Posted inଖେଳ

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଯଦି ବିରାଟ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟରେ ଶତକ କରିବାରେ ସଫଳ ହୁଅନ୍ତୁ ତେବେୁ ଅଧିନାୟକ ଭାବରେ ସେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ରେକର୍ଡ କରିବେ। ଏବେ ପଣ୍ଟିଂ ଏବଂ ବିରାଟ ଅଧିନାୟକ ଭାବରେ ୪୧-୪୧ ଶତକ ଅର୍ଜନ କରିଛନ୍ତି। ମୋହଲି ମାତ୍ର ୧୯୦ଟି ମ୍ୟାଚ ଅଧିନାୟକତ୍ୱ କରିଥିବା ଏହି ଶତକ ହାସଲ କରିଥିବାବେଳେ ପଣ୍ଟିଂ ୩୨୪ଟି ମ୍ୟାଚ ଖେଳି ୪୧ ଶତକ ମାରିଥିଲେ। ଯଦି କୋହଲି ଚତୁର୍ଥ ଟେଷ୍ଟରେ ଗୋଟିଏ ଶତକ ମାରନ୍ତି, ତେବେ ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୨୮ ତମ ଶତକ ହେବ। ଏହା ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୭୦ ଶତକ ରହିଛି। ତାଙ୍କଠାରୁ କେବଳ ସଚିନ ତେନ୍ଦୁଲକର (୧୦୦) ଏବଂ ପଣ୍ଟିଂ (୭୧) ଆଗରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଟି ଉଷାଙ୍କୁ ଭେଟେରାନ ପିନ୍‌ ସମ୍ମାନ

ନୂଆଦିଲ୍ଲୀ,୨୫।୯(ପିଟି): ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଓ ଅଲିମ୍ପିଆନ ପିଟି ଉଷାଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ଭେଟେରାନ ପିନ ପୁରସ୍କାର ମିଳିଛି।...

ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା...

କୋରିକ୍‌ କରୋନାରେ ଆକ୍ରାନ୍ତ ଦ୍ୱିତୀୟ ଟେନିସ ଖେଳାଳି

ଜାଗ୍ରେବ୍‌ (କ୍ରୋଏସିଆ), ୨୩ା୬ (ଏପି): ବୋର୍ନା କୋରିକ୍‌ ଦ୍ୱିତୀୟ ଟେନିସ ଖେଳାଳି ଭାବେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କ୍ରୋଏସିଆରେ ଏକ ପ୍ରଦର୍ଶନୀ ଇଭେଣ୍ଟରେ ଅଂଶଗ୍ରହଣ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ରାଞ୍ଚତ୍ଠାରୁ ହାରିଲା ସମ୍ବଲପୁର

ଭୁବନେଶ୍ୱର, ୨୩।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ଶନିବାର ୨ୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ହକି ଷ୍ଟାଡିୟମରେ...

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ...

‘ମୁଁ ଏମିତି କରିବି ନାହିଁ’: ଟି-୨୦ ବିଶ୍ୱକପ୍‌ ସହ ଜଡ଼ିତ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଲେ ଦ୍ରାବିଡ୍‌

କଲମ୍ବୋ,୩୦।୭: ଆଗକୁ ଟି-୨୦ ବିଶ୍ୱକପ୍‌। ଏଥିପାଇଁ ଦଳରେ କିଏ ସ୍ଥାନ ପାଇବ କିଏ ନୁହେଁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଭାରତୀୟ ଟିମ୍‌ରେ ଦୁଇଜଣ...

ଆଇପିଏଲକୁ ନେଇ ଅନିଶ୍ଚିତତା ବଢ଼ିଲା

ନୂଆଦିଲ୍ଲୀ, ୧୫।୪- କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁବଢ଼ାଇବାପରେ ଇଣ୍ଡିଆନ ପ୍ରିିମିୟର...

ଆସ୍‌ଲେ ବାର୍ଟିଙ୍କୁ ଆଇସିସିର ଶୁଭେଚ୍ଛା

ଦୁବାଇ,୯ା୬: ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ଟାଇଟଲ ହାତେଇଥିବା ପ୍ରଥମ ଅଷ୍ଟ୍ରେଲିଆନ ଆସ୍‌ଲ ବାର୍ଟିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

Ten Cric Info
Advertisement


Archives

Model This Week

Why Dharitri