ରୋହିତଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ! ରାହୁଲ ଦିନିକିଆରେ ସମ୍ଭାଳିବେ ଅଧିନାୟକତ୍ୱ
ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ବିସିସିଆଇର ବରିଷ୍ଠ ଅଧିକାରୀ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ଏକ ବୈଠକ କରି…
ବିଶ୍ୱକପ୍ ଫାଇନାଲ୍ ହାରିବା ପରେ ପ୍ରବଳ କାନ୍ଦିଥିଲେ ରୋହିତ-କୋହଲି: ଅଶ୍ୱିନଙ୍କ ଖୁଲାସା
ନୂଆଦିଲ୍ଲୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ଭାରତର ପରାଜୟ ଏପର୍ଯ୍ୟନ୍ତ କେହି ଭୁଲିପାରୁନାହାନ୍ତି। ପ୍ରଶଂସକଙ୍କଠାରୁ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ମନେ ପକାଇ ଦୁଃଖ ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫାଇନାଲ ପରାଜୟ…
ଆଇପିଏଲ୍ ୨୦୨୪ରେ ଏହି ୩ କ୍ରିକେଟର୍ଙ୍କ ଉପରେ ହେବ ଟଙ୍କା ବର୍ଷା: ରାତାରାତି ହୋଇଯିବେ କୋଟିପତି
ନୂଆଦିଲ୍ଲୀ,୩୦।୧୧: ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ୍ ୨୦୨୪ ପାଇଁ ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ କିଛି ଖେଳାଳିଙ୍କୁ ନିଲାମରେ ବିପୁଳ ପରିମାଣର ଟଙ୍କା ବର୍ଷା ଦିଆଯିବ ବୋଲି ଆଶା କରାଯାଏ। ଅବଶ୍ୟ ଏଥର ପ୍ରତ୍ୟେକ…
୨୦୨୪ ଟି୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଉଗାଣ୍ଡା
ନୂଆଦିଲ୍ଲୀ,୩୦।୧୧: ଆଗାମୀ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ ମସିହାରେ ଜୁନ୍ ମାସରେ ଆୟୋଜିତ ହେବ। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଏହି ମେଗା ଇଭେଣ୍ଟ ଆୟୋଜନ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଫ୍ରିକୀୟ ଦେଶ ଉଗାଣ୍ଡା ଶେଷ ଦଳ ଭାବରେ ଯୋଗ୍ୟତା ଅର୍ଜନ…
ସନ୍ତାନ ଜନ୍ମ ହେବାର ଏକ ମାସ ପରେ ପ୍ରେମିକାଙ୍କ ସହିତ ବ୍ରେକ୍ ଅପ୍ କଲେ ନେମାର ଜୁନିଅର
ନୂଆଦିଲ୍ଲୀ,୩୦।୧୧: ପ୍ରଥମ ସନ୍ତାନକୁ ସ୍ୱାଗତ କରିବାର ଏକ ମାସ ପରେ ବ୍ରାଜିଲ ଫୁଟବଲର୍ ନେମାର ଜୁନିଅର ଏବଂ ତାଙ୍କ ପ୍ରେମିକ ବ୍ରୁନା ବିୟାନକାର୍ଡୀ ଅଲଗା ହୋଇଛନ୍ତି। କିଛି ବ୍ୟକ୍ତିଗତ କାରଣରୁ ଦୁହେଁ ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି। ବିୟାନକାର୍ଡୀ ସୋସିଆଲ…
ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତିପକାଇଲେ ଯୁବରାଜ
ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଯୁବରାଜ ସିଂ ଆଜି ସପ୍ତମ ବାର୍ଷିକୀ ପାଳନ କରୁଛନ୍ତି। ଆଜି ଯୁବରାଜ ସିଂ ବିବାହର ୭ ବର୍ଷ ପୂରଣ କରିଥିଲେ। ଏହି ଅବସରରେ ସେ ତାଙ୍କ ସ୍ତ୍ରୀ ହାଜେଲ କିଚଙ୍କୁ ଏକ ବିଶେଷ ଢଙ୍ଗରେ…
ଧୋନୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୩୦।୧୧: ଆଇପିଏଲ୍ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ପଡ଼ିଆରେ ଖେଳୁଥିବା ନଜର ଆସିବେ। ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳରେ ରଖିଛି। ପୂର୍ବରୁ ଧୋନୀଙ୍କ ବିଷୟରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିଲା। ଆଇପିଏଲ୍ ୨୦୨୩ ପରେ ସେ ଅବସର…
କୋହଲି-ବ୍ରାଡମ୍ୟାନ୍ଙ୍କ କ୍ଲବ୍ରେ ଯୋଗଦେଲେ ୱିଲିୟମସନ
ସିଲହେଟ,୩୦।୧୧: ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ସିଲହେଟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୩୧୦ ରନ ସଂଗ୍ରହ କରିଛି। ଏହାର ଜବାବରେ ଦ୍ୱିତୀୟ…
କ୍ରିକେଟ୍ରୁ ଅବସର ନେଇଯିବେ କି କୋହଲି
ନୂଆଦିଲ୍ଲୀ,୩୦।୧୧: ବିଶ୍ୱକପ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଛୁଟି କାଟୁଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ…
ଜାତୀୟ ମାଷ୍ଟର୍ସ ସନ୍ତରଣରେ ଓଡ଼ିଶାର ସଫଳତା
ସମ୍ବଲପୁର,୩୦ା୧୧(ପ୍ରମୋଦ ବହିଦାର): କର୍ନାଟକର ମାଙ୍ଗାଲୁରୁଠାରେ ଅନୁଷ୍ଠିତ ୧୯ ତମ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗୀଙ୍କୁ ମିଳିଛି ବିପୁଳ ସଫଳତା। ବିଭିନ୍ନ ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ହାସଲ କରିଛି ଓଡ଼ିଶା ଦଳ। ମାଙ୍ଗାଲୁରୁସ୍ଥିତ…
ପାରସ,ସ୍ମୃତି ସିଙ୍ଗିଲ୍ସ ଚାମ୍ପିୟନ
ବଲାଙ୍ଗୀର,୩୦ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମରେ ୩ ଦିନିଆ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିିପ୍ ବୁଧବାର ଉଦ୍ଯାପିତ ହୋଇଛି। ପୁରୁଷ ସିଙ୍ଗଲ୍ସରେ ଭୁବନେଶ୍ୱରର ପାରସ ମାଥୁର ୧୪-୨୧, ୨୧-୧୪ ଓ ୨୧-୧୪ ସେଟ୍ରେ ସମ୍ବଲପୁରର ତହସିବ…
ଓଡ଼ିଶାରୁ ଭାଗନେବେ ୧୨ ଖେଳାଳି
ଭୁବନେଶ୍ୱର,୩୦ା୧୧(ସରୋଜ ଜେନା): ନୂଆଦିଲ୍ଲୀରେ ହେବାକୁ ଥିବା ଆମ୍ବେଦକର ନ୍ୟାଶନାଲ ଗେମ୍ସରେ ଓଡ଼ିଶାରୁ ୧୨ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଭୁବନେଶ୍ୱରର ପ୍ଲାଜମା କରାଟେ ସ୍କୁଲରୁ ବିଭିନ୍ନ ବୟସ ବର୍ଗରେ ୫ ଜଣ ବାଳିକା ଓ ୭ ଜଣ ବାଳକ ଅଂଶଗ୍ରହଣ କରିବେ।…

