Posted inଖେଳ

ଆଜି ସଚିନଙ୍କ ପାଇଁ ସ୍ମରଣୀୟ ଦିନ

ଭାରତୀୟ କ୍ରିକେଟରେ ଯେତେବେଳେ କୌଣସି ମହାନ ବ୍ୟାଟ୍ସମ୍ୟାନ୍‌ ବିଷୟରେ କୁହାଯାଏ ସର୍ବପ୍ରଥମେ ନାମ ଆସିଥାଏ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ। ସେ କେବଳ ନିଜ ଖେଳ ପାଇଁ ପ୍ରଶଂସକଙ୍କ ହୃଦୟ ଜିଣି ନାହାନ୍ତି ବରଂ ଭାରତୀୟ କ୍ରିକେଟକୁ ବହୁତ ଉପରକୁ ନେଇପାରିଛନ୍ତି। ଯେତେବେଳେ ବି ସଚିନଙ୍କ କଥା ଆସେ, ସର୍ବପ୍ରଥମେ ତାଙ୍କର ଭଲ ଇନିଂସ ବିଷୟରେ ଉଲ୍ଲେଖ କରାଯାଇଥାଏ। ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ପ୍ରଶଂସକମାନେ ଉତ୍ସାହର ସହ ଦେଖିଥାନ୍ତି। ତେବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ଅର୍ଥାତ୍‌ ୧୮ ଡିସେମ୍ବର, ୧୯୮୯ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ପାକିସ୍ତାନ ଗୁଜନାଓ୍ବାଲା ସହରର ‘ଜିନ୍ନା ଷ୍ଟାଡିୟମ୍‌’ ରେ ଯେତେବେଳେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା, ସେତେବେଳେ ସମସ୍ତଙ୍କର ନଜର କେବଳ ସେହି ୧୬ ବର୍ଷ ବାଳକ ଉପରେ ଥିଲା। କିନ୍ତୁ ଏହି ମ୍ୟାଚ୍‌ ସଚିନଙ୍କ ପାଇଁ ଭଲ ନ ଥିଲା। ଏହି ଦିନ ପାକିସ୍ତାନ ବିପକ୍ଷରେ ପ୍ରଥମ ଥର ପାଇଁ ଏକଦିବସୀୟ ମ୍ୟାଚ୍‌ ଖେଳି ଶୂନରେ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଦେଶର ମୁଖ୍ୟ କୋଚ୍‌ ହେବେ ଜଣ୍ଟି ରୋଡ୍ସ

ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ...

୫୦ ବଲରେ ଶେଷ ହେଲା ମ୍ୟାଚ୍‌

ଶାରଜା,୫।୧୦: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୧.୪ ଓଭର ପୂର୍ବରୁ ହାତରେ ୮ ଉଇକେଟ ଥାଇ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ...

ଝିଅ ହେବା ପରେ ଟୁଇଟର୍‌ ବାୟୋ ପରିବର୍ତ୍ତନ କଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଜାନୁଆରୀ ୧୧ରେ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

ଜାମସେଦପୁରକୁ ହରାଇଲା ଇଷ୍ଟବେଙ୍ଗଲ

ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍‌ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ହରାଇ ଦେଇଛି।...

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୧୮।୪- ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଗୁରୁବାର ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଲାଗି...

ଗେଲ, ମାଲିଙ୍ଗାଙ୍କୁ କେହି କିଣିଲେ ନାହିଁ

ଲଣ୍ଡନ,୨୧।୧୦- ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡ୍ରେଡ୍‌’ ପାଇଁ ରବିବାର ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାଁଙ୍କୁ ପ୍ରଥମେ...

ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ

କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ...

Advertisement
Archives

Model This Week