Posted inଖେଳ

ଭାରତ ଗସ୍ତରେ ଆସିବନି ଏହି କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ, ୨୩।୭(ପି.ଟି.): କୋଭିଡ୍‌- ୧୯ ମହାମାରୀ କାରରରୁ ନ୍ୟୁଜିଲାଣ୍ଡ-ଏ’ ଦଳର ଭାରତ ଗସ୍ତ ମଧ୍ୟ ବାତିଲ ହୋଇଛି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖପାତ୍ର ରିଚାର୍ଡ ବୁକ୍‌ କହିଛନ୍ତି। ପୂର୍ବରୁ ମଧ୍ୟ ଏହି ଗସ୍ତ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଉଭୟ ଦେଶର କ୍ରିକେଟ ବୋର୍ଡ ମିଳିତ ଭାବେ ଏହି ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବୁକ୍‌ କହିଛନ୍ତି। ତେବେ ଭାରତୀୟ ପୁରୁଷ ଦଳର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବନାହିଁ। ଭାରତ ଅଷ୍ଟ୍ରେଲିଆ ଗସ୍ତ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ପ୍ରଭାବିତ ହେବ ନାହିଁ। ତେବେ ଭାରତ ଏ’ର ୪ଟି ସିରିଜ (ହୋମ ଓ ଆଓ୍ବେ) ବାତିଲ ହେବ କିମ୍ବା ଘୁଞ୍ଚାଯିବାର ସମ୍ଭାବାନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଉପରେ ପାକ୍‌ ମନ୍ତ୍ରୀଙ୍କ ଟୁଇଟ୍‌

ଲଣ୍ଡନ,୭।୬- ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଆର୍ମି...

କ୍ରିକେଟର ‘ବଲ ଅଫ ଦି ସେଞ୍ଚୁରୀ’: ଜାଣନ୍ତୁ କେଉଁ ବୋଲର୍‌ ପକାଇଥିଲେ

ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସଚିନ ୱାର୍ନ ୧୪ ବର୍ଷ ପୂର୍ବେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କର ‘ବଲ ଅଫ...

ରଣଜୀ ଟ୍ରଫି: ଓଡ଼ିଶା-ତ୍ରିପୁରା ମ୍ୟାଚ୍‌, ସ୍ପିନରଙ୍କ ଉପରେ ଓଡ଼ିଶାର ଭରସା

କଟକ ଅଫିସ,୩ା୧-  ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀରବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଚଳିତ ରଣଜୀ ସିଜନର ୪ର୍ଥ ମ୍ୟାଚ୍‌ ଖେଳିବ ଓଡ଼ିଶା। ଘରୋଇ ତ୍ରିପୁରା ବିପକ୍ଷରେ...

କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ

ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଏ ଏହା ବେଶ୍‌ ରୋମାଞ୍ଚକ ହୋଇଥାଏ। ସାରା...

ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ର ଭେନ୍ୟୁ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମକୁ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ...

ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ସଲମାନ ଖାନ୍‌ଙ୍କ ଗୀତରେ ଡ୍ୟାନ୍ସ କରିଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କୁ ନିଜ ମନ ଦେଇ ବସିଛନ୍ତି। ଗତ ଅଗଷ୍ଟ ୮ରେ ଧନଶ୍ରୀଙ୍କ ସହ ତାଙ୍କ...

ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି

ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ...

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ...

Ten Cric Info
Advertisement


Archives

Model This Week

Why Dharitri