାଟଙ୍କ ରେକର୍ଡ ଭାଙ୍ଗିଲେ ଋତୁରାଜ…

ଗୁଆହାଟୀ,୨୮।୧୧ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆର ଋତୁରାଜ ଗାଇକ୍ୱାଡ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ୫୭ ବଲରେ ୨୧୫.୭୮ ଷ୍ଟ୍ରାଇକ ରେଟରେ ୧୨୩ ଅପରାଜିତ ରନ ସ୍କୋର କରିବାରେ ସଫଳ ହୋଇଛନ୍ତି।…

ଟି-୨୦ ବିଶ୍ୱକପ ଅଧିନାୟକ ହେବେ କିଏ? ରୋହିତ ନା ହାର୍ଦ୍ଦିକ…

କୋଲକାତା,୨୮।୧୧ : ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ପାଖେଇ ଆସୁଛି। ସମସ୍ତ ଦଳ ଆଗାମୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ଟାଇଟଲ ଉପରେ ଭାରତୀୟ ଦଳ ମଧ୍ୟ ନଜର ରଖିଛି। ଏହାପୂର୍ବରୁ ଏକ ବଡ ପ୍ରଶ୍ନ…

IND vs AUS 3rd T20: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ଗୁଆହାଟି,୨୮।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ତୃତୀୟ ମ୍ୟାଚ୍ ଗୁଆହାଟିରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଅଧିନାୟକ ମାଥ୍ୟୁ ୱେଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆରମ୍ଭରୁ…

ବୁମ୍‌ରାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟାଟସକୁ ନେଇ ବଢିଲା ଚର୍ଚ୍ଚା: କହିଲେ, ବେଳେବେଳେ ଚୁପ୍‌ ରହିବା…

ମୁମ୍ବାଇ,୨୮।୧୧: ଭାରତୀୟ କ୍ରିକେଟ ଦଳର ତଥା ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବିଶେଷ ବୋଲର ଜସପ୍ରୀତ ବୁମ୍‌ରା ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ୍‌ ପୋଷ୍ଟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁମ୍‌ରାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଲେଖାଯାଇଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?