ରୋହିତ ଶର୍ମାଙ୍କର କଟିଲା ୩ ଚାଲାଣ
ନୂଆଦିଲ୍ଲୀ,୧୮।୧୦: ଓ୍ବାନ ଡେ ଓ୍ବାର୍ଲଡ କପ ୨୦୨୩ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ହିଟମ୍ୟାନ ହାଇଓ୍ବେ ଉପରେ ବିଳାସପୂର୍ଣ୍ଣ କାରକୁ ୨୦୦ କିଲୋମିଟରରୁ ଅଧିକ ବେଗରେ ଚଳାଇବା ମହଙ୍ଗା ପଡିଛି। ଏହି କାରଣରୁ ତାଙ୍କର…
ଉପରକୁ ଉଠିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୧୮।୧୦:ଆଇସିସି ବିଶ୍ୱକପରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହାର ପ୍ରଭାବ ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ମଧ୍ୟ ଦୃଶ୍ୟମାନ ହେଉଛି। ଭାରତ ପାଇଁ ରୋହିତ ଶର୍ମା ବହୁତ ଭଲ ଫର୍ମରେ ନଜର ଆସିଛନ୍ତି। ତେଣୁ ସେ ଆଇସିସିର ଶ୍ରେଷ୍ଠ…
ଟସ ଜିତିଲା ଆଫଗାନିସ୍ତାନ: ବୋଲିଂ ନିଷ୍ପତ୍ତି…
ଚେନ୍ନାଇ,୧୮।୧୦ : ବିଶ୍ୱ କପ ୨୦୨୩ର ୧୬ତମ ମ୍ୟାଚ ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ହସମାତୁଲା ଶାହିଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ…
ଆଫଗାନିସ୍ତାନକୁ ପଛରେ ପକାଇ ସେମିଫାଇନାଲ ଆଡକୁ ବଢିବାକୁ ଚାହୁଁଛି ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ,୧୮।୧୦: ବିଶ୍ୱକପର ୧୬ତମ ମ୍ୟାଚରେ ଆଫଗାନିସ୍ତାନର ଟକ୍କର ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଏହାର ପ୍ରଥମ ତିନୋଟି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡ ବାର୍ତ୍ତା ଦେଇଛି ଯେ ଏଥର ସେ ଟାଇଟଲ ଜିତିବ। ଏଥି ସହିତ, ଖରାପ ଆରମ୍ଭ ପରେ ଆଫଗାନିସ୍ତାନ ଦଳ ପୁଣିଥରେ…
ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ହିନ୍ଦୁ କ୍ରିକେଟର, ‘ଓଁ’ ଲେଖାଥିବା ବ୍ୟାଟ ନେଇ ଆସିଲେ ବ୍ୟାଟିଂ ଆଉ…
ଧର୍ମଶାଳା, ୧୮/୧୦: ଭାରତରେ ଚାଲିଥିବା ଆଇସିସି କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ଦେଖିବାକୁ ମିଳିଛି ଆଉ ଏକ ବଡ଼ ବିପର୍ଯ୍ୟୟ। ଟୁର୍ଣ୍ଣାମେଣ୍ଟର ୧୫ ତମ ମ୍ୟାଚରେ ନେଦରଲ୍ୟାଣ୍ଡସ୍ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ତେବେ ଏହି ମ୍ୟାଚରେ ଦକ୍ଷିଣ…
କ୍ୟାରିୟରର ଦ୍ୱିତୀୟ ହ୍ୟାଟ୍ରିକ ନେବାକୁ ପ୍ରସ୍ତୁତ ହେଉଛନ୍ତି ରୋହିତ ଶର୍ମା
ନୂଆଦିଲ୍ଲୀ,୧୮।୧୦: ବିଶ୍ୱକପରେ ଟିମ ଇଣ୍ଡିଆ ବହୁତ ଭଲ ଫର୍ମରେ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିଥିବା ଟିମ ଇଣ୍ଡିଆ ପ୍ରଥମ ତିନିଟି ମ୍ୟାଚ ଜିତି ଟୁର୍ନାମେଣ୍ଟର ଭଲ ଆରମ୍ଭ କରିଛି। ଟିମ ଇଣ୍ଡିଆର ସନ୍ତୁଳନ ବହୁତ…
ଦୀପଙ୍କର ଓଡ଼ିଶା ହକି ପ୍ରମୋଶନ କାଉନସିଲ ନିର୍ଦ୍ଦେଶକ
ଭୁବନେଶ୍ୱର, ୧୮।୧୦(ତପନ ସ୍ବାଇଁ): ଓଡ଼ିଶା ହକି ପ୍ରମୋଶନ କାଉନସିଲର ନିର୍ଦ୍ଦେଶକଭାବେ ଦୀପଙ୍କର ମହାପାତ୍ରଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ସେ ଓଡ଼ିଶା ହକି ପ୍ରମୋଶନ କାଉନ୍ସିଲର ପରିଚାଳନାକୁ ଓଭରଅଲ୍ ତଦାରଖ କରିବା ସହ ରାଜ୍ୟରେ କିପରି ହକି ଅଧିକ ଲୋକପ୍ରିୟ ହୋଇପାରିବ…
ପୁଣି ଚର୍ଚ୍ଚାରେ ସାନିଆ-ଶୋଏବ
ମୁମ୍ବାଇ,୧୮ା୧୦: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଡିଭୋର୍ସ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସାନିଆଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରି ଏହି ଚର୍ଚ୍ଚାର ମୁଖ୍ୟ କାରଣ ପାଲଟିଛି। ‘ଯଦି ମୁଁ କଥା ହେଉଛି ତେବେ…
ଗୁର୍ବାଜଙ୍କୁ ଭର୍ତ୍ସନା ସହ ୧ ଡିମେରିଟ୍ ପଏଣ୍ଟ
ନୂଆଦିଲ୍ଲୀ, ୧୮ା୧୦(ପି.ଟି.): ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ଆଫଗାନିସ୍ତାନ ବ୍ୟାଟର ରହମାନୁଲ୍ଲା ଗୁର୍ବାଜ ଆଉଟ ହେବା ପରେ ବିରକ୍ତି ପ୍ରକାଶ କରି ବାଉଣ୍ଡାରି ଦଉଡ଼ି ଓ ଏକ ଚେୟାରକୁ ତାଙ୍କ ବ୍ୟାଟ୍ରେ ପ୍ରହାର କରିଥିଲେ। ଫଳତଃ…
ବିଶ୍ୱକପ୍ରେ କୁମ୍ବଲେଙ୍କ ରେକର୍ଡ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍ ସ୍ପିନର ଅନିଲ କୁମ୍ବଲେ। ଇଞ୍ଜିନିୟରିଂ କରିବା ପରେ ଫଟୋଗ୍ରାଫର ଓ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ । ଜୁମ୍ବୋ ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ଭାରତୀୟ ଟେଷ୍ଟ ଇତିହାସରେ…
ଭାରତ ୩, ବାଂଲାଦେଶ ୧
ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ ଖେଳିବ। ଏହି ମ୍ୟାଚଟି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହେବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୪ଟି ବିଶ୍ୱକପ୍ ମ୍ୟାଚ…
ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ
ଧର୍ମଶାଳା, ୧୮ା୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ନେଦରଲାଣ୍ଡ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ…
Archives


