ଖେଳ

ଅଷ୍ଟ୍ରେଲିଆନ୍‌ ଓପନ ପୂର୍ବରୁ ଆଣ୍ଡି ମୁରେଙ୍କୁ କରୋନା

ଲଣ୍ଡନ, ୧୫ା୧ (ଏପି)-ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ହେବାକୁ ଆଉ କିଛିଦିନ ବାକି ରହିଥିବାବେଳେ ବ୍ରିଟିଶ ଖେଳାଳି ଆଣ୍ଡି ମୁରେ କରୋନାରେ ପୀଡ଼ିତ ହୋଇଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ବର୍ତ୍ତମାନ ନିଜ ଘରେ ଆଇସୋଲେଶନରେ ରହିଛନ୍ତି। ଯଦି ସେ ଶୀଘ୍ର…

କବାଡି ଟୁର୍ନାମେଣ୍ଟ: ରାଉରକେଲା, ଝାରସୁଗୁଡ଼ା ବିଜୟୀ

ସୁନ୍ଦରଗଡ଼,୧୪।୧: ସୁନ୍ଦରଗଡ଼ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ଆନ୍ତଃଜିଲା କବାଡି ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି, ଭାରପ୍ରାପ୍ତ ପୌରନିର୍ବାହୀ ଅଧିକାରୀ ଜୟନ୍ତ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟର ଶୁଭାରମ୍ଭ…

ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କୁ ନୋଟିସ୍‌

ମୁମ୍ବାଇ, ୧୪ା୧ -ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଉପ ସଭାପତି ରାଜୀବ ଶୁକ୍ଳାଙ୍କ ବିରୋଧରେ ଆସିଛି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ମୋଶନ)ଅଭିଯୋଗ। ବିସିସିଆଇ ଏଥିକ୍ସ ଅଫିସର ଗୁରୁବାର ତାଙ୍କ ବିରୋଧରେ ଏକ ନୋଟିସ୍‌ ଜାରି କରିିଛନ୍ତି।…

ବୁମ୍‌ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..

ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍‌ବେନ୍‌ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତେବେ ବିସିସିଆଇ ବୁମରାଙ୍କ ଯତ୍ନ ନେବା ଉଚିତ।…

ବୁମରାଙ୍କ ସମ୍ପର୍କରେ ବଡ଼ ଅପଡେଟ୍‌ ଦେଲେ ବ୍ୟାଟିଂ କୋଚ୍‌

ବ୍ରିସବେନ,୧୪।୧- ଭାରତୀୟ ପେସର ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଜାରି ରହିଛି। କିନ୍ତୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଗୁରୁବାର ବୁମରାଙ୍କ ସମ୍ପର୍କରେ ଏକ ବଡ଼ ଅପଡେଟ୍‌…

ଶେଷ ବଲ୍‌ରେ ୧୨ ରନ୍‌, କିଛି ଏଭଳି ଖେଳି ମ୍ୟାଚ୍‌ ଜିତାଇଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୧: କ୍ରିକେଟ ଇତିହାସରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ମ୍ୟାଚ୍‌ ଶେଷରେ କର ବା ମର ସ୍ଥିତି ଉପୁଜିଛି। ହେଲେ ବ୍ୟାଟ୍ସମ୍ୟାନ୍‌ମାନେ ଶେଷ ବଲ୍‌ରେ ଚଉକା ନଚେତ ଛକା ମାରି ମ୍ୟାଚ୍‌କୁ ଜିତିନେଇଛନ୍ତି। ଏଭଳି ଏକ ଘଟଣାକ୍ରମରେ ଏକ ମ୍ୟାଚ୍‌ରେ…

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ବିରାଟ ଏହା ପ୍ରଶଂସକଙ୍କୁ ଜଣାଇଥିଲେ। ବ୍ୟକ୍ତିଗତ ଜୀବନରେ…

ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ସମାଲୋଚନା କରିଥିଲେ ଗାଭାସ୍କର, ପେନ୍‌ ଦେଲେ ଏଭଳି ଜବାବ

