Posted inଖେଳ

ଏଲ୍‌ପିଏଲ୍‌ ପୂର୍ବରୁ ତନ୍‌ଭୀର, ରବିନ୍ଦରପାଲ ପଜିଟିଭ୍‌

କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍‌ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡ୍‌ ଟେଷ୍ଟରେ ପଜିଟିଭ୍‌ ହୋଇଛନ୍ତି। ଟି୨୦ ଇଭେଣ୍ଟ ଖେଳିବା ଲାଗି କାଣ୍ଡି ଟସ୍କର୍ସ ଫ୍ରାଞ୍ଚାଇଜ୍‌ର ତନଭୀର ଏବଂ କଲମ୍ବୋ କିଙ୍ଗ୍ସର ରବିନ୍ଦରପାଲ ଶ୍ରୀଲଙ୍କାରେ ପହଞ୍ଚତ୍ବା ପରେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା। ପାକିସ୍ତାନର ଓ୍ବାହାବ ରିଆଜ ଓ ଇଂଲଣ୍ଡର ଲିଆମ୍‌ ପ୍ଲଙ୍କେଟ ଓହରିଯିବା ପରେ ତନବୀର ବଦଳ ଖେଳାଳି ଭାବେ ଟୁର୍ନାମେଣ୍ଟରେ ଖେଳିବା ଲାଗି ଆସିଥିଲେ। ଉଭୟ ତନଭୀର ଓ ରବିନ୍ଦରପାଲ ଅତି କମ୍‌ରେ ଦୁଇ ସପ୍ତାହ ଆଇସୋଲେଶନରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ : ଫାଇନାଲରେ ସୁନ୍ଦରଗଡ଼, କଟକ

ସୁନ୍ଦରଗଡ଼, ୧୩।୨ (ଡି.ଏନ୍‌.ଏ.) – ସୁନ୍ଦରଗଡ଼ଠାରେ ଚାଲିଥିବା ସାହାଣୀ କପ୍‌ ଫୁଟବଲ୍‌ର ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ବିଜୟୀ ହୋଇ ସୁନ୍ଦରଗଡ଼ ଓ କଟକ ଦଳ ଫାଇନାଲରେ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୭ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଭାରତର ଅଧିନାୟକ ଅଲ୍‌ରାଉଣ୍ଡର ହାର୍ଦ୍ଦିକ...

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଭାରତକୁ ୩୭୫ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ସିଡନୀ,୨୭।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ସିଡନୀରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ଭାରତୁ ୩୭୫ରନର ବିଶାଳ...

ଜାଡେଜାଙ୍କ ଅପେକ୍ଷାରେ ମାଇଲଷ୍ଟୋନ

ବାଙ୍ଗାଲୋର,୧୧।୩: ଶନିବାର ଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବା-ରାତ୍ର ଟେଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ବଡ଼ ବ୍ୟକ୍ତିଗତ...

ଘରୁ ୩ ମାସ ବାହାରି ପାରିବେନି ଫୁଟ୍‌ବଲର

ବେଲ୍‌ଗ୍ରେଡ୍‌ (ସର୍ବିୟା), ୬ା୪ (ଏପି)- ମହାମାରୀ କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ଜାରି ହୋଇଥିବା କର୍ଫ୍ୟୁ ଅମାନ୍ୟ କରିବା ଅଭିଯୋଗରେ ସର୍ବୀୟ ଫୁଟ୍‌ବଲ ଖେଳାଳି...

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ: ଜାଣନ୍ତୁ କାହିଁକି

ଆଜିକାଲି ବିଶ୍ୱ କ୍ରିକେଟରେ ଅଧିକାଂଶ ଦିନିକିଆ ମ୍ୟାଚ୍‌ ଡେ’ ନାଇଟ୍‌ ଖେଳାଯାଉଛି। କିନ୍ତୁ ୩୭ ବର୍ଷ ପୂର୍ବେ, ଏପରି ଜିନିଷ କେବଳ କଳ୍ପନା ମଧ୍ୟ କରାଯାଉ...

ମହିଳା ଫିଫା ବିଶ୍ୱକପ୍‌: କ୍ୱାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ

ପ୍ୟାରିସ,୨୩ା୬(ଏଏଫ୍‌ପି): ମହିଳା ଫିଫା ବିଶ୍ୱକପ୍‌ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆମାଣ୍ଡିନେ ହେନ୍‌ରୀଙ୍କ ଗୋଲ ଯୋଗୁ...

Advertisement
Archives

Model This Week