ଖେଳ

ଏମ୍‌ଜିଏମ୍‌ ଟି୨୦ ଲିଗ୍‌: ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ପାନ୍ଥର୍ସ ୬ ଉଇକେଟରେ ଓଡ଼ିଶା ଲାୟନ୍ସକୁ ପରାସ୍ତ କରିଛି।…

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ ଖେଳାଳିମାନେ ବେଶ୍‌ ଝାଳ ବୁହାଇଥିଲେ। ଚଳିତ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ…

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ଠାରୁ ହାରିଲା ଓଡ଼ିଶା

ବାମ୍ବୋଲିମ୍‌,୧୪।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୧ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିଠାରୁ ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ବିସାଉ- ଗୁନିଆ ସେଣ୍ଟର ଫରଓ୍ବାର୍ଡ ଇସ୍‌ମାଏଲ ଗନ୍‌କାଲ୍‌ଭ୍ସଙ୍କ ଡବଲ ଗୋଲ…

ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାଲିଫାୟର୍ସ: ଫାଇନାଲରେ ହାରିଲେ ଅଙ୍କିତା

ମେଲବୋର୍ନ,୧୪।୧(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନାଙ୍କର ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଟୁର୍ନାମେଣ୍ଟ ଖେଳିବା ଆଶା ପୁଣି ଥରେ ଧୂଳିସାତ୍‌ ହୋଇଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାଲିଫାଇଂ ଇଭେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ପରାସ୍ତ ହୋଇଛନ୍ତି। ଫଳରେ ତାଙ୍କର ଏହି…

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପିଲାଦିନର କୋଚ ତାରକ ସିହ୍ନାଙ୍କ ମୁତାବକ, କରୋନା ଯୋଗୁ ରିଷଭଙ୍କ ଓଜନ ବଢି ଯାଇଥିଲା।…

ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ

ବ୍ୟାଙ୍କକ୍‌,୧୩।୧: ବ୍ୟାଙ୍କକ୍‌ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ। ତାଙ୍କ ବ୍ୟତୀତ ପୁରୁଷ ସିଙ୍ଗଲ୍ସ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସାତ୍ୱିକସାଇରାଜ ରାନକୀ ରେଡ୍ଡୀ-ଚିରାଗ…

ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ଏହି ଦମ୍ପତ୍ତି ଏବେ ନିଜ ପ୍ରାଇଭେସି ଲାଗି…

ବିରୁଷ୍କାଙ୍କୁ ନିଆରା ବଧେଇ ଜଣାଇଲା ଅମୁଲ ଇଣ୍ଡିଆ, କାର୍ଟୁନ୍‌ କରି ଲେଖିଲା..

ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ପିତା ହୋଇଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ଉଭୟ ବିରାଟ ଏବଂ ପତ୍ନୀ ଅନୁଷ୍କାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି କ୍ରମରେ ଅମୁଲ୍‌…

ବ୍ରିସବେନରେ ଟ୍ରେନିଂ ଆରମ୍ଭ କଲା ସମସ୍ୟାରେ ଘେରି ହୋଇଥିବା ଟିମ୍‌ ଇଣ୍ଡିଆ

ବ୍ରିସବେନ,୧୩।୧: ଆହତ ସମସ୍ୟାରେ ଘେରି ହୋଇଥିବା ଟିମ୍‌ ଇଣ୍ଡିଆ ବ୍ରିସବେନ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୧ ଫିଟ୍‌ ଖେଳାଳିଙ୍କୁ ନେଇ ଫିଲ୍ଡ ଓହ୍ଲାଇବାକୁ ଲକ୍ଷ୍ୟ ରଖି ବୁଧବାର ଟ୍ରେନିଂ…

୩୫୦ ବଲ୍‌ ଖେଳି ସବୁଠାରୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଏବେ ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୩।୧: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ। ହେଲେ କିଛି ଖେଳାଳି ବହୁତ ଧିର ଖେଳନ୍ତି। ସେଭଳି କିଛି ଖେଳାଳି ଅଛନ୍ତି ଯେଉଁମାନେ ଧିର…

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସ୍‌ବେନ୍‌,୧୩।୧: ଭାରତୀୟ ଦଳ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସିଡନୀ ଟେଷ୍ଟରେ ଡେବ୍ୟୁ କରିଥିବା ୱିଲ ପୁକୋସ୍କି ଶେଷ ଟେଷ୍ଟରୁ ବାଦ୍‌ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। କୋଚ…

ଏହି ଖେଳାଳିଙ୍କୁ ବଡ ଭାଇ ଆଖ୍ୟା ଦେଲେ ହନୁମା ବିହାରୀ

ବ୍ରିସବେନ୍‌,୧୩।୧: ସିଡନୀ ଟେଷ୍ଟର ଶେଷ ଦିନରେ ଆର.ଅଶ୍ୱିନଙ୍କ ସହ ଦୃଢ ଇନିଂସ ଖେଳି ଭାରତକୁ ପରାଜୟରୁ ରକ୍ଷା କରିଥିଲେ ହନୁମା ବିହାରୀ। ସିଡନୀ ଟେଷ୍ଟର ପଞ୍ଚମ ଦିନରେ ୪୦୭ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ରିଷଭ ପନ୍ତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?