Posted inଖେଳ

ନିଜ ସମ୍ପର୍କରେ ବଡ଼ ଖୁଲାସା କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୬।୨: ନିକଟରେ କ୍ରିକେଟର ଲମ୍ବା ଫର୍ମାଟରେ ୪୦୦ ଉଇକେଟ ପୂରଣ କରିଥିବା ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ମୁଁ ଦୁର୍ଘଟଣାବଶତଃ କ୍ରିକେଟର ହୋଇଗଲି। ମୁଁ ଜଣେ କ୍ରିକେଟ ପ୍ରେମୀ ଯିଏ ପ୍ରକୃତରେ କ୍ରିକେଟର ହେବାରେ ସଫଳ ହେଇଛି। କଦାପି ଚିନ୍ତା କରି ନ ଥିଲି ଦିନେ ଭାରତ ପାଇଁ ଖେଳିବି। କ୍ରିକେଟକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଠାରୁ ଭଲ ଆଉ କ’ଣ ହୋଇପାରେ। ମୁଁ ଖେଳିଥିବା ମ୍ୟାଚ୍‌ରେ ଦଳର ବିଜୟ ହେଲେ ନିଜକୁ ଭାଗ୍ୟବାନ ମନେ କରେ। କୋଭିଡ୍‌-୧୯ ପରିସ୍ଥିତି କାରଣରୁ ମୁଁ ଅନୁଭବ କଲି, ଭାରତ ପାଇଁ ଖେଳିବା ସୌଭାଗ୍ୟର କଥା। ଗତବର୍ଷ ଆଇପିଏଲ ପରେ ମୁଁ ଅଷ୍ଟ୍ରେଲିଆରେ ଖେଳିବି କଦାପି ଚିନ୍ତା କରି ନ ଥିଲି। ଏହା ହିଁ କାରଣ ଯାହା ବି ମିଳିଛି, ତାହା ମୋ ପାଇଁ ଉପହାର ବୋଲି ବୋଲିଂ କୋଚ୍‌ ଆର. ଶ୍ରୀଧରଙ୍କୁ ଏକ ସାକ୍ଷାତ୍‌କାର ଦେଇ ଅଶ୍ୱିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

ଜାତୀୟ ରେକର୍ଡ ସହ ମିରାବାଈଙ୍କୁ ସ୍ବର୍ଣ୍ଣ

କୋଲକାତା, ୪।୨ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଭାରୋତ୍ତୋଳିକା ତଥା ପୂର୍ବତନ ବିଶ୍ୱ ବିଜୟିନୀ ମିରାବାଈ ଚାଣୁ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ...

ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ ଇରାନି କପ୍‌

ମୁମ୍ବାଇ,୧୪।୩- କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ବାତିଲ କରି ଦେଇଛି ବିସିସିଆଇ।...

ପୃଥ୍ବୀ ‘ଥ୍ରୀ ଇନ୍‌ ଓ୍ବାନ୍‌’: ସେହ୍ବାଗ

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି...

ହାଇଦ୍ରାବାଦ ଓପନ୍‌ ଟାଇଟଲ ଜିତିଲେ ସୌରଭ

ହାଇଦ୍ରାବାଦ,୧୧।୮(ପି.ଟି.)- ଜାତୀୟ ଚାମ୍ପିୟନ ସୌରଭ ବର୍ମା ଏଠାରେ ଅନୁଷ୍ଠିତ ହୋଇଥିବା ହାଇଦ୍ରାବାଦ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ...

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୧୬।୬: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି...

ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କୁ ସ୍ତ୍ରୀ ମାଗିଲେ କ୍ଷମା; କହିଲେ ‘ସରି ରୋ’; ଜାଣନ୍ତୁ ଏପରି…

ନୂଆଦିଲ୍ଲୀ,୩୦।୬: ଭାରତୀୟ ଟିମ୍‌ର ଓପନର ରୋହିତ ଶର୍ମାଙ୍କୁ ସ୍ତ୍ରୀ ରୀତିକା ସଜଦେହ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଏକ ମଜାଳିଆ ଭିଡିଓ ଶେୟାର କରି ସ୍ବାମୀଙ୍କଠାରୁ...

Advertisement
Archives

Model This Week