ବ୍ରିସବେନ୍‌,୧୪।୧: ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କୁ ଭାରତର ପୂର୍ବ ଖେଳାଳି ସୁନିଲ ଗାଭାସ୍କର କଟୁ ଟିପ୍ପଣୀ କରିଥିଲେ। ଗୁରୁବାର ଏହାର ଜବାବ ରଖିଛନ୍ତି ପେନ୍‌। ଗାଭାସ୍କର ନିଜର ରାୟ ଦେବାକୁ ସ୍ବତନ୍ତ୍ର। ତାଙ୍କର ମନ୍ତବ୍ୟ ଅଷ୍ଟ୍ରେଲିଆ ଦଳ ଉପରେ କୌଣସି…

ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ଗଲ,୧୪।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡର ମଧ୍ୟରେ ଗଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। କରୋନା ମହାମାରୀ ଭିତରେ ୧୦ ପରେ ଶ୍ରୀଲଙ୍କା ନିଜ ମାଟିଲେ ପ୍ରଥମ ଟେଷ୍ଟ ଖେଳୁଛି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନ ଶ୍ରୀଲଙ୍କାର କୌଣସି…

ମୁରଲୀଧରନଙ୍କ ଭବିଷ୍ୟବାଣୀ: ଏହି ବୋଲର୍‌ ହିଁ ଭାଙ୍ଗିପାରିବ ମୋ ରେକର୍ଡ  

ଶ୍ରୀଲଙ୍କାର ମହାନ ସ୍ପିନର ମୁଥିଆ ମୁରଲୀଧରନ ବିଶ୍ୱର ସର୍ବଶ୍ରେଷ୍ଠ ବୋଲର୍‌। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୮୦୦ ଉଇକେଟ୍‌ ନେଇଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଆଜିକାଲି କ୍ରିକେଟର୍‌ଙ୍କ ପାଇଁ ବେଶ୍‌ କଷ୍ଟସାଧ୍ୟ। ତେବେ ମୁରଲୀଧରନ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ପିଢିିର ସ୍ପିନରଙ୍କ…

୧୨୩ ବର୍ଷ ପୂର୍ବେ ଆଜିର ଦିନରେ ମରାଯାଇଥିଲା କ୍ରିକେଟ ଇତିହାସର ପ୍ରଥମ ଛକା: କିଛି ଏଭଳି ଥିଲା..

ନୂଆଦିଲ୍ଲୀ,୧୪।୧: ଖେଳଜଗତରେ ଏଭଳି ଅନେକ ଘଟଣା ଘଟେ ଯାହାକୁ ସହଜରେ ଭୁଲି ହୁଏନା। ସେଭଳି ଏକ ଘଟଣାକ୍ରମରେ କ୍ରିକେଟ ଇତିହାସରେ ଜାନୁୟାରୀ ୧୪ରେ ପ୍ରଥମ ଛକା ମରାଯାଇଥିଲା। ଆଜିଠାରୁ ୧୨୩ ବର୍ଷ ପୂର୍ବେ ୧୮୯୮ରେ କ୍ରିକେଟରେ ପ୍ରଥମ ଛକା ଦେଖିବାକୁ ମିଳିଥିଲା।…

କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ଏହି କ୍ରିକେଟର୍‌: ଖେଳିଗଲା ଆତଙ୍କ

କଲମ୍ବୋ,୧୪।୧: ଇଲଂଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀ ଶ୍ରୀଲଙ୍କା ପହଞ୍ଚିବା ପରେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଅନ୍ୟ ଖେଳାଳିଙ୍କଠାରୁ ତାଙ୍କୁ ଅଲଗା ରଖାଯାଇଥିଲା। ଏବେ ମୋଇନ୍‌ ଅଲ୍ଲୀଙ୍କ ଠାରେ ନୂଆ କରୋନା ଷ୍ଟ୍ରେନ୍‌ ଦେଖାଯାଇଥିବା ଜଣାପଡିଛି। ଏହାପରେ ଶ୍ରୀଲଙ୍କାରେ ଆତଙ୍କ ଖେଳିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?