ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ

ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ ସ୍କୋର ହୋଇପାରି ନ ଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ପେନ୍‌ ଷ୍ଟ୍ରାଇକର ଆଡ୍ରିଆନା ସାଣ୍ଟାନା ୫୮ତମ ମିନିଟ୍‌ରେ…

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ବୃହତ୍‌ ବିଜୟ

ମାଉଣ୍ଟ ମାଉନ୍‌ଗାନୁଇ,୩୧।୧୨(ଏପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ୧୦୧ ରନରେ ବିଜୟ ହାସଲ କରିଛି। ଦୁଇ ମ୍ୟାଚବିଶିଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସର ୧୨୯ ରନର…

ସିଡ୍‌ନୀ ଟେଷ୍ଟ: ଅଷ୍ଟ୍ରେଲିଆ ଦଳରେ ଓ୍ବାର୍ନର, ପୁକୋଭସ୍କି

ମେଲବୋର୍ନ, ୩୦।୧୨- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବନର୍‌ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର ଓ ଓ୍ବିଲ୍‌ ପୁକୋଭସ୍କିଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରଥମ ଦୁଇ ଟେଷ୍ଟର ୪ ଇନିଂସରେ…

କ୍ରିକେଟ ଟୁର୍ନାମେଣ୍ଟ: ଅଙ୍କରିଆପଦର ଚାମ୍ପିୟନ

ଲୋଇସିଂହା,୩୦।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲିଠାରେ ଚାଳିଥିବା ଜୟ ବାରପାହାଡ଼ ବୁଢା କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ୧୩ ରନ୍‌ରେ କଦଳୀପାଲି ଦଳକୁ ହରାଇ ଅଙ୍କରିଆପଦର ଦଳ ବିଜୟୀ ହୋଇଥିଲା।…

ଗଣେଶ କ୍ରିକେଟ ଟୁର୍ନାମେଣ୍ଟ: ସରଗଡ଼ା ଚାମ୍ପିୟନ

ଗୁଡଭେଲା, ୩୦।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଡୁଙ୍ଗିବାହାଲ ଗ୍ରାମ ଖେଳପଡ଼ିଆରେ ଚାଲିଥିବା ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଶେଷ ହୋଇଛି। ଫାଇନାଲ ଖେଳ ସରଗଡ଼ା ଓ ଥାଳବନ୍ଧ ମଧ୍ୟରେ ହୋଇଥିଲା। ୧୦ ଓଭର ଖେଳରେ ଟସ୍‌ ଜିତି ସରଗଡା ପ୍ରଥମେ…

ଟିମ୍‌ ଇଣ୍ଡିଆରେ ଯୋଗଦେଲେ ରୋହିତ

ମେଲବୋର୍ନ,୩୦ା୧୨- ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ ଶେଷ କରିଛନ୍ତି। ଭାରତୀୟ ଦଳରେ ବୁଧବାର ଯୋଗ ଦେଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଆଇପିଏଲ ପରଠୁ କ୍ରିକେଟରୁ ଦୂରେଇ ରହିଥିବା ରୋହିତ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଛନ୍ତି…

ନଟରାଜନଙ୍କୁ ମିଳିପାରେ ଟେଷ୍ଟ ପଦାର୍ପଣ ସୁଯୋଗ

ସିଡ୍‌ନୀ,୩୦ା୧୨- ଚଳିତ ଅଷ୍ଟ୍ରେଲିଆ ସିରିଜ୍‌ରେ ଦିନିକିଆ ଓ ଟି୨୦ ଫର୍ମାଟରେ ପଦାର୍ପଣ କରିଥିବା ତାମିଲନାଡୁର ଉଦୀୟମାନ ପେସର ଟି. ନଟରାଜନଙ୍କୁ ଏବେ ଟେଷ୍ଟ ଫର୍ମାଟରେ ମଧ୍ୟ ସୁଯୋଗ ମିଳିପାରେ। ସିଡ୍‌ନୀଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଟେଷ୍ଟ…

ଦୁର୍ଘଟଣାର ଶିକାର ହେଲେ ଭାରତର ଏହି ପୂର୍ବତନ ଅଧିନାୟକ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ମହମ୍ମଦ ଆଝାରୁଦ୍ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ହେଲେ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇ ନାହିଁ। ରାଜସ୍ଥାନର ଲାଲସୋଟ-କୋଟା ହାଇୱେରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ…

ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ

ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍‌ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍‌ଚାର୍ଜ ସିଟି ରବିଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ୧୭ ବର୍ଷ ବୟସରେ ଓ୍ବେଷ୍ଟଇଣ୍ଡିଜ୍‌…

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ,୩୦ା୧୨- ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳିବା ଦୌଡ଼ରେ ରହିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ନ ଟେଷ୍ଟ ଜିତିବା ପରେ ଭାରତୀୟ ଦଳ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି।…

ନିଜକୁ ସମ୍ମାନିତ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୩୦।୧୨: ଅଷ୍ଟ୍ରେଲିଆ ତାରକା ଓପନର୍‌ ଡେଭିଡ ୱାର୍ନର ବର୍ଷ ଶେଷରେ ନିଜକୁ ଏକ ସୱତନ୍ତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଅଷ୍ଟ୍ରେଲୀୟ କ୍ରିକେଟର ନିଜକୁ ଦଶକର ଶ୍ରେଷ୍ଠ ପୁରୁଷ ଟିକ୍‌ଟକ୍‌ର ବୋଲି ଅଭିହିତ କରିଛନ୍ତି। ନିକଟରେ…

ଏହି କ୍ରିକେଟର୍‌ଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ, ଜାଣନ୍ତୁ କାହିଁକି

ମୁମ୍ବାଇ,୩୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଝିଅ ସମାଇରା ଆଜି ଦ୍ୱିତୀୟ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ରୋହିତ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ରୋହି ସମାଇରାଙ୍କୁ ନିଜ ଲକି ଷ୍ଟାର ମାନନ୍ତି। କାରଣ ଝିଅ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?