ଖେଳ

ବିଜ୍‌ନେସ୍‌ ଦୁନିଆରେ ପାଦ ରଖିଲେ ଗୋଲଡେନ୍‌ ବୟ

ନୂଆଦିଲ୍ଲୀ,୨୮।୧୧:ଭାରତର ଗୋଲଡେନ୍‌ ବୟ ନୀରଜ ଚୋପ୍ରା ବିଜ୍‌ନେସ୍‌ ଦୁନିଆରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ଏକ ଓଟିଟି ଷ୍ଟାର୍ଟଅପରେ ବିନିଯୋଗ କରି ନିଜର ବ୍ୟବସାୟ ଯାତ୍ରା ଆରମ୍ଭ କରିଛନ୍ତି। ସେ ରିଜନାଲ୍‌ ଓଟିଟି ପ୍ଲାଟଫର୍ମ ଷ୍ଟେଜ (Stage OTT App) ରେ…

ଆଖିରେ, କାନରେ ଆଘାତ ଲାଗିଥିବା ଦେଖି ଚିନ୍ତାରେ କୋହଲିଙ୍କ ପ୍ରଶଂସକ, ଜାଣନ୍ତୁ ଏହି ଭାଇରାଲ ଫଟୋର ସତ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ବିରାଟ କୋହଲିଙ୍କ ଆଖି ଏବଂ ନାକରେ ଗଭୀର ଆଘାତ ଲାଗିଥିବା ଦେଖାଯାଉଛି। ନାକରେ ଏକ ବ୍ୟାଣ୍ଡେଜ ମଧ୍ୟ ଅଛି । ବିଶେଷ କଥା ହେଉଛି…

ରିଲିଜ କରିଥିଲା ଗୁଜରାଟ ଟାଇଟନ୍ସ, ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଶତକ ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର

ବମ୍ବେ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଦ୍ୱିତୀୟ…

ଆଜି ତୃତୀୟ ଟି -୨୦: ଭାରତଠୁ ୨ଟି ମ୍ୟାଚ ହାରିବା ପରେ ଦଳରେ ପରିବର୍ତ୍ତନ ଆଣିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୮।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍‌ ଚାଲିଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଭାରତ ଜିତିଛି ଏବଂ ଆଜି ତୃତୀୟ ଟି -୨୦ ମ୍ୟାଚ ଗୁଆହାଟୀରେ ଖେଳାଯିବ, କିନ୍ତୁ ଏହି ମ୍ୟାଚ…

ବିଶ୍ୱକପ୍‌ ଫାଇନାଲ୍‌ର ଏହି ଘଟଣାକୁ ଭୁଲିପାରୁନାହାନ୍ତି ଅଷ୍ଟ୍ରେଲିଆ ଅଧିନାୟକ: କହିଲେ, ମରିବା ପର୍ଯ୍ୟନ୍ତ…

ସିଡନୀ,୨୮।୧୧: ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଫାଇନାଲ ମ୍ୟାଚ୍‌ର ପ୍ରିୟ ମୁହୂର୍ତ୍ତ ଏବଂ ଉଇକେଟ ପ୍ରକାଶ କରିଛନ୍ତି। ସେ ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କ ଉଇକେଟ ଏହି ବିଶ୍ୱକପ୍‌ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।…

ହାର୍ଦ୍ଦିକଙ୍କୁ ସ୍ବାଗତ କଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ,୨୮ା୧୧: ପୂର୍ବତନ ଖେଳାଳି ତଥା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ମାଲିକ ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀ। ଘରକୁ ଫେରିଥିବାରୁ ଆମେ ହାର୍ଦ୍ଦିକଙ୍କୁ ସ୍ବାଗତ କରୁଛୁ ବୋଲି ଉଭୟ କହିଛନ୍ତି।…

୪୮ ବର୍ଷୀୟ କ୍ରିକେଟର୍‌ ଏମିତି ଛକା ମାରିଲେ,ଲୋକେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୧୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ନାମେଣ୍ଟର ବୋଲି ଜଣାପଡିଛି। ଏହି ଭିଡିଓରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଜ୍ୟାକ କଲିସ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ୪୮ ବର୍ଷୀୟ…

ପରିବାର ସହ ଜନ୍ମଦିନ ସେଲିବ୍ରେଟ କଲେ ସୁରେଶ ରାଇନା, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୧୧: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି। ଉତ୍ତରପ୍ରଦେଶ ପାଇଁ ଘରୋଇ ଖେଳୁଥିବା ସୁରେଶ ରାଇନା୧୮ ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୨୨୬ ଟି ODI ଏବଂ ୭୮ ଟି -୨୦ମ୍ୟାଚରେ ଭାରତର…

ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋ

ଭୁବନେଶ୍ୱର, ୨୮।୧୧(ତପନ ସ୍ବାଇଁ): ସ୍ବଦେଶୀ କ୍ରୀଡ଼ା ଖୋ ଖୋ’ର ରୋମାଞ୍ଚ ଖୁବ୍‌ଶୀଘ୍ର ଓଡ଼ିଶାରେ ଦେଖିବାକୁ ମିଳିବ। କାରଣ ଅଲ୍ଟିମେଟ ଖୋ ଖୋ (ୟୁକେକେ)ର ଦ୍ୱିତୀୟ ସଂସ୍କରଣ ଏଠାରେ ଆୟୋଜନ ହେବ। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୪ରେ…

ରସାନନ୍ଦ-ମନୋଜ ଯୋଡ଼ି ପ୍ରଥମ

ସୋନପୁର,୨୮।୧୧(ମୃତ୍ୟୁଞ୍ଜୟ ଶତପଥୀ): ସ୍ବଚ୍ଛ, ସୁସ୍ଥ ଓ ସବୁଜ ମହାନଦୀ ବାର୍ତ୍ତା ନେଇ ପ୍ରତିବର୍ଷ ଭଳି ଚଳିତ ଥର ସୋନପୁର ସହର ତେନ୍ତୁଳିଘାଟସ୍ଥିତ ଭାଗବତ ପାଠାଗାର ପକ୍ଷରୁ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଥିଲା। ମହାନଦୀର ଲଙ୍କେଶ୍ୱର ଗଣ୍ଡ ନିକଟରେ ଆୟୋଜିତ…

ଓଡ଼ିଶା ବାଳକ ଦଳକୁ ସ୍ବର୍ଣ୍ଣ, ବାଳିକାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮।୧୧(ତପନ ସ୍ବାଇଁ): ମାଲେସିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମିର୍ନାଓ୍ବାନ୍‌ କପ୍‌ ହକି ଟୁର୍ନାମେଣ୍ଟରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ଏବଂ ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳକ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪-୩…

୪୭ ବର୍ଷ ପରେ ଇଟାଲୀକୁ ପ୍ରଥମ ଡେଭିସ କପ୍‌

ମାଲାଗା, ୨୮ା୧୧: ଜାନିକ ସିନରଙ୍କ ଅଧିନାୟକତ୍ୱରେ ଇଟାଲୀ ୪୭ ବର୍ଷ ପରେ ପ୍ରଥମ ଥର ଡେଭିସ କପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ ଫାଇନାଲର ଦ୍ୱିତୀୟ ସିଙ୍ଗଲ୍ସରେ ଆଲେକ୍ସ ଡି’ ମିନାଉରଙ୍କୁ ୬-୩, ୬-୦ରେ ପରାସ୍ତ କରିବା ପରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?