ଖେଳ

ଭାରତୀୟ ଦଳରେ ଓଡ଼ିଶାର ୫ କରାଟେକା

ଭୁବନେଶ୍ୱର, ୩୦।୧୧(ତପନ ସ୍ବାଇଁ): ନେପାଳରେ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାଗ ନେଇଥିବା ଭାରତୀୟ ଦଳରେ ଓଡ଼ିଶାର ୫ କରାଟେକା ସ୍ଥାନ ପାଇଛନ୍ତି। ଗତ ଜାତୀୟ ପ୍ରତିଯୋଗିତାରୁ ପ୍ରଦର୍ଶନ ମନୋନୀତ…

ଦକ୍ଷିଣ ଆଫ୍ରିକା ଗସ୍ତ: ରୋହିତ-ବିରାଟ-ହାର୍ଦ୍ଦିକ ଦଳରୁ ବାହାର !…

କୋଲକାତା,୩୦।୧୧ : ଡିସେମ୍ବର ୧୦ ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯାତ୍ରା ଆରମ୍ଭ କରିବ। ଏହି ଭ୍ରମଣରେ ଟିମ ଇଣ୍ଡିଆକୁ ତିନୋଟି ଟି-୨୦, ତିନୋଟି ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ । ଏହି ସିରିଜ ପୂର୍ବରୁ…

ଟି-୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ଅର୍ଜନ କଲେ ୧୯ ଟିମ୍‌, ଜୁନ୍‌ ୩୦ରେ ଫାଇନାଲ…

କୋଲକାତା,୩୦।୧୧ : ଏକଦିବସୀୟ ବିଶ୍ୱକପ ୨୦୨୩ର ସମାପ୍ତି ପରେ, ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବାକୂ ଯାଉଛି। ଟି-୨୦ ବିଶ୍ୱକପ ଜୁନରେ ଖେଳାଯିବ। ଏହାର ତାରିଖ ଉପରେ କିଛି ଦ୍ୱନ୍ଦ୍ୱ ଅଛି କିନ୍ତୁ ଏହା ୩ କିମ୍ବା ୪ ଜୁନ…

ଓଡ଼ିଶାକୁ ଆସିଲା ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଜାନୁୟାରୀ ୯ରୁ କଳିଙ୍ଗ ସୁପର୍‌ କପ୍‌

ନୂଆଦିଲ୍ଲୀ,୨୮ା୧୧: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ଦୁଇଟି ଭେନ୍ୟୁରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଏହି ଟୁର୍ନାମେଣ୍ଟ ଖେଳାଯିବାକୁ ଥିବା ବେଳେ ଏହାର ନାମ କଳିଙ୍ଗ ସୁପର କପ୍‌ ରଖାଯାଇଛି। ଉଭୟ ଆଇଏସ୍‌ଏଲ…

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ଦୁର୍ଭାଗ୍ୟଜନକ: ପିଟରସେନ

ଜମ୍ମୁ,୨୯।୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟକୁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ। ସେହିଭଳି ନିଜ ଟିମ୍‌ର ପ୍ରଦର୍ଶନକୁ ସେ ନୈରାଶ୍ୟଜନକ ବୋଲି କହିବାକୁ ପଛାଇ ନାହାନ୍ତି। ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଖେଳିବାକୁ ଆସିଥିବା…

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ, ସୌରାଷ୍ଟ୍ର ବିପକ୍ଷରେ ୯୯ ରନରେ ଅଲ୍‌ଆଉଟ

ଭୁବନେଶ୍ୱର,୨୯।୧୧: ବ୍ୟାଟିଂ ବିଫଳତା କାରଣରୁ ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବୁଧବାର ସୌରାଷ୍ଟ୍ରଠାରୁ ୪ ଉଇକେଟରେ ହାରି ଯାଇଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ୨୯.୧ ଓଭରରେ ମାତ୍ର ୯୯ ରନକରି…

ବିଶ୍ୱକପ ଆଉ ନୁହେଁ, ରାହୁଲ କୋଚ ହେବା ନେଇ ପ୍ରଶଂସକଙ୍କ ମନ୍ତବ୍ୟ ପରେ ଗମ୍ଭୀରଙ୍କ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ଭାଇରାଲ…

କୋଲକାତା,୨୯।୧୧ : ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁନର୍ବାର ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର କୋଚ ଭାବରେ ନିଯୁକ୍ତ କରିଛି। ବିଶ୍ୱକପ ୨୦୨୩ ପରେ ତାଙ୍କର ଚୁକ୍ତିନାମା ସମାପ୍ତ ହୋଇଥିଲା। ବର୍ତ୍ତମାନ ବୋର୍ଡ ଟିମ ଇଣ୍ଡିଆର ସହାୟକ କର୍ମଚାରୀ ଏବଂ…

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ ଆଇପିଏଲ ୨୦୨୪ ନିଲାମ ବିଷୟରେ ବଡ ଭବିଷ୍ୟବାଣୀ କରିଛନ୍ତି। ଆଇପିଏଲ ଦଳ ପରବର୍ତ୍ତୀ ସିଜିନ୍‌…

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି। ଏହି ହ୍ବାଇଟ୍‌ ବଲ ସିରିଜ ଜୁଲାଇରେ ଖେଳାଯିବ। ଏହି ସିରିଜ…

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି। ବିସିସିଆଇ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି। ଏଥି ସହିତ କୋଚିଂ ଷ୍ଟାଫରେ କୌଣସିି ପରିବର୍ତ୍ତନ…

ବିରାଟ ଅବସର ନେବା ଉଚିତ କି ? ଉତ୍ତର ଦେଲେ ସଚିନ,ଭିଡିଓ ଭାଇରାଲ…

ମୁମ୍ବାଇ,୨୯।୧୧ : ଆଇସିସି ବିଶ୍ୱକପ ୨୦୨୩ ଶେଷ ହେବା ପରଠାରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ କ୍ୟାରିୟର ଉପରେ ସସପେନ୍ସ ଜାରି ରହିଛି। ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି କୋହଲି ଏବଂ ରୋହିତ ଅଧିକ ଦିନ କ୍ରିକେଟ…

ସାଉଥ ଆଫ୍ରିକା ବିପକ୍ଷ ହ୍ବାଇଟ୍‌ ବଲ ସିରିଜ୍‌ ଖେଳିବେନି କୋହଲି! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର

ନୂଆଦିଲ୍ଲୀ,୨୯।୧୧: ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ବିରାଟ କୋହଲି ସର୍ବାଧିକ ରନ ସ୍କୋର କରିଥିଲେ। କିନ୍ତୁ ବର୍ତ୍ତମାନ ତାରକା ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହ୍ବାଇଟ୍‌ ବଲ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?