ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୬।୧: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ କପିଲ ଦେବଙ୍କ ଆଜି ହେଉଛି ୬୨ତମ ଜନ୍ମଦିନ। ଏହି ଅବସରରେ ଇଣ୍ଡିଆନ୍ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ଏହି ପ୍ରଥମ ଅଧିନାୟକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ କପିଲ ଅନୁଶାସନକୁ ବ୍ରତ କରିଥିଲେ।…
ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି ଗାଙ୍ଗୁଲି
କୋଲକାତା,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି। ବୁଧବାର ପରିବର୍ତ୍ତେ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ସେ ବର୍ତ୍ତମାନ କୋଲକାତାର ଉଡ୍ଲ୍ୟାଣ୍ଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସାମାନ୍ୟ ହୃଦ୍ଘାତରେ ପୀଡିତ…
ଆଦାନୀ ଓ୍ବିଲ୍ମର ବିଜ୍ଞାପନରୁ ବାଦ୍ ପଡିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୬।୧: ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍ଘାତର ଶିକାର ହେବାର ୩ ଦିନ ପରେ ଆଦାନୀ ଓ୍ବିଲ୍ମର ଲିମିଟେଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି କମ୍ପାନୀ ଗାଙ୍ଗୁଲିଙ୍କ ସହିତ…
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଟାଇଗର୍ସ ୨୯ ରନରେ ବିଜୟୀ
ଭୁବନେଶ୍ୱର,୬।୧(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଟି୨୦ କ୍ରିକେଟ ଲିଗ୍ରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଟାଇଗର୍ସ ୨୯ ରନରେ ଓଡ଼ିଶା ଚିତାସ୍କୁ ପରାସ୍ତ କରିଛି। ମଙ୍ଗଳବାର ଟୁର୍ନାମେଣ୍ଟରେ ୧୯ତମ ମ୍ୟାଚ୍ରେ ଟସ୍ ଜିତି ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦…
୬୨ ବର୍ଷରେ ପାଦ ଦେଲେ କପିଲ୍ ଦେବ: ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଥିଲେ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୬।୧: ଅଲ୍ରାଉଣ୍ଡର କ୍ରିକେଟ୍ ତାରକା କପିଲ୍ ଦେବଙ୍କୁ ବୁଧବାର ୬୧ ବର୍ଷ ପୂରଣ ହୋଇଛି। ସେ ୬୨ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍ ଦେବ୍ ରାମଲାଲ୍ ନିଖଞ୍ଜ୍।…
ସୁମୋ ରେସ୍ଲରଙ୍କୁ କରୋନା
ଟୋକିଓ, ୬ା୧(ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସୁମୋ ରେସ୍ଲର ହାକୁହୋ କରୋନା ସଂକ୍ରମିତ ହୋଇଛନ୍ତି। ଆଘ୍ରାଣ ଶକ୍ତି ହରାଇବାପରେ ହାକୁହୋଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ଜାପାନ ସୁମୋ ଆସୋସିଏଶନ (ଜେଏସ୍ଏ) କହିଛି। ମଙ୍ଗୋଲିଆରେ ଜନ୍ମିତ ଏହି ୩୫ବର୍ଷୀୟ ସୁମୋ ରେସ୍ଲର ରବିବାର ଟୋକିଓଠାରେ ଆରମ୍ଭ…
ଇଣ୍ଡିଆନ ସୁପର ଲିଗ୍: ବେଙ୍ଗାଲୁରୁକୁ ହରାଇଲା ମୁମ୍ବାଇ ସିଟି
ମାର୍ଗୋଆ,୬।୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ସିଟି ୩-୧ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ମୁମ୍ବାଇ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏଥିସହିତ…
ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ
ଜୋହାନ୍ସବର୍ଗ, ୬ା୧(ଏ.ପି.)-ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଓ ଅନ୍ତିମ ଟେଷ୍ଟ ମ୍ୟାଚ ୩ ଦିନ ଭିତରେ ଶେଷ ହୋଇଛି। ଏଥିରେ ଦକ୍ଷିଣଆଫ୍ରିକା ୧୦ ଉଇକେଟରେ ବିଜୟ ଲାଭ କରିବା ସହ ସିରିଜ ୨-୦ରେ…
ଭାରତୀୟ ଟିମ୍ରେ ଏହି ଖେଳାଳିଙ୍କ ସ୍ଥାନ ନେବେ ରୋହିତ ଶର୍ମା, ଯାଦବଙ୍କ ବିକଳ୍ପ ନେଇ ଛିଣ୍ଡୁନି ଅଙ୍କ
ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଖେଳାଯିବ। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ ରୋହିତ ଶର୍ମା। ସେହିଭଳି ଉମେଶ ଯାଦବଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଏବଂ ନବଦୀପ ସାଇନିଙ୍କ ମଧ୍ୟରୁ ଜଣଙ୍କୁ ଚୟନ…
ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ : ମେଡିକାଲ
କୋଲକାତା,୫ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ। ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥିବା ଉଡଲାଣ୍ଡ୍ ମେଡିକାଲ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ତାଙ୍କୁ ବୁଧବାର ଡିସ୍ଚାର୍ଜ…
ମାଇଲଷ୍ଟୋନ ସ୍ପର୍ଶ କଲେ ଓ୍ବିଲିୟମସନ
ଖ୍ରୀଷ୍ଟଚର୍ଚ୍ଚ,୫ା୧- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ କ୍ୟାରିୟରରେ ମଙ୍ଗଳବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୩୮ ରନ୍ର ଦ୍ୱିଶତକୀୟ ପାଳି ଖେଳିଛନ୍ତି। ଏହି ଅବସରରେ ସେ ପୂରଣ କରିଛନ୍ତି…
ଅଜଗରକୁ ବେକରେ ଗୁଡାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ଚହଲ ଗୁରୁଗ୍ରାମର ରିସୋର୍ଟରେ ବିବାହ କରିଥିଲେ। ବିବାହ ପରେ ଚହଲ ଏବଂ ଧନଶ୍ରୀ ହନିମୁନ ପାଇଁ…

