ଖେଳ

ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କମିଟିରେ ରାଜେଶ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି)-କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଓଡ଼ିଶାର ରାଜେଶ ହାଁସଦା। ସମ୍ପ୍ରତି କିଟ୍‌ ଓ କିସ୍‌ରେ ଆର୍ଚେରୀ କୋଚ୍‌ଭାବେ କାର୍ଯ୍ୟରତ ରାଜେଶ ଇଷ୍ଟଜୋନ୍‌ (ଆର୍ଚେରୀ) ପାଇଁ…

ପୁକୋଭସ୍କି ଆହତ

ସିଡ୍‌ନୀ, ୧୨ା୧ (ପି.ଟି.)-ଭାରତ ବିପକ୍ଷ ତୃତୀୟ ଡ୍ର’ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଓ୍ବିଲ୍‌ ପୁକୋଭସ୍କି ଆହତ ହୋଇଛନ୍ତି। ସ୍କାନ ପାଇଁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଇଥିଲା। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ ଚତୁର୍ଥ ଦିବସ ଖେଳ ବେଳେ ଭାରତ…

କେନିନ୍‌ଙ୍କୁ ହରାଇଲେ ସାକାରି

ଆବୁଧାବି, ୧୨ା୧ (ଏପି)-ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ସୋଫିଆ କେନିନ୍‌ ସିଜନ ଆରମ୍ଭ ଆବୁଧାବି ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗ୍ରୀକ୍‌ ଖେଳାଳି ତଥା ୯ମ ସିଡ୍‌ ମାରିଆ ସାକାରି ୨-୬, ୬-୨, ୬-୦ ସେଟ୍‌ରେ କେନିନ୍‌ଙ୍କୁ ପରାସ୍ତ…

ଏସ୍‌ଆର ଅନ୍‌ଲାଇନ୍‌ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ସୋମବାର ଅନୁଷ୍ଠିତ ୨୫ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଥିଲେ।…

ଏଟିକେକୁ ହରାଇଲା ମୁମ୍ବାଇ

ଫତୋର୍ଦା, ୧୨।୧: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସୋମବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ କରିଛି। ମ୍ୟାଚର ୬୯ତମ ମିନିଟରେ ମାର୍ତୋଲୋମ୍ୟୁ ଓଗ୍‌ବେଚେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ…

ବାପୁ ନାଦକର୍ଣ୍ଣୀଙ୍କ ବିରଳ କ୍ରିକେଟ୍‌ ରେକର୍ଡ…

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ଭାରତୀୟ କ୍ରିକେଟର ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୭ ବର୍ଷ ତଳେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡର ଅଧିକାରୀ ହୋଇଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ କରି…

ପ୍ରତି ମ୍ୟାଚ୍‌ରେ କେତେ ଟଙ୍କା ରୋଜଗାର କରନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କ୍ରିକେଟରମାନଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛି। ବୋର୍ଡ ସୟଦ ମୁସ୍ତାକ ଅଲି ଟ୍ରଫି (୨୦୨୧) ପାଇଁ ଖେଳାଳିଙ୍କ ମ୍ୟାଚ ଫି ବୃଦ୍ଧି କରିଛି। ଗତ ରବିବାରଠାରୁ ମୁସ୍ତାକ…

ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ…

ପଡିଆରେ ସ୍ବାମୀଙ୍କ ସାହସ ଦେଖି ସ୍ତ୍ରୀ କହିଲେ ଗତକାଲି ରାତିରେ…

ସିଡନୀ,୧୧।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ଚେତେଶ୍ୱର ପୂଜାରା ଏବଂ ରିଷଭ ପନ୍ତଙ୍କ ଶତକୀୟ ଭାଗିଦାରୀ ପରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦୃଢ ଇନିଂସ ବଳରେ ଅଷ୍ଟ୍ରେଲିଆ…

ଭୁଲ୍‌ ହେଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଡ୍ର’ ରହିଛି। ୪୦୭ ରନ୍‌ର ବିଜୟ ଲକ୍ଷକୁ ପିଛା କରି ଭାରତ ୫ ଉଇକେଟ୍‌ ହରାଇ ୩୩୪ ରନ୍‌ କରିବାରେ ସମର୍ଥ ହୋଇଥିଲା। ଚତୁର୍ଥ ଦିନ ଭାରତ…

ହନୁମାଙ୍କ ସାହସକୁ ସଲାମ କଲା ଆଇସିସି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ ହନୁମା ବିହାରୀଙ୍କ ବଡ଼ ଅବଦାନ ରହିଛି। ହନୁମା ଏବଂ ଅଶ୍ୱିନ ୨୫୬ ବଲରୁ ୬୨…

ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇ ଦେଲେନି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହାର୍‌ ନ ମାନି ମ୍ୟାଚ୍‌କୁ ଡ୍ର’ କରିବାରେ ସକ୍ଷମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?