ଖେଳ

ଅଷ୍ଟ୍ରେଲିଆରେ ପୂର୍ଣ୍ଣ ସିରିଜ ଖେଳିବ ଭାରତ

ମେଲବୋର୍ନ, ୨୯।୫(ପି.ଟି.)-କଳ୍ପନା ଜଳ୍ପନାର ଅବସାନ ଘଟାଇ କ୍ରିକେଟ ଅଷ୍ଟ୍ରେଲିଆ ଗୁରୁବାର ଭାରତ ବିପକ୍ଷ ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଫଳରେ ଏହି ଗସ୍ତରେ ଭାରତ ଏକ ପୂର୍ଣ୍ଣ ସିରିଜ ଖେଳିବା ସ୍ପଷ୍ଟ ହୋଇଯାଇଛି। ଟି୨୦ରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ।…

ଏହି କ୍ରିକେଟରଙ୍କୁ ‘ତୁମେ ମୋ ପତ୍ନୀ ଭଳି’ କହିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ବେଳେ ମଜାଦାର ଭିଡିଓ ନିଜ ଫ୍ୟାନ୍ସମାନଙ୍କୁ ଭେଟି ଦେଉଛନ୍ତି। ଏକଦା ମୁରଲୀ ବିଜୟ ଓ ଶିଖର ଧାୱନ ଭାରତ ପାଇଁ ଅନେକଥର ଓପନିଂ…

କାହିଁକି ପାକିସ୍ତାନ କ୍ରିକେଟର୍‌ଙ୍କୁ ବିବାହ କରିଥିଲେ ସାନିଆ ମିର୍ଜା

ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ୍‌ ମଲିକଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ଉଠିଥିଲା। ସାନିଆଙ୍କୁ ପ୍ରେମ ସମ୍ପର୍କ ଅନେକ ଭାରତୀୟ ଅଭିନେତା ଏବଂ କ୍ରିକେଟର୍‌ଙ୍କ ସହ…

ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ଅସନ୍ତାବର୍ଷକୁ ସ୍ଥଗିତ

ଦି ହଗ୍‌,୨୮।୫: କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରିକୁ ଆସନ୍ତାବର୍ଷକୁ ସ୍ଥଗିତ ରଖାଯାଇଛି। ୧୯୮୫ ପରେ ପ୍ରଥମଥର ପାଇଁ ଏହି ରେସ୍‌ ଆୟୋଜନ ହେବାକୁ ଯାଉଥିଲା। ବିନା ଦର୍ଶକରେ…

ଘରୋଇ ଭେନ୍ୟୁର ଆୟୋଜନ ହେବ ରୋମ ଡାଇମଣ୍ଡ ଲିଗ୍‌

ରୋମ,୨୮।୫(ଏଏଫ୍‌ପି): ନେପେଲ୍ସକୁ ସ୍ଥାନାନ୍ତର ହୋଇଥିବା ରୋମ ଡାଇମଣ୍ଡ ଲିଗ୍‌ ଘରୋଇ ଭେନ୍ୟୁ ଅର୍ଥାତ ରୋମରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଅଲିମ୍ପିକ୍‌ ଷ୍ଟାଡିୟମରେ ୟୁରୋପିଆ ଫୁଟବଲ ଚାମ୍ପିୟନଶିପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଫଳରେ ଡାଇମଣ୍ଡ ଲିଗ୍‌କୁ ନେପେଲ୍ସକୁ ସ୍ଥାନାନ୍ତର କରାଯାଇଥିଲା।…

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ଏହି ଫାଇନାଲ ଖେଳାଯିବ। ଏହି ନିର୍ଣ୍ଣାୟକ ମୁକାବିଲା ଫାଙ୍କା…

ଆଇପିଏଲ୍‌ ନେଇ କୁମ୍ବଲେ ଆଶାବାଦୀ

ନୂଆଦିଲ୍ଲୀ,୨୮।୫(ପି.ଟି.): ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ ପୂର୍ବତନ ଅଧିନାୟକ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ହେଡ କୋଚ୍‌ ଅନିଲ କୁମ୍ବଲେ ବେଶ୍‌ ଆଶାଦାବୀ ଅଛନ୍ତି। ବିନା ଦର୍ଶକଙ୍କ ଉପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ଆୟୋଜନକୁ…

ମକା ଖାଇ କ୍ରିକେଟରଙ୍କ ଦୁଇ ଆଗଦାନ୍ତ ଭାଙ୍ଗିଲା

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩ ଝିଅଙ୍କ ସହ ତ ଆଉ କେତେବେଳେ ନିଜ ସ୍ତ୍ରୀଙ୍କ ସହ ଭିଡିଓ କରି ପୋଷ୍ଟ…

ଖେଳରତ୍ନ ଚାନୁଙ୍କ ନାମ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଦେଶର ସର୍ବୋଚ୍ଚ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇ ସାରିଥିଲେ ହେଁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲ୍ୟୁଏଲଏଫ)ପକ୍ଷରୁ ତାରକା ଭାରୋତ୍ତୋଳିକା ମିରାବାଇ ଚାନୁଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଚାନୁ ୨୦୧୮ରେ ଭାରତୀୟ…

ଉତ୍କଳ କରାଟେ ସ୍କୁଲରେ ଅତ୍ୟାଧୁନିକ ସାନିଟାଇଜିଂ ଟନେଲ

ଭୁବନେଶ୍ୱର, ୨୮ା୫(କ୍ରୀଡ଼ା ପ୍ରତିନିଧି)- ଖେଳାଳି ତିଆରି କାରଖାନା ଭାବେ ପରିଚିତ ଉତ୍କଳ କରାଟେ ସ୍କୁଲରେ ଏବେ ସମସ୍ତ ଖେଳ କସରତ ବନ୍ଦ। କୋଭିଡ-୧୯ ପ୍ରଭାବ ଜନିତ ଲକ୍‌ଡାଉନ୍‌ କଟକଣା କିଛି ପରିମାଣରେ କୋହଳ ହୋଇଥିବାରୁ ଆଗାମୀ ଦିନରେ ଫିଟ୍‌ନେସ ଗୁରୁ ଡ.…

ଡିସେମ୍ବର ୩ରୁ ଭାରତ-ଅଷ୍ଟ୍ରେଲିଆ ସିରିଜ

ମେଲବୋର୍ନ, ୨୮ା୫(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୪ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନଠାରେ ହେବା ଏକପ୍ରକାର ନିଶ୍ଚିତ ହୋଇଛି ବୋଲି ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ। ଅଷ୍ଟ୍ରେଲିଆର ୨ଟି ମିଡିଆରେ…

ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସଦସ୍ୟ ଥିବା ବାତ୍ରା ନୂଆ ନିଯୁକ୍ତି ପାଇଁ ଏହାର ସଭାପତି ଥୋମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?