Posted inଖେଳ

ଇତିହାସ ରଚିଲେ ରୁଟ୍‌: ୩୮ ବର୍ଷ ପରେ କଲେ ଏମିତି କାରନାମା

ଅହମ୍ମଦାବାଦ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଘରୋଇ ଦଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୪୫ ରନ କରିଥିଲା। ଇଂଲଣ୍ଡ ଅଧିନାୟକ ତଥା ପାର୍ଟ ଟାଇମ ସ୍ପିନର ଜୋ ରୁଟ ଆଠ ରନ ପାଇଁ ୫ଟି ଉଇକେଟ ନେଇଥିଲେ। ଏହା ସହିତ ଜୋ ରୁଟ ନିଜ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ୧୯୮୩ ମସିହାରେ ବବ ୱିଲିସଙ୍କ ପରେ ରୁଟ୍‌ ଟେଷ୍ଟ କ୍ରିକେଟ୍‌ରେ ୫ଟି ଉଇକେଟ ନେଇଥିବା ପ୍ରଥମ ଇଂଲଣ୍ଡ ଅଧିନାୟକ ହୋଇଥିଲେ। ପିଙ୍କ୍‌ ବଲ ଟେଷ୍ଟରେ ଚମତ୍କାର ବୋଲିଂ କରି ରୁଟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ, ଆର ଅଶ୍ୱିନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଏବଂ ଜସପ୍ରୀତ ବୁମ୍‌ରାଙ୍କୁ ଆଉଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଷ୍ପତ୍ତି ପଛର କାରଣ କହିଲେ ଗାଙ୍ଗୁଲି

ଦୁବାଇ,୯।୧୨: ବିରାଟ କୋହଲିଙ୍କୁ ହଟାଇ ବୁଧବାର ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ଦିଆଯାଇଥିଲା। କିନ୍ତୁ ପ୍ରକାଶ କରାଯାଇ ନ ଥିଲା ଏତେ...

ସିନିୟର ଏସିଆନ୍‌ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ: ଭାରତୀୟ ଦଳରେ ରାକେଶ ପାତ୍ର

ନୂଆଦିଲ୍ଲୀ, ୧୩।୬(ପି.ଟି.)- ମଙ୍ଗୋଲିଆର ଉଲ୍ଲାନବାତରଠାରେ ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସିନିୟର ଏସିଆନ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଭାରତୀୟ...

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ...

ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ...

ଗୁଜରାଟ ଆଗରେ ୧୩୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୨ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ...

ହକି ବିଜୟରେ ବିଭୋର କ୍ରିକେଟର୍‌: କହିଲେ, ୩ ବିଶ୍ୱକପ୍‌ ବିଜୟଠାରୁ ବି ଏହା ନିଆରା

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି। ପ୍ଲେ ଅଫ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି। ଅଲିମ୍ପିକ୍ସରେ ୪୧...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ରାନ୍ଧୁଛନ୍ତି ବିରେନ୍ଦ୍ର ସେହ୍ବାଗଙ୍କ ପରିବାର

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ...

ପ୍ରିକ୍ୱାର୍ଟରରେ ଲିଭରପୁଲ, ଚେଲସି

ପ୍ୟାରିସ,୧୧।୧୨- ଚଳିତ ସିଜନର ୟୁଏଫା ଚାମ୍ପିୟନ୍ସଲିଗ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ଲିଭରପୁଲ ଓ ଚେଲସି ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଆଜାକ୍ସ ଓ ଇଣ୍ଟର ମିଲନ ଭଳି...

Advertisement
Archives

Model This Week