Posted inଖେଳ

ଶାହିଦ ଆଫ୍ରିଦଙ୍କ ଜ୍ୱାଇଁ ହେବେ ଏହି କ୍ରିକେଟର୍‌

ପାକିସ୍ତାନ ସୁପରଷ୍ଟାର ଅଲରାଉଣ୍ଡର ଶାହିଦ ଆଫ୍ରିଦ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ଶ୍ୱଶୁର ହେବାକୁ ଯାଉଛନ୍ତି। ଆଫ୍ରିଦିଙ୍କ ଝିଅ ଅକସା ଏବଂ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦଙ୍କ ମଧ୍ୟରେ ବିବାହ ହେବାକୁ ଯାଉଛି। ଉଭୟ ପରିବାର ଏହି ବିବାହରେ ରାଜି ହୋଇଛନ୍ତ। ଶୀଘ୍ର ଶାହିନ ଏବଂ ଅକସା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଶାହିନଙ୍କ ପିତା ଆୟାଜ ଖାନ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଅକସା ଅଧ୍ୟୟନ ସମାପ୍ତ କରିବା ପରେ ଉଭୟ ବିବାହ କରିବେ ବୋଲି ସେ କହିଛନ୍ତି। ଶାହିଦ ଆଫ୍ରିଦି ଏବଂ ଶାହିନ ଶାହା ପାକିସ୍ତାନ ସୁପର ଲିଗ ୨୦୨୧ରେ ଖେଳୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ କରୋନା ଯୋଗୁ ଏହି ଟୁର୍ନାମେଣ୍ଟ ୧୪ ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା। ଶାହିନ ଶାହା ମାତ୍ର ୪ଟି ମ୍ୟାଚରେ ୯ ଉଇକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ, ଅନ୍ୟପଟେ ଶାହିଦ ଆଫ୍ରିଦି ମୁଲତାନ ସୁଲତାନ ପାଇଁ ୫ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟି୨୦: ଭାରତୀୟ ମହିଳା ୧୦ ଉଇକେଟରେ ବିଜୟୀ ଶେଫାଳି, ଦୀପ୍ତିଙ୍କ ଚମତ୍କାର ପ୍ରଦର୍ଶନ

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ)- ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୪-୦-୧୦-୪) ଓ ଟିନଏଜ ବ୍ୟାଟିଂ ସେନସେସନ ଶେଫାଳି ବର୍ମାଙ୍କ ଅପରାଜିତ...

ରିଷଭ୍‌ ପନ୍ତଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ଯୁବତୀ: ଏହାର ଉତ୍ତରରେ ସେ କ’ଣ କହିଲେ ଜାଣନ୍ତୁ

ଭାରତୀୟ କ୍ରିକେଟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କ ‘ଆଇ ଲଭ୍‌ ୟୁ’ କହିଛନ୍ତି ତାଙ୍କର ଜଣେ ମହିଳା ଫ୍ୟାନ୍‌। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ...

ସିଦ୍ଧେଶ ଲାଡଙ୍କୁ ନେଲା କେକେଆର

ମୁମ୍ବାଇ,୧୫।୧୧- ଆଇପିଏଲ ସିଜନ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଅନୁଯାୟୀ ସିଦ୍ଧେଶ ଲାଡ ମୁମ୍ବାଇ ଇଣ୍ଡିଆନ୍ସ ଦଳଠାରୁ କୋଲକାତା ନାଇଟ ରାଇଡର୍ସ (କେକେଆର) ନେଇଛି। ୨୦୧୫ରେ...

ଆଜିର ଦିନରେ ଇତିହାସ ରଚିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଆଜିକୁ ପ୍ରାୟ ପ୍ରାୟ ୧୬ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ଓ୍ବାର୍ଣ୍ଣ ଇତିହାସ ସୃଷ୍ଟି କରିଥିଲେ। ୧୧ ଅଗଷ୍ଟ ୨୦୦୫ରେ ୱାର୍ଣ୍ଣ ବିଶ୍ୱର...

ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ଭାରତୀୟ ଖେଳାଳି

ଲଣ୍ଡନ,୧୧ା୭(ପିଟି)- ଭାରତୀୟ ଦଳର ବିଶ୍ୱକପ୍‌ ଜିତିବା ଆଶା ଶେଷ ହୋଇସାରିଛି। ପରବର୍ତ୍ତୀ ସିରିଜ ପୂର୍ବରୁ ଦଳୀୟ ଖେଳାଳିଙ୍କ ହାତରେ ଆଉ ୨ ସପ୍ତାହ ରହିଛି। ଦୀର୍ଘ...

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ...

ଟସ୍‌ ଜିତିଲେ ପୋଲାର୍ଡ; ବ୍ୟାଟିଂ କରିବ ଭାରତ

କୋଲକାତା, ୧୮।୨: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ଶୁକ୍ରବାର ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଟିମ୍‌ ଅଧିନାୟକ କିରନ୍‌...

ଶଶି ମୁକୁନ୍ଦ ଫାଇନାଲରେ

ବାଓଟୋ (ଚାଇନା), ୩୧ା୮ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଶଶି କୁମାର ମୁକୁନ୍ଦ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଏକ ଏଟିପି ଚ୍ୟାଲେଞ୍ଜର ଟୁରରେ ଫାଇନାଲକୁ ଉନ୍ନୀତ...

Advertisement
Archives

Model This Week