୧୪୬ ରନ୍ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍, ଭାଙ୍ଗିଲେ ଅନେକ ରେକର୍ଡ
ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍ରେ ୧୪୬ ରନ୍ କରି ନିଜ ଟିମ୍କୁ ଜିତାଇଛନ୍ତି। ଏହି ବିସ୍ଫୋରକ ପାଳିରେ ସେ ମାତ୍ର ୨୩ଟି ବଲ୍ରୁ…
ଭାଜପା ଏମ୍ପିଙ୍କୁ ମୁହଁତୋଡ଼ ଜବାବ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍, ସେହ୍ବାଗ ନେଲେ ମଜା
ବ୍ରିସବେନ୍,୧୪।୧: ସିଡନୀ ଟେଷ୍ଟରେ ଭାରତକୁ ପରାଜୟରୁ ରକ୍ଷା କରିଥିବା ହନୁମା ବିହାରୀ ଭାଜପା ଏମ୍ପି ତଥା ବଲିଉଡ୍ର ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିଓଙ୍କୁ କଡା ଜବାବ ଦେଇଛନ୍ତି। ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଏହାର ମଜା ନେଇଥିଲେ।…
ମାୟାନଗରୀ ବାହାରିଲେ ଧୋନୀ
ରାଞ୍ଚି,୧୪।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିରୁ ମାୟାନଗରୀ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନିର୍ମାଣାଧୀନ ବଙ୍ଗଳାର ନିରୀକ୍ଷଣ କରିବାକୁ ଯାଇଛନ୍ତି। ମାହି କିଛିଦିନ ପୂର୍ବରୁ ଦୁବାଇରୁ ଛୁଟି ମନାଇ ଫେରିଥିଲେ। ରାଞ୍ଚିରେ ଥିବା…
ମାତ୍ର ୩୮ ବଲ୍ରେ ଏମିତି କାରନାମା କଲେ ମହିଳା କ୍ରିକେଟର୍
ଅକଲାଣ୍ଡ,୧୪।୧: ନ୍ୟୁଜିଲାଣ୍ଡର ତାରକା ମହିଳା କ୍ରିକେଟର ସୋଫି ଡିଭାଇନ ଇତିହାସ ସୃଷ୍ଟି କରିଛନ୍ତି। ମହିଳା ଟି -୨୦ କ୍ରିକେଟ ଇତିହାସରେ ଦ୍ରୁତତମ ଶତକ ସୃଷ୍ଟି କରିବାରେ ଡିଭାଇନ ରେକର୍ଡ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡର ସୁପର ସ୍ମାସ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ…
ଡ୍ରେସିଂ ରୁମ୍କୁ ଫେରି ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍, ସ୍ତ୍ରୀ କଲେ ଖୁଲାସା
ବ୍ରିସ୍ବେନ୍,୧୪।୧: ବର୍ଡର-ଗାଭାସ୍କର ଟ୍ରଫିର ଆଉ ଗୋଟିଏ ମ୍ୟାଚ୍ ବାକି ଅଛି। ସିଡନୀ ଖେଳାଯାଇଥିବା ଡ୍ର ରହିବା ପରେ ସିରିଜ ୧-୧ରେ ରହିଛି। ସିଡନୀ ଟେଷ୍ଟ ଡ୍ରରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଡ଼ ହାତ ଥିଲା। ସେ ବ୍ୟାଟ ସହିତ…
ମହିଳା କ୍ରିକେଟ୍ ଦଳ ଗଠନ କଲେ ଅମିତାଭ ବଚ୍ଚନ, ଦଳର ଅଧିନାୟକଙ୍କୁ ଦେଖିଲେ…
ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସି ଖବର ବିଷୟରେ ପ୍ରଶଂସକମାନଙ୍କୁ ଦେଇଥିଲେ। କ୍ରୀଡା…
