ଖେଳ

ଭାରତୀୟ କ୍ରିକେଟରଙ୍କ ନାମରେ ଅଷ୍ଟ୍ରେଲିଆ ଷ୍ଟ୍ରିଟ୍‌

ମେଲବୋର୍ନ, ୧୬ା୬ (ପି.ଟି.)-ଅଷ୍ଟ୍ରେଲିଆରେ କେତେକ ଗଳି ଅବା ଷ୍ଟ୍ରିଟ୍‌ର ନାମକରଣ ସଚିନ ତେନ୍ଦୁଲକର, କପିଳ ଦେବ ଓ ବିରାଟ କୋହଲିଙ୍କ ଭଳି ଭାରତର କେତେଜଣ ମହାନ କ୍ରିକେଟରଙ୍କ ନାମାନୁସାରେ ହେବାକୁ ଯାଉଛି। ଆକୋଲେଟ୍‌ ଇଷ୍ଟେଟ୍‌ ନାମକ ଏକ ରିୟଲ ଇଷ୍ଟେଟ୍‌ ସଂସ୍ଥା…

ଜାଡେଜା ଶ୍ରେଷ୍ଠ ଫିଲ୍‌ଡର

ମେଲବୋର୍ନ, ୧୬ା୬ (ପି.ଟି.)- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର ବୋଲି ଅଭିହିତ କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟିଂ ଷ୍ଟାର ଷ୍ଟିଭ୍‌ ସ୍ମିଥ୍‌। ଯୁବ ଖେଳାଳିଙ୍କ ମଧ୍ୟରେ କେ.ଏଲ୍‌. ରାହୁଲଙ୍କ ପ୍ରଦର୍ଶନ ଉଚ୍ଚକୋଟୀର। ରବିବାର ଇନଷ୍ଟାଗ୍ରାମ୍‌ରେ ସମର୍ଥକମାନଙ୍କର…

୨ଟି ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ଏହି ୫ କ୍ରିକେଟର୍‌

ପ୍ରତ୍ୟେକ କ୍ରିକେଟର ନିଜ ଦେଶ ପାଇଁ ଖେଳିବାର ସ୍ବପ୍ନ ଦେଖନ୍ତି। ତେବେ ଖୁବ୍‌ କମ୍‌ ଖେଳାଳି ଥାନ୍ତି ଯେଉଁମାନେ ଏହି ସ୍ବପ୍ନ ପୂରଣ କରିପାରନ୍ତି। ତେବେ କ୍ରିକେଟ ଇତିହାସରେ ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ନୁହେଁ…

‌ବିଦେଶରେ ରହିଛି ଏହି ଭାରତୀୟ କ୍ରିକେଟରଙ୍କ ନାଁରେ ରାସ୍ତା

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି ଏବଂ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ନାଁରେ ବିଦେଶରେ ରାସ୍ତା ରହିଛି। ଅଷ୍ଟ୍ରେଲିଆର ପଶ୍ଚିମ ମେଲବୋର୍ଣ୍ଣରେ ଏହି ରାସ୍ତାଗୁଡିକ ରହିଛି। ଏଠାରେ ଭାରତୀୟମାନେ ବହୁ ସଂଖ୍ୟାରେ ରହୁଥିବାରୁ ରାସ୍ତାଗୁଡିକ ଭାରତୀୟ…

୭ ମିନିଟ୍‌ରେ ହୋଇଥିଲେ କୋଚ୍‌

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଗ୍ୟାରୀ କର୍ଷ୍ଟେନଙ୍କର କୋଚ୍‌ ହେବାଲାଗି ଆଦୌ ଆଗ୍ରହ ନ ଥିଲା। ଏହି ପଦବୀ ପାଇଁ ସେ କେବେ ଆବେଦନ ମଧ୍ୟ କରି ନ ଥିଲେ। ମାତ୍ର କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ଉଦ୍ୟମ ଯୋଗୁ ତାଙ୍କୁ ୭ ମିନିଟ୍‌ରେ ହାଇପ୍ରୋଫାଇଲ…

ଘରୋଇ କ୍ରିକେଟ ଖେଳିବାକୁ ଚାହାନ୍ତି କନେରିଆ

କରାଚୀ, ୧୫ା୬ (ପି.ଟି.)-ପୂର୍ବତନ ପାକିସ୍ତାନର ପୂର୍ବତନ ସ୍ପିନର ଡାନିଶ କନେରିଆ ୨୦୧୩ରେ ତାଙ୍କ ଉପରେ ଲାଗୁ କରାରାଇଥିବା ଆଜୀବନ ବାସନ୍ଦ ଦଣ୍ଡକୁ ଉଠାଇ ଦେବାଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଅନୁରୋଧ କରିଛନ୍ତି। ସ୍ପଟ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ…

ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି ମ୍ୟାଚ୍‌ ନେଇ ଭାରତୀୟ କ୍ରିକେଟର ଇରଫାନ୍‌ ପଠାନ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଇରଫାନ୍‌ କହିଛନ୍ତି…

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ କ୍ରିକେଟର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଡିପ୍ରେସନର ଶିକାର ହୋଇ ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ବଲିଉଡ୍‌ଠାରୁ କ୍ରୀଡାଜଗତର ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ରବିନ୍‌ ଉଥାପ୍ପା।…

‘ଅମ୍ଫନ୍‌’ ପ୍ରଭାବିତ ୧୦ ହଜାର ପରିବାରଙ୍କୁ ସହାୟତା କରୁଛନ୍ତି ସୌରଭ ଗାଙ୍ଗୁଲି

ଗତ ମାସରେ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଯୋଗୁ ପଶ୍ଚିମବଙ୍ଗରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ଯିବାର ପ୍ରାୟ ମାନେ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ଅବସ୍ଥା ସୁଧୁରି ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବିସିସିଆଇ ସଭାପତି ସୌରଭ…

ସୁଶାନ୍ତଙ୍କ ବ୍ୟାଟିଂର ପ୍ରଶଂସକ ଥିଲେ ସଚିନ ତେନ୍ଦୁଲକର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରିକେଟ ଜଗତ ମଧ୍ୟ ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି। ଅଭିନେତା ହୋଇଥିଲେ ମଧ୍ୟ ଜଣେ ଭଲ କ୍ରିକେଟର ଥିଲେ ସୁଶାନ୍ତ। ଏଥିପାଇଁ ଏମଏସ ଧୋନୀଙ୍କ ବାୟୋପିକରେ ଧୋନୀଙ୍କ…

ଧୋନୀଙ୍କ ପାଇଁ କବିତା ଲେଖିଲେ ଜାଡେଜା

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟର ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା…

ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ: ଜୋକୋଭିଚ୍‌ଙ୍କ ଡବଲ ପରାଜୟ

ବେଲଗ୍ରେଡ, ୧୫।୬: ଏଠାରେ ଆରମ୍ଭ ହୋଇଥିବା ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଅନୁଷ୍ଠିତ ୨ଟିଯାକ ମ୍ୟାଚ ହାରି ଯାଇଛନ୍ତି ବିଶ୍ୱର ନମ୍ବରଓ୍ବାନ ଖେଳାଳି ନୋଭାକ୍‌ ଜୋକୋଭିଚ୍‌। ସର୍ବୀୟ ସାଥୀ ଖେଳାଳି ଭିକ୍ଟର ଟ୍ରୋଇକି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?