ଖେଳ

ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଉପସଭାପତି ସୁଧାଂଶୁ ମିତ୍ତଲଙ୍କ ଅଭିଯୋଗକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଅଗ୍ରାହ୍ୟ କରିବା ସହ ଏହାର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି। ୨୦୧୬ ନିର୍ବାଚନ…

ଇଂଲଣ୍ଡ ଗସ୍ତ: ପାକିସ୍ତାନ ଦଳରେ ନବାଗତ ହାଇଦର

କରାଚୀ,୧୨।୬ (ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୨୯ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୪ ବର୍ଷ ପରେ ଦ୍ରୁତ ବୋଲର ସୋହେଲ ଖାନ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତରେ ପାକିସ୍ତାନ ୩ଟି ଲେଖାଏ ଟେଷ୍ଟ ଓ…

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ ବେଟିସ୍‌କୁ ୨-୦ ଗୋଲରେ ପରାସ୍ତ କରିଛି। କୋଡିଡ-୧୯ କାରଣରୁ ମାର୍ଚ୍ଚ ମାସରୁ ସ୍ଥଗିତ ରହିଥିଲା।…

କରୋନା ଆତଙ୍କ: ଇଂଲଣ୍ଡ ଗସ୍ତରୁ ଓହରିଲେ ଆମୀର, ସୋହେଲ

ଲାହୋର,୧୨।୬: ସାରା ବିଶ୍ୱ ଏବେ କରୋନ ଭାଇରସ୍‌ ସହ ଲଢୁଛି। ତେବେ ପାକିସ୍ତାନ ତା’ର ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଜାରି ରଖିଛି। ତେବେ ଏହି ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀର ଓ ବ୍ୟାଟ୍ସମ୍ୟାନ…

କୋଡିଡ୍‌-୧୯ ମହାମାରୀ: ଭାରତର ଶ୍ରୀଲଙ୍କା ଗସ୍ତ ବି ବାତିଲ

ନୂଆଦିଲ୍ଲୀ,୧୨।୬: କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ମଧ୍ୟ ବାତିଲ ହୋଇଛି। ଗୁରୁବାର ଭାରତର ଏହି ସୀମିତ ଓଭର ଗସ୍ତକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେକାର ପରିସ୍ଥିତିରେ କୌଣସି ସରିଜ ଆୟୋଜନ କରିବା ସମ୍ଭବ ନୁହେଁ…

ଫିଫା ର଼୍ୟାଙ୍କିଙ୍ଗ୍‌: ବେଲଜିୟମ ଶୀର୍ଷରେ, ୧୦୮ତମ ସ୍ଥାନରେ ଭାରତ ସ୍ଥିର

ଜୁରିକ,୧୨।୬(ପି.ଟି.): ଜୁନ୍‌ରେ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ। ଭାରତୀୟ ପୁରୁଷ ଫୁଟବଲ ଦଳ ପୂର୍ବ ପରି ୧୦୮ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ୨୦୧୯ ନଭେମ୍ବରରେ ଭାରତ ଶେଷଥର ପାଇଁ ଫିଫା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ…

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ ବେଲାରମାନେ ହ୍ୟାଟ୍ରିକ୍‌ ନେଲେ ସେହି ମୁହୂର୍ତ୍ତରେ ଖୁସି ହୋଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଲକ୍‌ଡାଉନ୍‌ ବୃଦ୍ଧି ଦୀନେଶଙ୍କୁ ଭ୍ରମରେ ପକାଇଥିଲା

କୋଲକାତା, ୧୨ା୬ (ପି.ଟି.)-କୋଭିଡ୍‌-୧୯ ଲକ୍‌ଡାଉନ୍‌ ମିଆଦ କ୍ରମେ ବୃଦ୍ଧି ଯୋଗୁ ଭାରତୀୟ ଉକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ଭ୍ରମରେ ପକାଇଥିଲା। କେରୋନାଭାଇରସ୍‌ ବ୍ୟାପିବାରୁ ମାର୍ଚ୍ଚ ୨୫ରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଗଲା। ସମସ୍ତ କ୍ରିକେଟରଙ୍କୁ ଘରେ ରହିବାକୁ ହୋଇଥିଲା, ଯଦିଓ…

ଓ୍ବେଷ୍ଟଇଣ୍ଡିଜକୁ ଆଣ୍ଡରସନଙ୍କ ପ୍ରଶଂସା

ଲଣ୍ଡନ, ୧୨ା୬ (ଏପି)-କରୋନା ମହାମାରୀର ପ୍ରକୋପ ସତ୍ତ୍ୱେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ବ୍ରିଟେନ ଆସିବା ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ନିଷ୍ପତ୍ତି ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ। ଓ୍ବେଷ୍ଟଇଣ୍ଡିଜରେ କୋଭିଡ୍‌-୧୯ ମାମଲା ୧୦୦ରୁ…

ଭାରତର ଶ୍ରୀଲଙ୍କା ଗସ୍ତ, ଜୁନ୍‌-ଜୁଲାଇରେ ସିରିଜ ସମ୍ଭବ ନୁହେଁ: ଧୁମଲ

ନୂଆଦିଲ୍ଲୀ, ୧୨।୬(ପି.ଟି.)-ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା। ମାତ୍ର କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସିରିଜ ସମ୍ଭବ ନୁହେଁ ବୋଲି ଉଭୟ ବୋର୍ଡ ଅନୁଭବ କରିଛନ୍ତି। ତେଣୁ ବର୍ତ୍ତମାନ…

ଓଡ଼ିଶା ଏଫ୍‌ସି ଦଳରେ ବୋଡୋ, ପ୍ରେମଜିତ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଆସାମର ବୋରିଙ୍ଗଦାଓ ବୋଡୋ ଓ ମଣିପୁରର ଲୈସରାମ ପ୍ରେମଜିତ ସିଂ। ଉଭୟ ଖେଳାଳିଙ୍କ ସହ ଓଏଫସି ଗୁରୁବାର ଚୁକ୍ତି କରିଛି। ୨୦…

ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ନିଜର ଡେବ୍ୟୁ, ଶେଷ ଟେଷ୍ଟରେ ଶତକ ହାସଲ କରିଛନ୍ତି

ଟେଷ୍ଟ କ୍ରିକେଟର ଇତିହାସକୁ ଦେଖିଲେଏପର୍ଯ୍ୟନ୍ତ ଅନେକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ୧୪ ଭାରତୀୟ ଖେଳାଳି ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଜଣେ ଯିଏକି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?