Posted inଖେଳ

ଘରେ ରହି ସ୍ବାମୀଙ୍କୁ ଏମିତି ଚିୟର କରୁଛନ୍ତି ନତାଶା

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଖେଳିବା ପାଇଁ ଦୁବାଇ ଯାଇଛନ୍ତି। ଦୁହେଁ ପରସ୍ପରଠାରୁ ବହୁତ ଦୂରରେ ଥିଲେ ମଧ୍ୟ ନତାଶା ତାଙ୍କ ପୁଅ ସହିତ ହାର୍ଦ୍ଦିକଙ୍କ ମନୋବଳ ବଢାଇବାକୁ ପଛାଇ ନାହାନ୍ତି। ସେ ଘରେ ଥାଇ ଫଟୋ ମାଧ୍ୟମରେ ହାର୍ଦ୍ଦିକ ଏବଂ ତାଙ୍କ ଦଳକୁ ଉତ୍ସାହିତ କରୁଛନ୍ତି। ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ପାଣ୍ଡ୍ୟାଙ୍କୁ ଚିୟର କରିବା ପାଇଁ ଆଗେଇ ଆସିଥିଲେ ନତାଶା। ସେ କେଳରେ ପୁକୁ ଧରି ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ନଜର ଆସିଥିଲେ। ନତାଶାଙ୍କ ବ୍ୟତୀତ ହାର୍ଦ୍ଦିକଙ୍କ ଭାଇ ବୈଭବ ପାଣ୍ଡ୍ୟା ମଧ୍ୟ ତାଙ୍କ ଦୁଇ ଭାଇଙ୍କୁ ଉତ୍ସାହିତ କରିଛନ୍ତି। ସେ ପରିବାର ସହିତ ଇନଷ୍ଟାଗ୍ରାମ ଷ୍ଟୋରୀ ଲାଇଭ ଚାଟିଂରେ ଭିଡିଓ ସେୟାର କରିଛନ୍ତି। ପୁଅ ଜନ୍ମହେବାର କିଛି ଦିନ ପରେ ହାର୍ଦ୍ଦିକ ଦୁବାଇ ଯାଇଥିଲେ। ହାର୍ଦ୍ଦିକ ନତାଶା ଏବଂ ତାଙ୍କ ପୁଅକୁ ବହୁତ ମିସ କରୁଛନ୍ତି। କିଛିଦିନ ପୂର୍ବରୁ ନତାଶା ଏବଂ ପୁଅ ସହ କଥା ହେଉଥିବା ଅନଲାଇନ ଭିଡିଓ କଲର ସ୍କ୍ରିନସଟ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର...

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ,୩୦।୧୧(ପି.ଟି.): କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି...

ଏଆଇଏଫ୍‌ଏଫ୍‌ର ଫିଟ୍‌ନେସ୍‌ ଅଭିଯାନ ଭିଡିଓ ହେଲା ଲୋକପ୍ରିୟ

ନୂଆଦିଲ୍ଲୀ,୨୮।୪ (ପି.ଟି.): କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପ୍ରଶଂସକଙ୍କ ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଫିଟ୍‌ସେନ...

ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍‌

ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ...

ସୁନ୍ଦରଙ୍କ ଲଟେରି: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାହାରିଲେ ଏହି ପ୍ରମୁଖ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୧: ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଛନ୍ତି। ସମୟରେ ଫିଟ୍‌ ହେଉ ନ ଥିବା...

ଟସ୍‌ ପରେ ଜାଣିଶୁଣି ହୋଲ୍ଡରଙ୍କ ସହ ହାତ ମିଳାଇଲେ ଷ୍ଟୋକ୍ସ

ସାଉଥାମ୍ପଟନ, ୯।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ବୁଧବାରଠାରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିସହ ଦୀର୍ଘ...

ଜାଭୋନାରେଭା-ସିଗ୍‌ମଣ୍ଡ ଚାମ୍ପିୟନ

ନ୍ୟୁୟର୍କ,୧୩।୯(ଏପି): ୟୁଏସ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଭେରା ଜାଭୋନାରେଭା ଓ ଲଉରା ସିଗ୍‌ମଣ୍ଡ ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଣସିଡ୍‌...

ଚାମ୍ପିୟନଙ୍କ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ

ଢାକା,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ବାଂଲାଦେଶ ଚାମ୍ପିୟନ ହୋଇଛି। ଯେକୌଣସି ସ୍ତରରେ ବାଂଲାଦେଶ ପାଇଁ ଏହା ପ୍ରଥମ...

Advertisement
Archives

Model This Week