Posted inଖେଳ

ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିଲେ କାନ୍ଦିଲେ ଏହି କ୍ରିକେଟର

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ ଶୁକ୍ରବାର ଓଟିଟ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ମାତ୍ରେ ସବୁ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ। ଆଇଏମ୍‌ଡିବି ପକ୍ଷରୁ ଫିଲ୍ମକୁ ୯.୭ ରେଟିଂ ମିଳିଛି। ପ୍ରଶଂସକ ମାନେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ସୁଶାନ୍ତଙ୍କ ଫିଲ୍ମକୁ ଦେଖି କାନ୍ଦି ପକାଇଛନ୍ତି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ। ମନୋଜ ନିଜେ ଏହା ଟୁଇଟ୍‌ କରି ଜଣାଇଛନ୍ତି। କାଲି ରାତି ଦିଲ୍‌ ବେଚାରା ଦେଖିଲି। ସୁଶାନ୍ତଙ୍କ ଅଭିନୟ ଦେଖି କାନ୍ଦି ପକାଇଥିଲି। ଏହା ଏକ ବ୍ଲକବଷ୍ଟର ଫିଲ୍ମ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୪ରେ ସୁଶାନ୍ତ ନିଜ ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆରସିବିରେ ଏବେ ଦୁଇ ୩୬୦ ଡିଗ୍ରୀ ଖେଳାଳି’

ମୁମ୍ବାଇ, ୨୫।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ପ୍ରଦର୍ଶନରେ ଖୁବ୍‌ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର।...

ନୂଆ ଇନିଂସ ଆରମ୍ଭ କଲେ ମନୀଷ ପାଣ୍ଡେ

ମୁମ୍ବାଇ,୨।୧୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କ...

ଦୀର୍ଘ ୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ…

ନୂଆଦିଲ୍ଲୀ,୧୧।୮: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା...

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ଲଣ୍ଡନ,୧୧।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ୧୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ କିନ୍ତୁ ତିନି ମ୍ୟାଚ...

୧୪ ବର୍ଷୀୟା ବାଳିକାଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ

ଜୟପୁର,୧୬।୨: ରାଜସ୍ଥାନର ବାଲି ପଡିଆରେ ଚୌକା ଓ ଛକା ମାରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁମଲ ମେହେରଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ...

ଏପଟୁ ରୋହିତ, ସେପଟୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୩।୧୨: ଚଳିତ ମାସର ଅନ୍ତିମ ଭାଗରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି...

ଶେଷ ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଆଖିରୁ ଝରିଲା ଲୁହ

ଲଣ୍ଡନ,୨୦।୭: ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଙ୍ଗଳବାର ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ...

ମନୋଜଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରୋତ୍ତୋଳକ ମନୋଜ କୁମାର ସାହୁ। ସେ ପୁରୁଷ...

Advertisement
Archives

Model This Week