ଏହି କ୍ରିକେଟର୍ଙ୍କୁ ଡରୁଥିଲେ ଧୋନୀ
୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ଏହି ବିଶ୍ୱକପ୍ରେ ସେ ୪ଥର ମ୍ୟାନ୍ ଅଫ୍ ଦ…
ଘୁଞ୍ଚିଲା ଭାରତୀୟ ମହିଳା ଦଳର ଅଷ୍ଟ୍ରେଲିଆ ଗସ୍ତ
ମେଲବୋର୍ନ,୩୧।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଗୁରୁବାର କୁହାଯାଇଛି। ଫଳରେ କୋଭିଡ୍-୧୯ କାରଣରୁ ଭାରତୀୟ ମହିଳା ଦଳ ଦୀର୍ଘ ଦିନ ହେଲା ପଡ଼ିଆରୁ ଦୂରେଇ ରହିଛି। ଭାରତୀୟ…
ଜୋତାକୁ ହାର କରି ବେକରେ ପିନ୍ଧିଲେ ଏହି ପ୍ରସିଦ୍ଧ ଖେଳାଳି
ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟର। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସାଙ୍ଗକୁ ଷ୍ଟାଇଲିସ୍ ଖେଳାଳି ମଧ୍ୟ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରଶଂସକ ତାଲିକା ୩.୬ ମିଲିୟନରୁ ଊର୍ଦ୍ଧ୍ୱ ହେବ। ଶ୍ରେୟସଙ୍କ ପ୍ରତ୍ୟେକ…
ମାନିଲା ଅଷ୍ଟ୍ରେଲିଆ! ଭାରତୀୟ ଦଳର ଏହି ରଣନୀତି ଯୋଗୁ ଅଡୁଆରେ ସ୍ମିଥ୍-ମାର୍ନସ
ମେଲବୋର୍ନ,୩୧।୧୨: ଆଡିଲେଡ୍ରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ମେଲବୋର୍ନରେ ଜିତି ପ୍ରତିଶୋଧ ନେଇଛି ଭାରତୀୟ ଟିମ୍। ବିଶେଷକରି ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁସେନଙ୍କ ଭଳି ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଦଳ ଆପଣାଇଥିବା ରଣନୀତି ଫଳପ୍ରଦ ହୋଇଛି ବୋଲି ଘରୋଇ…
ପରଲୋକରେ ହକି ତାରକା ମାଇକେଲ କିଣ୍ଡୋ
ରାଉରକେଲା, ୩୧।୧୨-ଓଡିଶାର ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ଗୁରୁବାର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ସେ ରାଉରକେଲା ଆଇଜିଏଚରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଣ୍ଡୋ ବହୁବର୍ଷ ଧରି ଭାରତୀୟ…
ଶାର୍ଦ୍ଦୁଳ ଠାକୁରଙ୍କୁ ସିଡ୍ନୀରେ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୩୧ା୧୨- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ଭାରତୀୟ ପେସର ଉମେଶ ଯାଦବ । ତାଙ୍କ ବଦଳରେ ସିଡ୍ନୀଠାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଉଦୀୟମାନ ପେସର ଟି. ନଟରାଜନଙ୍କୁ ନୁହେଁ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ…
ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’
ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ସବୁଆଡ଼େ ଭାରତୀୟ ଦଳର ପ୍ରଶଂସା ହେଉଛି। ବିଶେଷ କରି ଏହି ବିଜୟ ପରେ ଆଜିଙ୍କ୍ୟ ରାହାନେଙ୍କୁ…
ଅଭ୍ୟାସ ଆରମ୍ଭ କଲେ ହିଟ୍ମ୍ୟାନ୍: ବିସିସିଆଇ କହିଲା ‘ଇଞ୍ଜିନ୍ ଷ୍ଟାଟ୍ ହେବାକୁ ଯାଉଛି…’
ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍ମ୍ୟାନ୍ ରୋହିତ ଶର୍ମା ସୁସ୍ଥ ହୋଇ ଟିମ୍ ସହ ଯୋଡ଼ଇ ହୋଇଛନ୍ତି। ଗୁରୁବାର ସେ ଅଭ୍ୟାସ କରିଥିବା ନେଇ…
ଏହି କ୍ରିକେଟର୍ଙ୍କ କାର୍ ଓଲଟିଲା
ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା ମେଗା ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା। ଆଜାରୁଦ୍ଦିନ୍ ନିଜ ପରିବାର ସହ ରଣନ୍ଥମ୍ବୋର ଭବନ…
ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ହେଲେ କେନ୍ ଓ୍ବିଲିୟମସନ, କୋହଲି ଏହି ସ୍ଥାନରେ
ଦୁବାଇ,୩୧।୧୨: ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ୍। ସେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଷ୍ଟିଭ୍ ସ୍ମିଥ୍ଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ…
ଭାରତୀୟ ଦଳ ପାଇଁ ଖରାପ ଖବର: ଭାରତ ଫେରିଲେ ଏହି କ୍ରିକେଟର୍
ମେଲବୋର୍ନ,୩୧।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ବିଜୟ ହାସଲ କରିଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ହୋଇଛି। ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର…
ରୋହିତ ଶର୍ମାଙ୍କୁ କୋଳାଗ୍ରତ କରି ସ୍ବାଗତ କଲେ ସାଥୀ ଖେଳାଳି, କିନ୍ତୁ କୋଚ୍ ମାରିଲେ ଏମିତି କମେଣ୍ଟ
ସିଡନୀ,୩୧।୧୨: ହିଟ୍ମ୍ୟାନ୍ ରୋହିତ୍ ଶର୍ମା ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି। ଗୋଟିଏ ପଟେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଖେଳାଳିମାନେ କୋଳାଗ୍ରତ କରି…

