ଖେଳ

ବ୍ରିସବେନ୍‌ରେ ପ୍ରଥମଥର ପାଇଁ ଉଡିଲା ତ୍ରିରଙ୍ଗା

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟର ସ୍ବାଦ ଚାଖିଛି ଭାରତ। ଯୁବ କ୍ରିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍‌ରେ ଐତିହାସିକ ବିଜୟ ଲାଭ କରିଛି। ପ୍ରଥମଥର ପାଇଁ ଗାବାରେ ଭାରତ ବିଜୟ ହାସଲ କରିଛି।…

ଧୋନୀଙ୍କୁ ପଛରେ ପକାଇ ରେକର୍ଡ କଲେ ପନ୍ତ

ବ୍ରିସ୍‌ବେନ୍‌, ୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ତେବେ ରିଷଭ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ରିଷଭ ବ୍ରିସବେନ ଟେଷ୍ଟର ଦ୍ୱିତୀୟ…

୭୦ ବର୍ଷ ରେକର୍ଡ ଭାଙ୍ଗିଦେଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତୃତୀୟଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଇଛି। ଏହାପୂର୍ବରୁ…

କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍‌ ପରେ ରିଷଭ ପନ୍ତଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଭାରତ ସିରିଜ୍‌ ୨-୧ରେ ଜିତିଛି। ଅନେକ…

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ପ୍ରଶଂସକଙ୍କୁ ଜବାବ୍‌ ଦେଇଥିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୧: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସବୁବେଳେ ଶକ୍ତ ପ୍ରତିଯୋଗିତା ହୋଇଥାଏ। ଏହି ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। କାରଣ ଭାରତ-ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳ ପ୍ରେମିମାନେ ଉପସ୍ଥିତ ହୋଇଥାନ୍ତି। ଉଭୟ ଦଳର ଖେଳାଳିଙ୍କ…

୫୦ ବର୍ଷ ରେକର୍ଡ ଭାଙ୍ଗିଲେ ଶୁବମନ, ରଚିଲେ ଇତିହାସ

ବ୍ରିସବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଶେଷ ଟେଷ୍ଟର ଶେଷ ଦିନରେ ଶବମନ ଗିଲ ଚମତ୍କାର ଖେଳିଥିଲେ। ୨୧ ବର୍ଷୀୟ ଯୁବ ଓପନର୍‌ ପୁଣି ଥରେ ଏଠାରେ ଏକ ସଫଳ ଇନିଂସ ଖେଳିଥିଲେ। ଗିଲ ମଧ୍ୟ ତାଙ୍କ ଇନିଂସ ସମୟରେ…

ସିରିଜ୍‌ ଡ୍ର ରହିଲେ ଅଷ୍ଟ୍ରେଲିଆ ପାଇଁ ଲଜ୍ଜାଜନକ ପରାଜୟ ଭଳି ହେବ: ରିକି ପଣ୍ଟିଂ

ବ୍ରିସବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଯେଉଁ ରିକି ପଣ୍ଟିଂ ଅଷ୍ଟ୍ରେଲିଆର ବିଜୟର ୪-୦ ଦାବି କରୁଥିଲେ। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆର ୨୦୦ରନ ପୂର୍ବରୁ ଅଲଆଉଟ୍‌ ବିଷୟରେ କହୁଥିବା ରିକି ପଣ୍ଟିଙ୍ଗ ଏବେ…

ବାପା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ପିତାଙ୍କୁ ହରାଇବାର ୩ମାସ ପରେ ନିଜେ ପିତା ହୋଇଛନ୍ତି କ୍ରିକେଟର୍‌ ମନଦୀପ ସିଂ। ତାଙ୍କ ସ୍ତ୍ରୀ ଜଗଦୀପ ଜଶଓ୍ବାଲ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ସୋସିଆଲ ମିଡିଆରେ ନିଜେ ଏକଥା ସୂଚନା ଦେଇଛନ୍ତି। ଏହି ଖଉସି ଖବର ଦେଇ ମନଦୀପ ଲେଖିଛନ୍ତି,…

କାନ୍ଦିଲେ ସିରାଜ୍‌, କହିଲେ ଯଦି ଆଜି ମୋ ପିତା ଜୀବିତ ଥାନ୍ତେ…

ବ୍ରିସବେନ୍‌,୧୯।୧: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଇନିଂସରେ ୫ଟି ଉଇକେଟ ନେବା ପରେ ମହମ୍ମଦ ସିରାଜ ଭାବପ୍ରବଣ ହୋଇଛନ୍ତି। ନିଜ ଭାବନା ପ୍ରକାଶ କରିବା ତାଙ୍କ ପାଇଁ ସହଜ ନ ଥିଲା। ସିରାଜ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ…

ଇତିହାସ ରଚିବ କି ଭାରତ? ୩୭ ଓଭର୍‌ରେ ଆବଶ୍ୟକ ୧୪୫ ରନ୍‌

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ବିଜୟ ପାଇଁ ୩୭ ଓଭରରେ ୧୪୫ ରନ୍‌ ଆବଶ୍ୟକ ଥିବାବେଳେ ହାତରେ ଆଉ ୭ଟି ଉଇକେଟ୍‌ ବାକି ଅଛି। ମ୍ୟାଚର ଚତୁର୍ଥ…

ଚମତ୍କାର ଖେଳିଲେ ଶୁବମନ,ଭାରତର ବିଜୟ ଆଶା ଉଜ୍ଜୀବିତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଶୁବମନ ଗିଲ ୯୧ ରନର ଚମତ୍କାର ଇନିଂସ ଖେଳିଥିଲେ। ୨୧ ବର୍ଷ ବୟସ୍କ ଗିଲଙ୍କ ଶତକର ନିକଟତର ହୋଇଥିଲେ।…

ଷ୍ଟମ୍ପ ପଛରେ ଏହି ଗୀତ ଗାଉଥିଲେ ପନ୍ତ, ମାଇକ୍‌ରେ କଏଦ

ବ୍ରିସବେନ୍‌,୧୯।୧: ଭାରତୀୟ ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନେକ ସମୟରେ ଉଇକେଟ ପଛରେ କିଛି କଥା ହେଉଥିବା ଜଣାପଡେ। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଉଇକେଟ ପଛରୁ ତାଙ୍କର ନିରନ୍ତର ସ୍ବର ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?