ଖେଳ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ପରିଚାଳନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର,୨୫ା୧୦: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍‌ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ-ଓଜୋଲା ଚେସ୍‌କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ…

ବିଶ୍ୱକପ୍‌ ଇତିହାସରେ ସବୁଠୁ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ ୨୦୨୩ର ୨୪ତମ ମ୍ୟାଚରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୩୦୯ ରନ୍‌ରେ ପରାସ୍ତ କରିଛି। ବୁଧବାର ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଏକପାଖିଆ ବିଜୟ ହାସଲ କରିଛି। ଦିନିକିଆ ବିଶ୍ୱକପ ଇତିହାସରେ ରନ ଦୃଷ୍ଟିରୁ ଏହା ସବୁଠାରୁ ବଡ ବିଜୟ। ଏହାପୂର୍ବରୁ…

ଭାରତୀୟ ମହିଳା ଦଳର କୋଚ୍ ନିଯୁକ୍ତ ହେଲେ ଅମୋଲ ମଜୁମଦାର, ଦିନେ ଭାରତୀୟ ଦଳରେ ମିଳିନଥିଲା ସ୍ଥାନ

ମୁମ୍ବାଇ,୨୫/୧୦: ଭାରତୀୟ ଘରୋଇ କ୍ରିକେଟର ଚର୍ଚ୍ଚିତ ଖେଳାଳି ଅମୋଲ ଅନିଲ ମଜୁମଦାରଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମର ଗୁରୁଦାୟିତ୍ୱ ଦିଆଯାଇଛି। ବୁଧବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡାହାଣହାତି ବ୍ୟାଟର ଅମୋଲ ତାଙ୍କର ଜାଜ୍ୱଲ୍ୟମାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭୧…

ଇତିହାସ ରଚିଲେ ଡେଭିଡ ଓ୍ବାର୍ନର

ନୂଆଦିଲ୍ଲୀ,୨୫।୧୦: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ବିଶ୍ୱକପ୍‌ରେ ଲଗାତର ଦ୍ୱିତୀୟ ଶତକ ମାରିଛନ୍ତି। ସେ ନେଦରଲାଣ୍ଡ ବିପକ୍ଷରେ ବୁଧବାର ସେ ୯୩ ବଲ୍‌ରେ ୧୦୪ ରନ୍‌ର ପାଳି ଖେଲିଥିଲେ। ଏଥିରେ ୧୧ ଚୌକା ଏବଂ ୩ ଛକା ସାମିଲ ଅଛି।…

ଓ୍ବାର୍ନର-ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଶତକ: ନେଦରଲାଣ୍ଡକୁ ୪୦୦ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୫।୧୦: ୨୦୨୩ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୪୦୦ ରନ୍‌ର ଟାର୍ଗେଟ ଦେଇଛି। ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୩୯୯ ରନ ସଂଗ୍ରହ କରିଛି। କଙ୍ଗାରୁ ଦଳ ପାଇଁ ଡେଭିଡ ୱାର୍ନର ଏବଂ ଗ୍ଲେନ ମ୍ୟାକ୍ସୱେଲ ରେକର୍ଡ…

ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କଲେ ଗ୍ଲେନ୍ ମ୍ୟାକ୍ସୱେଲ୍

ନୂଆଦିଲ୍ଲୀ,୨୫/୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲ୍। ବୁଧବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ନେଦରଲ୍ୟାଣ୍ଡସ୍ ଆଗରେ ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।…

ଆଫଗାନିସ୍ତାନଠାରୁ ପରାସ୍ତ ହେବାପରେ ପ୍ରବଳ କାନ୍ଦିଥିଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୨୫।୧୦: ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ପରାଜୟ ଯୋଗୁ ଅଧିନାୟକ ବାବର ଆଜମଙ୍କୁ ସବୁ ଦିଗରୁ ସମାଲୋଚନା କରାଯାଉଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ବାବର ଆଜାମଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ପାକିସ୍ତାନ…

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍‌ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି…

ବିଶ୍ୱକପ ପରେ ବାବର ଆଜମଙ୍କ ବିରୋଧରେ ନିଆଯିବ ପଦକ୍ଷେପ,ଆକ୍ସନ ମୁଡରେ ପିସିବି!…

ଇସଲାମାବାଦ,୨୫।୧୦ : ବିଶ୍ୱକପ ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଗୁରୁତର ରହିଛି। ଦଳ ଲଗାତାର ତିନି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। କେବଳ ଏତିକି ନୁହେଁ, ଅଧିନାୟକ ବାବର ଆଜାମ ମଧ୍ୟ ଟୁର୍ନାମେଣ୍ଟରେ ତାଙ୍କ ପ୍ରତିଛବି ଅନୁଯାୟୀ କିଛି ବିଶେଷ…

ସେମିଫାଇନାଲରେ ପ୍ରବେଶ କରିବା ପାକିସ୍ତାନ ପାଇଁ କଷ୍ଟକର

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବାକୁ ଚାରିଟି ଚର୍ଚ୍ଚିତ ଦଳ ମଧ୍ୟରେ ପାକିସ୍ତାନର ନାମ ମଧ୍ୟ ସାମିଲ ଥିଲା। ଆଶା ଅନୁଯାୟୀ ପାକିସ୍ତାନ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ଏବଂ ଏହାର ପ୍ରାରମ୍ଭିକ ମ୍ୟାଚ ଜିତିଥିଲା କିନ୍ତୁ ବର୍ତ୍ତମାନ…

୧୪୯ ରନରେ ବାଂଲାଦେଶକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା…

ମୁମ୍ବାଇ,୨୪।୧୦ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟରେ ବାଂଲାଦେଶକୁ ପରାଜିତ କରିଛି। ଧାର୍ଯ୍ୟ ୩୮୩ ରନର ପିଛା କରି ବାଂଲାଦେଶ ୪୬.୪ ଓଭରରେ ୧୦ ଓ୍ବିକେଟ ହରାଇ ୨୩୩…

ରିଜା ହେଣ୍ଡ୍ରିକ୍ସଙ୍କ ଓ୍ବିକେଟ ନେଇ ହ୍ରିତିକଙ୍କ ଷ୍ଟାଇଲରେ ନାଚିଲେ ଶରିଫୁଲ ଇସଲାମ, ଦେଖନ୍ତୁ ଭାଇରାଲ ଭିଡିଓ…

ମୁମ୍ବାଇ,୨୪।୧୦ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚରେ ବାଂଲାଦେଶୀ ଦଳ ଭଲ ପ୍ରଦର୍ଶନ କରିନାହିଁ। ଦଳର ବୋଲରମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri