Posted inଖେଳ

ସିଏସ୍‌ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା

ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍‌ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର ଏକ ବଚସା ହୋଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜର୍ନାଲିଷ୍ଟ ଜଣକ ୟାକୁବଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ଜବାବ ମାଗିଥିଲେ। ଏହାପରେ ସେହି ଜର୍ନାଲିଷ୍ଟ ଜଣଙ୍କୁ ବାରମ୍ବାର ଅପମାନିତ କରିଥିଲେ ୟାକୁବ। ଦକ୍ଷିଣ ଆଫ୍ରିକା କ୍ରୀଡ଼ାମନ୍ତ୍ରୀ ନାଥି ଏମ୍‌ଥେଥ୍ବା ସିଏସ୍‌ଏ ବୋର୍ଡର ଜଣେ କାମଚଳା ସଦସ୍ୟ ଷ୍ଟାଭ୍ରୋସ୍‌ ନିକୋଲାଓଙ୍କୁ ଏହି ପଦବୀ ସମ୍ଭାଳିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ...

ନୂଆ ବିସିସିଆଇ ବସ୍‌

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଜଣେ କ୍ରିକେଟର ଓ ଅଧିନାୟକ...

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ, ୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଧାର୍ଯ୍ୟ ୫୦...

ବିରାଟ କୋହଲିଙ୍କ ହାତ ଖାଲି

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ। ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ...

ଚେନ୍ନାଇ ବିପକ୍ଷରେ ଟସ୍‌ ଜିତିଲା ଗୁଜରାଟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ ଭେଟୁଛି। ଗୁଜରାଟ୍‌ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ...

୪୪ ବର୍ଷ ପୂର୍ବେ ଷ୍ଟାଡିୟମରେ ପଶି ଏହି ଭାରତୀୟ ଖେଳାଳିଙ୍କୁ ଚୁମ୍ବନ ଦେଇଥିଲେ ଶାଢ଼ି ପିନ୍ଧା ମହିଳା

ଏବେ ସୋସିଆଲ ମିଡିଆରେ ଶାଢ଼ି ଟ୍ରେଣ୍ଡ୍‌ ଚାଲିଛି। ସେଲିବ୍ରିଟିମାନେ ଶାଢ଼ି ପିନ୍ଧି ଫଟୋ ଶେୟାର କରୁଛନ୍ତି। ଏସବୁ ଭିତରେ ଏବେ ଏକ ଶାଢ଼ି ପିନ୍ଧା ମହିଳାଙ୍କ...

ସେମିଫାଇନାଲ ମ୍ୟାଚ୍‌ ହାରିବା ପରେ ଅଧିନାୟକଙ୍କ ସହ କଥା ହେଲେ ମୋଦି

ଟୋକିଓ,୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ସ୍ବର୍ଣ୍ଣ ଜିତିବା ଆଶା ଭାଙ୍ଗିଯାଇଛି। ବେଲଜିୟମ ପ୍ରଥମ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳକୁ ୨-୫ରେ...

ଧୋନୀଙ୍କୁ ପଛରେ ପକାଇବେ ଡି ଭିଲର୍ସ

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହେବ।...

Advertisement
Archives

Model This Week