ଖେଳ

ବିଶ୍ୱକପ ମ୍ୟାଚ ଦେଖିଯିବା ପାଇଁ ମାଗଣାରେ ମିଳୁଛି ହେଲିକପ୍ଟର ସେବା! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ନଭେମ୍ବର ୧୯କୁ ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲରେ କଙ୍ଗାରୁ ଟିମ୍‌ ଓ ଇଣ୍ଡିଆ ଟିମ୍‌ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତ ଜିତିବା ନେଇ ସାରା ଭାରତୀୟ ଆଶାବାନ୍ଧି ବସିଥିବାବେଳେ ରବିବାର…

ବାପା ହେଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୮।୧୧: ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦିଲୀପ ସିଂହ ରାଣା ଓରଫ ‘ଦ ଗ୍ରେଟ୍‌ ଖଲି’ ବାପା ହୋଇଛନ୍ତି। ତାଙ୍କ ଘରକୁ କୁନି ରାଜକୁମାର ଆସିଛନ୍ତି। ସୋସିଆଲ ମିଡିଆରେ ଖଲି ଶେୟାର କରିଥିବା ଏକ ରିଲ୍‌ରେ ପୁଅକୁ କଙ୍ଗାରୁ କେୟାର ଦେଉଥିବା ଦେଖାଯାଇଛି। ଖୁସିଖବର…

ଏହି ଅମ୍ପାୟର ରହିଲେ କେବେ ଜିତିନି ଭାରତ

ନୂଆଦିଲ୍ଲୀ,୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ରନ ସଂଗ୍ରହ କରି ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ରବିବାର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଟିମ୍‌ ଇଣ୍ଡିଆର ପାଓ୍ବାର ପ୍ୟାକ୍‌ ଖେଳାଳୀ ବିରାଟ କୋହଲ, ଶ୍ରେୟସ ଆୟର ଓ ମହମ୍ମଦ ଶାମି…

ଯଦି ଏଭଳି ହୁଏ, ତେବେ ଭାରତ-ଅଷ୍ଟ୍ରେଲିଆ ଉଭୟ ହେବେ ଚାମ୍ପିୟନ , ଜାଣନ୍ତୁ କ’ଣ ରହିଛି ଆଇସିସିର ନିୟମ

ନୂଆଦିଲ୍ଲୀ,୧୮।୧୧: ବର୍ତ୍ତମାନ ପ୍ରଶଂସକମାନେ ବିଶ୍ୱକପ ଫାଇନାଲ ମ୍ୟାଚକୁ ଅପେକ୍ଷା କରିଛନ୍ତି। ରବିବାର ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ତୃତୀୟ ଥର ପାଇଁ ଟାଇଟଲ ଜିତିବା ପାଇଁ ଟିମ ଇଣ୍ଡିଆ ନିଜର ସମସ୍ତ ଶକ୍ତି ବ୍ୟବହାର କରିବ। ତାଙ୍କୁ କଙ୍ଗାରୁ…

ବିଶ୍ୱକପରେ ଆଇସିସି-ବ୍ରୋଡକାଷ୍ଟର୍‌ କରୁଛି ବିପୁଳ ଆୟ, ୨୦ ହଜାର କୋଟି ଟଙ୍କା ବୃଦ୍ଧି ପାଇପାରେ ଦେଶର ଅର୍ଥନୀତି

ନୂଆଦିଲ୍ଲୀ,୧୮।୧୧: ଏଥର କ୍ରିକେଟ ବିଶ୍ୱକପ ଅନେକ ରେକର୍ଡ ସୃଷ୍ଟି କରୁଛି। ପ୍ରସାରଣ ଦର୍ଶକଙ୍କ ସଂଖ୍ୟା ହେଉ କିମ୍ବା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ହେଉ କିମ୍ବା ପ୍ରଯୋଜକ ଏବଂ ଟିଭି ରାଇଟ୍ସରୁ ଟଙ୍କା ରୋଜଗାର ହେଉ … ଏହି ଘଟଣା ପ୍ରତ୍ୟେକ…

ଟ୍ରଫି ସହ ଆକାଶରେ ନାଁ ଲେଖି ବିଶ୍ୱକପ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ପୂର୍ବତନ ବିଶ୍ୱବିଜେତା କ୍ୟାପଟେନଙ୍କର ହେବ ପରେଡ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଇତିହାସରେ ଏମିତି ପ୍ରଥମ ଥର ହେବାକୁ ଯାଉଛି ଟ୍ରଫି ସହିତ ଆକାଶରେ ବିଶ୍ୱ ଚାମ୍ପିୟନର ନାମ ଲେଖାଯିବ। ୧୨୦୦ ଡ୍ରୋନ ଦ୍ୱାରା ଫିଙ୍ଗାଯାଇଥିବା ଆଲୋକ ମାଧ୍ୟମରେ ଏହା ସମ୍ଭବ ହେବ। ଟ୍ରଫି ବିଜେତାଙ୍କୁ ଦିଆଯିବା ପରେ ସମଗ୍ର ନରେନ୍ଦ୍ର…

ଜୟପୁରର ଓ୍ବାକ୍ସ ମ୍ୟୁଜିୟମରେ ସ୍ଥାପନ ହେବ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

ଜୟପୁର, ୧୮ା୧୧: ସ୍ଥାନୀୟ ନହରଗଡ଼ ଦୁର୍ଗସ୍ଥିତ ଓ୍ବାକ୍ସ ମ୍ୟୁଜିୟମରେ କ୍ରିକେଟ ଷ୍ଟାର ବିରାଟ କୋହଲିଙ୍କ ଏକ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ସେମିଫାଇନାଲରେ ଭାରତର ବିଜୟ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚରେ କୋହଲି…

ଓଡ଼ିଶା: କ୍ରୀଡ଼ା ଦୃଶ୍ୟପଟରେ ପରିବର୍ତ୍ତନ, ଆଥ୍‌ଲେଟିକ୍ସ ସଶକ୍ତୀକରଣ

ଭୁବନେଶ୍ୱର, ୧୮।୧୧(ବିଜୟ ରଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ରାଜ୍ୟ କ୍ରୀଡ଼ା ବଜେଟରେ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଦେଶର କୌଣସି ରାଜ୍ୟ ତୁଳନାରେ ଏହା ସର୍ବାଧିକ।…

ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ଭାରତର ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ରବିବାର ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏଥର କିଏ ଚାମ୍ପିଅନ ହେବ ଜାଣିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ। ଭାରତୀୟ ଦଳ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛି।…

ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ ଓ ଶେଷ

ଅମହମ୍ମଦାବାଦ, ୧୮ା୧୧: ୨୦୨୩ ବିଶ୍ୱକପ୍‌ରେ ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ହିଁ ଅଭିଯାନ ଆରମ୍ଭ କରିଥିଲା। ଘଟଣା କ୍ରମରେ ଉଭୟ ଦଳ ମଧ୍ୟରେ ଫାଇନାଲରେ ଭାରତ ପୁଣି ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଅର୍ଥାତ୍‌ ଭାରତର ଅଭିଯାନ ଏଥର ଅଷ୍ଟ୍ରେଲିଆ ବିପକ୍ଷରୁ…

ବିଶ୍ୱକପ ବିଜେତା କ୍ୟାପଟେନଙ୍କୁ କରାଯିବ ସମ୍ମାନୀତ

ଅହମଦାବାଦ,୧୮।୧୧: ବିଶ୍ୱକପ ବିଜେତା ଅଧିନାୟକମାନଙ୍କୁ ବିଶ୍ୱକପ ୨୦୨୩ ଫାଇନାଲ ସମୟରେ ଏକ ବିଶେଷ ଉପାୟରେ ସମ୍ମାନିତ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚାମ୍ପିଅନ ରହିଥିବା ଅଧିନାୟକମାନଙ୍କୁ ଏକ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରାଯିବ। ଫାଇନାଲ ମ୍ୟାଚରେ ପ୍ରଥମ ଇନିଂସ ଶେଷ ହେବା ପରେ…

ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଟସ୍‌ ପୂର୍ବରୁ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଅମହମ୍ମଦାବାଦ, ୧୮ା୧୧: କପିଳ ଦେବଙ୍କ ଦଳ ୧୯୮୩ରେ ବିଶ୍ୱ କପ୍‌ ଜିତିଲା ସେତେବେଳେ ଭାରତରେ କ୍ରିକେଟ ଏକ ଅନ୍ୟତମ ଖେଳ ରହିଥିଲା। ଏହି ସଫଳତା ପାଇଁ ସେମାନଙ୍କୁ ଉପଯୁକ୍ତ ପୁରସ୍କାର ମିଳି ନ ଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଲତା ମଙ୍ଗେସ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?