ବର୍ଣ୍ଣବୈଷମ୍ୟ ଆକ୍ଷେପ: ସିରାଜ ଉଦାହରଣ ସୃଷ୍ଟି କରିଛନ୍ତି
ବ୍ରିସ୍ବେନ,୧୪।୧(ପି.ଟି.): ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ଭାରତୀୟ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଭୂମିକାକୁ ଅଷ୍ଟ୍ରେଲିଆ ଅଭିଜ୍ଞ ସ୍ପିନର ନାଥନ ଲିୟନ ପ୍ରଶଂସା କରିଛନ୍ତି। ସିଡ୍ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ଅବସରରେ ଘରୋଇ ଦର୍ଶକ ସିରାଜ ଓ ଯଶପ୍ରୀତ୍ ବୁମ୍ରାଙ୍କୁ ବର୍ଣ୍ଣବୈଷମ୍ୟ…
ସାବାଲେଙ୍କାଙ୍କୁ କ୍ରମାଗତ ୩ ଟାଇଟଲ
ଆବୁଧାବି, ୧୪।୧(ଏପି)- ଆବୁଧାବି ଓପନ ଫାଇନାଲରେ ଭେରୋନିକା କୁଦର୍ମେଟୋଭାଙ୍କୁ ୬-୨, ୬-୨ ସେଟ୍ରେ ହରାଇ ଆର୍ୟନା ସାବାଲେଙ୍କା ଟାଇଟଲ ହାସଲ କରିଛନ୍ତି। ଆବୁଧାବି ଟୁର୍ରେ କ୍ରମାଗତ ୩ ଟାଇଟଲ ଜିତି ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଏହି ବେଲାରୁଷ ମହିଳା ଖେଳାଳି। ଏଥିସହ…
୭ ମାସ ପରେ ଘରକୁ ଫେରିଲେ ୟୁନୁସ
ଇସଲାମାବାଦ, ୧୪।୧(ଏପି)- ଦୀର୍ଘ ୭ ମାସ ବିଶ୍ୱର ବିଭିନ୍ନ ସ୍ଥାନରେ ଜୈବ ସୁରକ୍ଷିତ ପରିବେଶରେ କଟାଇବାପରେ ପାକିସ୍ତାନ ବୋଲିଂ କୋଚ୍ ଓ୍ବାକର ୟୁନୁସ ଘରକୁ ଫେରିଛନ୍ତି। ୪୮ ବର୍ଷୀୟ ଓ୍ବାକର ଏହି ସମୟ ମଧ୍ୟରେ ପାକିସ୍ତାନ ଦଳସହ ଇଂଲଣ୍ଡ, ଜିମ୍ବାଓ୍ବେ ଓ…
ଶୁଭ୍ରାଂଶୁଙ୍କ ସ୍ଥାନରେ ବିପ୍ଳବ ଅଧିନାୟକ
ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଦଳର ଅତ୍ଧନାୟକ ପରିବର୍ତ୍ତନ କରାଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ୨ଟି ମ୍ୟାଚ ଖେଳିବାପରେ ଏବେ ବିପ୍ଳବ ସାମନ୍ତରାୟଙ୍କୁ ଅଧିନାୟକ କରାଯାଇଛି। ଶୁଭ୍ରାଂଶୁ ନିଜେ ଦଳର…
ପୁକୋଭସ୍କି ଫିଟ୍ ନ ହେଲେ ହାରିସ୍ ଖେଳିବେ: ଲାଙ୍ଗର
ବ୍ରିସ୍ବେନ,୧୪।୧(ପି.ଟି.): ଯୁବ ଓପନର ଓ୍ବିଲ୍ ପୁକୋଭସ୍କି ଫିଟ୍ ନ ହେଲେ ତାଙ୍କ ସ୍ଥାନରେ ମାର୍କସ ହାରିସ୍ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଇନିଂସ ଓପନ କରିବେ ବୋଲି ଅଷ୍ଟ୍ରେଲିଆ ହେଡ୍ କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି। ସିଡ୍ନୀ ଟେଷ୍ଟ ଖେଳିବା ଅବସରରେ…
ଥାଇଲାଣ୍ଡ ଓପନ୍: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ
ବ୍ୟାଙ୍କକ୍,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଅଭିଜ୍ଞ ସାଇନା ନେହ୍ବାଲ ମଧ୍ୟ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ତେବେ ପାରୁପାଲ୍ଲୀ…

