ଖେଳ

ଶାରଜା ଅନ୍‌ଲାଇନ୍‌ ଚେସ୍:‌ ହରିକ୍ରିଷ୍ଣା ରନର୍ସଅପ୍‌

ଚେନ୍ନାଇ, ୧୫।୬(ପି.ଟି.)- ଶାରଜା ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ରନର୍ସଅପ୍‌ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ପୋଲାଣ୍ଡ ଗ୍ରାଣ୍ଡମାଷ୍ଟର ରାଦୋସ୍ଲା ଓଜାସେକ୍‌ଙ୍କଠାରୁ ହାରିଥିବା ହରିକ୍ରିଷ୍ଣା ୬.୫ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଛନ୍ତି। ପୂର୍ବତନ ବିଶ୍ୱ ର଼୍ୟାପିଡ୍‌ ଚାମ୍ପିୟନ…

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ହୋଇଥିବା ବାୟୋପିକ୍‌ ‘ଏମ୍‌.ଏସ୍‌. ଧୋନୀ ଦି…

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌ ଫିଲ୍‌ ସିମନ୍ସ। କୋଭିଡ୍‌-୧୯ ଯୋଗୁ ମ୍ୟାଚ ଜୈବ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ମହାମାରୀ…

ଲା ଲିଗା: ମେସିଙ୍କ ନୂଆ ରେକର୍ଡ

ମାଲୋର୍କା(ସ୍ପେନ), ୧୫।୬: ଏଠାରେ ଅନୁଷ୍ଠିତ ରିଅଲ ମାଲୋର୍କା ବିପକ୍ଷ ଲା ଲିଗା ଫୁଟବଲ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି। ଏହି ମ୍ୟାଚରେ ଆର୍ଜେଣ୍ଟିନା ତାରକା ମେସି ଗୋଟିଏ ଗୋଲ ଦେବା ସହିତ ୨ଟି ଗୋଲ…

ଏହି ଖେଳନା ଧରି ପିଲାବେଳେ ଖେଳୁଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ବିରାଟ କୋହଲିଙ୍କର ଜନ୍ମ ୫ ନଭେମ୍ବର ୧୯୮୮ ମସିହାରେ ଦିଲ୍ଲୀର ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କର ପିତା ପ୍ରେମ୍‌ କୋହଲି ଜଣେ କ୍ରିମିନାଲ୍‌ ଆଡ଼୍‌ଭୋକେଟ୍‌ ଥିଲେ, ମା ସରୋଜ କୋହଲି ଜଣେ ଗୃହିଣୀ…

ଶାହିଦ୍‌ ଆଫ୍ରିଦଙ୍କ ଆରୋଗ୍ୟ କାମନା କଲେ ଗମ୍ଭୀର

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଏବଂ ଭାରତୀୟ ଖେଳାଳି ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ସମସ୍ତଙ୍କୁ ଜଣା। କ୍ରିକେଟ ପଡିଆରେ ହେଉ କି ସୋସିଆଲ ମିଡିଆ ସବୁବେଳେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି ଏହି…

ସାତ ବର୍ଷ ପରେ ନ୍ୟୁ ସାଉଥ ଓ୍ବେଲ୍ସକୁ ଫେରିଲେ ଜାମ୍ପା

ମେଲବୋର୍ନ, ୧୪ା୬ (ପି.ଟି.)-ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ନ୍ୟୁ ସାଉଥ୍‌ ଓ୍ବେଲ୍ସ ସହ ଏକ ଚୁକ୍ତି କରିଛନ୍ତି। ଫଳରେ ଦୀର୍ଘ ୭ ବର୍ଷ ବ୍ୟବଧାନରେ ସେ ନିଜର ପୂର୍ବତନ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପର୍ଯ୍ୟନ୍ତ ସେ ସାଉଥ…

ସୁଇମିଂ ପୁଲ୍‌ ନ ଖୋଲିଲେ ଅବସର ନେଇପାରନ୍ତି ବିର୍ଦ୍ଧଓ୍ବାଲ

ନୂଆଦିଲ୍ଲୀ, ୧୪ା୬ (ପି.ଟି.)-ସୁଇମିଂ ଟ୍ରେନିଂ ଆରମ୍ଭ ହୋଇ ପାରି ନ ଥିବାରୁ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ବିର୍ଦ୍ଧଓ୍ବାଲ୍‌ ଖାଡ଼େ। କୋଭିଡ୍‌-୧୯ ଯୋଗୁ ସୁଇମିଂ ପୁଲ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ଦ୍ୱାରା…

ନାପୋଲି ଇଟାଲିଆନ କପ୍‌ ଫାଇନାଲରେ

ନାପଲ୍ସ, ୧୪ା୬ (ଏପି)-ଶନିବାର ଇଣ୍ଟର ମିଲାନ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ଭାବେ ଶେଷ କରିବା ପରେ ନାପୋଲି ଇଟାଲିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ଡ୍ରାଇଜ୍‌ ମର୍ଟେନ୍ସ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଏଥିସହିତ…

‌ସୁଶାନ୍ତଙ୍କ ମୃତ୍ୟୁରେ କ୍ରିକେଟ ଜଗତ ସ୍ତବ୍ଧ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ କୋହଲି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସଚିନ ଟୁଇଟ୍‌ କରି କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଖବର…

ମ୍ୟାଟ୍‌ ପୁରେଙ୍କ ପରଲୋକ

ଓ୍ବେଲିଂଟନ, ୧୪।୬: ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ମ୍ୟାଟ୍‌ ପୁରେଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ଅଲରାଉଣ୍ଡର ପୁରେ ୧୯୫୩ରୁ ୧୯୫୬ ମଧ୍ୟରେ ୧୪ଟି ଟେଷ୍ଟ ଖେଳିଥିଲେ। ଲିଜେଣ୍ଡ ବେର୍ଟ ସୁଟ୍‌କ୍ଲିଫ୍‌ ଓ ଜନ୍‌ ରିଡ୍‌ଙ୍କର ସେ ସମସାମୟିକ ଥିଲେ। ୧୯୫୫ରେ…

ଇଂଲଣ୍ଡ ଦଳର ନେତୃତ୍ୱ ନେବାକୁ ଷ୍ଟୋକ୍ସ ପ୍ରସ୍ତୁତ

ଲଣ୍ଡନ, ୧୪।୬(ପି.ଟି.): ଆସନ୍ତା ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ପରେ ଇଂଲଣ୍ଡରେ ଏହା ହେବ ପ୍ରଥମ କ୍ରିକେଟ ସିରିଜ। ଇଂଲଣ୍ଡର ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?