Posted inଖେଳ

ସିଡନୀରେ ପନ୍ତଙ୍କ ବ୍ୟାଟିଂ ଗାର୍ଡ ଘୋଡାଇବା ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ସ୍ମିଥ୍‌: କହିଲେ..

ବ୍ରିସ୍‌ବେନ୍‌,୧୩।୧: ଭାରତ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ସିରିଜର ତୃତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟିଂ ଗାର୍ଡକୁ ଗୋଡରେ ଘୋଡାଉଥିବାର ନଜର ଆସିଥିଲେ ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଅଧିନାୟକ ଟିମ୍‌ ପେନ୍‌ ଖେଳାଳିଙ୍କ ସମର୍ଥନ କରିଥିଲେ। ହେଲେ ବେଳକୁ ବେଳ ମାମଲା ବିବାଦ ଆଡ଼କୁ ଯାଉଥିବା ଦେଖି ସ୍ମିଥ୍‌ ନିଜର ସ୍ପଷ୍ଟିକରଣ ଦେଇଛନ୍ତି।

ଚତୁର୍ଥ ଟେଷ୍ଟ ପୂର୍ବରୁ ସ୍ମିଥ୍‌ କହିଛନ୍ତି, ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଛି। ଏଥିପାଇଁ ମୁଁ ନିରାଶ ମଧ୍ୟ ହୋଇଛି। ଖେଳିବା ସମୟରେ କେଉଁଠାରେ ଆମେ ବୋଲିଂ କରୁଛୁ ତାହା ଦେଖିବା ପାଇଁ ମୁଁ ପ୍ରାୟତଃ ସେହିଭଳି କରିଥାଏ। କ୍ରିଜ୍‌ର ମଧ୍ୟଭାଗ ନିରୂପଣ କରିବା ମୋର ଲକ୍ଷ୍ୟ ଥିଲା ଏବଂ ବ୍ୟାଟ୍ସମ୍ୟାନ୍‌ କେଉଁଭଳି ବ୍ୟାଟିଂ କରୁଛନ୍ତି ତାହା ଜାଣିବା ପାଇଁ ପାଦରେ ଚିହ୍ନ ଦେଉଥିବା ସେ କହିଛନ୍ତି।

ତେବେ ଘଟଣାକୁ ନେଇ କଙ୍ଗାରୁ ଟିମ୍‌ର କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ମଧ୍ୟ ଏହାକୁ ଖରାପ ଭାବନା ବୋଲି କହିଛନ୍ତି। ଜଣେ ଖେଳାଳିଙ୍କ ଖେଳ ପ୍ରତି ଥିବା ଭାବନା ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ। ସ୍ମିଥ୍‌ଙ୍କ ବିଷୟରେ ଏଭଳି ଜିନିଷକୁ ସେ ବିଶ୍ୱାସ କରନ୍ତି ନାହିଁ। ଯିଏ ତାଙ୍କୁ ଜାଣନ୍ତି, ସେ ସବୁବେଳେ ପଡ଼ିଆରେ ସେଭଳି କରନ୍ତି ବୋଲି ଜାଣନ୍ତୁ। ଦଳକୁ ଫେରିବା ପରେ ତାଙ୍କର ଆଚରଣ ଭଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri